ରାଜ୍ୟ ନକଲି ଔଷଧ କାରବାରର ହେବ କ୍ରାଇମବ୍ରାଂଚ ତଦନ୍ତ Byapini Bureau Jun 14, 2021 0 ନକଲି ଔଷଧ କାରବାରର ଚେର ଖୋଜିବ କ୍ରାଇମବ୍ରାଂଚ । କଟକରୁ ବିପୁଳ ନକଲି ଔଷଧ ଠାବ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ନକଲି କରୋନା ଔଷଧ ଫାଭିପିରାଭିର ଠାବ ପରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ!-->…
ରାଜ୍ୟ ୧୬ରୁ ଖୋଲିବ ଐତିହ୍ୟସ୍ଥଳୀ Byapini Bureau Jun 14, 2021 0 ଆସନ୍ତା ୧୬ରୁ ଖୋଲିବ ଓଡିଶା ସମେତ ଦେଶର ବିଭିନ୍ନ ଐତିହ୍ୟ କେନ୍ଦ୍ରସ୍ଥଳୀ । ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ସବୁ ଐତିହ୍ୟସ୍ଥଳୀ ଖୋଲିବା ନେଇ ଇଝଓ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। କରୋନା ସଂକ୍ରମଣ ପାଇଁ ଗତ ଏପ୍ରିଲ!-->…
କ୍ଷମତାକେନ୍ଦ୍ର ଡାର୍କ ହର୍ସ ଅଶ୍ବିନୀ ବୈଷ୍ଣବ! Byapini Bureau Jun 14, 2021 0 ଖୁବଶୀଘ୍ର ମୋଦିଙ୍କ ଟିମର ହୋଇପାରେ ନବକଳେବର । ମୋଦି ସରକାରର ଦ୍ୱିତୀୟ ପାଳିର ଦୁଇ ବର୍ଷ ପରେ ମନ୍ତ୍ରୀମଣ୍ଡଳ ବଦଳିବା ନେଇ ଜୋରଦାର ଚର୍ଚ୍ଚା ହେଉଛି । ଆଉ ଏଥିପାଇଁ ଦିଲ୍ଲୀ ଦରବାରରେ ପ୍ରସ୍ତୁତି ପର୍ବ ମଧ୍ୟ ଆରମ୍ଭ ହେଲାଣି ।!-->…
ରାଜ୍ୟ ତୈଳଦର ବୃଦ୍ଧିରେ କରୋନା ଛାଟ Byapini Bureau Jun 14, 2021 0 କରୋନା ମହାମାରୀ ଯୋଗୁଁ ହୋଇଥିବା ଅନେକ ସମସ୍ୟା ଭିତରୁ ଏକ ଗୁରୁତର ସମସ୍ୟା ହେଉଛି ତୈଳଦର ବୃଦ୍ଧି କ୍ଷ କ୍ରମାଗତ ଭାବରେ ପେଟ୍ରୋଲ୍ ଏବଂ ଡିଜେଲ୍ ଦର ବୃଦ୍ଧି ଦ୍ଵାରା ଗରିବ ଓ ମଧ୍ୟବିତ୍ତ ବର୍ଗ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ।!-->…
ରାଜ୍ୟ ତୋ ପାଇଁ ତୋ ଭଉଣୀ ଅଛି.. Byapini Bureau Jun 14, 2021 0 ବାପା, ମାଆ ସିନା ନାହାଁନ୍ତି ହେଲେ ତୋ ପାଇଁ ବା ମୁଁ ଅଛି । ଦେଢ ମାସର ଭାଇକୁ ଛାତିରେ ଜାବୁଡି ଧରି ଏଭଳି ଆଶ୍ୱସନା ଦେଉଛି ୮ ବର୍ଷର ଭଉଣୀ । ମହାମାରୀ କରୋନାରେ ଆଗ ପଛ ଡକାଡକି ହୋଇ ଚାଲିଗଲେ ବାପା , ମାଆ । ଆଉ ଯେଉଁ ବୟସରେ!-->…
ରାଜ୍ୟ ଫିକା ଫିକା ରଜ Byapini Bureau Jun 14, 2021 0 ଆଜି ପହିଲି ରଜ । ହେଲେ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ଫିକା ପଡିଛି ରଜ ମଉଜ । ମହାମାରୀ କରୋନା ପାଇଁ ରାଜ୍ୟରେ ଲକଡାଉନ ,ସଟଡାଉନ ଜାରି ରହିଥିବା ବେଳେ ଫିକା ପଡିଛି ରଜ ପର୍ବ । ନାଁ ଅଛି ଦୋଳି ଝୁଲା, ନା ଶୁଣାଯାଉଛି ରଜ ଗୀତ ।!-->…
ରାଜ୍ୟ କମୁଛି ସଂକ୍ରମଣ ହାର Byapini Bureau Jun 14, 2021 0 ରାଜ୍ୟରେ ଧୀରେ ଧୀରେ କମିବାରେ ଲାଗିଛି କରୋନା ସଂକ୍ରମଣ ହାର । ୬.୩୩ ପ୍ରତିଶତକୁ ଖସିଲା ସଂକ୍ରମଣ ହାର । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ହେଲେ ମୃତ୍ୟୁ ସଂଖ୍ୟା ୪୦ ଉପରେ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯!-->…
ରାଜ୍ୟ ବିଂଝାରପୁର: ଝିଅକୁ ବିକିଦେଲା ବାପା Byapini Bureau Jun 13, 2021 0 ଶିଶୁକନ୍ୟାକୁ ବିକ୍ରି କରିଦେଲା ବାପା । ତାହା ପୁଣି ଟଙ୍କା ପାଇଁ । ଉଦ୍ଧାର ଆଣିଥିବା ଟଙ୍କାକୁ ସୁଝିନପାରିବାକୁ ନିଜ ଅଢେଇ ବର୍ଷର ଶିଶୁକନ୍ୟାକୁ ବାପା ବିକ୍ରି କରିଦେଲା । ଏଭଳି ଅଭିଯୋଗ ଆସିଛି ବିଂଝାରପୁର ଥାନା ଫତେପୁର ପଂଚାୟତ!-->…
ରାଜ୍ୟ ସଂକ୍ରମଣ ଖସୁଛି, ସ୍ଥିତି ସୁଧୁରୁଛି Byapini Bureau Jun 13, 2021 0 ରାଜ୍ୟରେ ଏବେ ଦୈିନିକ ସଂକ୍ରମଣ ନିମ୍ନଗାମୀ ହେବାରେ ଲାଗିଛି । ଦୈନିକ ସଂକ୍ରମଣ ୫ ହଜାର ତଳକୁ ଖସିଛି । ହେଲେ ମୃତ୍ୟୁ ସଂଖ୍ୟା କିନ୍ତୁ ଅଧିକ ରହୁଛି । ସଂକ୍ରମଣ ହାର ରହିଛି ୭.୨୦% । ତିନି,ଚାରିଟି ଜିଲ୍ଲା ଛାଡିଦେଲେ ଅନ୍ୟ!-->…
ରାଜ୍ୟ ଜେଲରୁ ବାହାରିଲେ ଗୋପାଳପୁର ବିଧାୟକ Byapini Bureau Jun 12, 2021 0 ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଜାମିନ ପାଇବା ପରେ ଝାରପଡ଼ା ଜେଲରୁ ପ୍ରଦୀପ । ଆଜି ସେ ଜେଲରୁ ମୁକୁଳିବା ସମୟରେ ତାଙ୍କ ସାଙ୍ଗରେ ତାଙ୍କ ପତ୍ନୀ ରହିଥିବା ଦେଖିବାକୁ ମିଳିଥିଲା । ୬ଟି ମାମଲାରେ!-->…