THE BYAPINI

ଖୋର୍ଦ୍ଧାରେ କମିଲା ସଂକ୍ରମଣ

ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣ । ହେଲେ ମୃତ୍ୟୁ ସଂଖ୍ୟାକୁ କିନ୍ତୁ ଦୈନିକ ୪୦ ଉପରେ ରହୁଛି । ତେବେ ବଡ଼ କଥା ହେଉଛି ପ୍ରତିଦିନ ସର୍ବାଧିକ ପଜିଟିଭ ଚିହ୍ନଟ ହେଉଥିବା ଖୋର୍ଦ୍ଧା ଜିଲ୍ଲାରୁ ସଂକ୍ରମଣ ୫୦୦ ତଳକୁ ଖସିଛି । ଯାହା

କ୍ଷୟକ୍ଷତି ଦେଖିବ କେନ୍ଦ୍ରୀୟ ଟିମ

ବାତ୍ୟା ୟାସ କ୍ଷୟକ୍ଷତିର ଆକଳନ ନେଇ ଆଜି ଆସିବେ କେନ୍ଦ୍ରୀୟ ଟିମ୍‌ । ୭ଜଣିଆ ଟିମ କ୍ଷୟକ୍ଷତି ଆକଳନ ପାଇଁ ଆସୁଛନ୍ତି । ବାତ୍ୟା ପ୍ରଭାବିତ ୪ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ମୟୂରଭଞ୍ଜ ଗସ୍ତ କରି କ୍ଷୟକ୍ଷତିର

ମୟୁରଭଂଜ: ବିଜେପି ନେତାଙ୍କୁ ପିଟିପିଟି ହତ୍ୟା

ବିଜେପି ନେତାଙ୍କୁ ନିର୍ମମ ହତ୍ୟା । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ନୂଆସାହିରେ ବିଜେପିର ବାଲେଶ୍ୱର ଜିଲ୍ଲା ଯୁବ ମୋର୍ଚ୍ଚା ପ୍ରଭାରୀ ରଞ୍ଜିତ ପ୍ରଧାନଙ୍କୁ ବାଡ଼େଇ ବାଡ଼େଇ ମାରିଦେଇଛନ୍ତି ଦୁର୍ବୃତ୍ତ। ଗାଡି ସାଇଡ ମରାକୁ

ଖସୁଛି ପଜିଟିଭ ହାର

କମୁଛି ସଂକ୍ରମଣ, ଖସୁଛି ପଜିଟିଭ ହାର । ରାଜ୍ୟରେ କରାନା ସଂକ୍ରମଣ ତଳକୁ ଖସୁଛି । ମାତ୍ର ସଂକ୍ରମଣ ୧୦ ପ୍ରତିଶତ ତଳକୁ ଖସିବା ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ଆଣିଛି । ମେ ମାସରେ ସଂକ୍ରମଣ ସ୍ଥିତି ସାଂଘାତିକ ଥିବା ବେଳେ ଜୁନ ମାସରେ

‘ରାଜଧାନୀବାସୀଙ୍କୁ ନିଶ୍ଚୟ ମିଳିବ ଦ୍ୱିତୀୟ ଡୋଜ’

ରାଜଧାନୀରେ ଏବେ ସଂକ୍ରମଣ କମିବାରେ ଲାଗିଛି । ଦୈନିକ ସଂକ୍ରମଣ ଏବେ ଭୁବନେଶ୍ୱରରେ ତଳମୁହାଁ ଅଛି ବୋଲି କହିଛନ୍ତି ବିଏମସି କମିସନର । କୋଭିଡ୍ ଟିକା ନେଇ ସଙ୍କଟ ଦେଖାଦେଇଥିବାବେଳେ ବିଏମସି କମିସନର କହିଛନ୍ତି ଟିକାକରଣକୁ ନେଇ

ଫିତାକଟାକୁ ନେଇ ଫଁ ଫଁ!

କରୋନା ବେଳେ ଫିତାକଟା ପଲିଟିକ୍ସ । କୋଭିଡ୍ କେୟାର ସେଣ୍ଟର ଉଦ୍‌ଘାଟନକୁ ନେଇ ବିଜେଡି ନେତା ମୁହାଁମୁହିଁ । ପାଲଲହଡ଼ା ବିଧାୟକ ମୁକେଶ ପାଲ୍ ଓ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି । ସାଂସଦ ମହେଶ

କେମିତି ହେବ ଯୁକ୍ତ ଦୁଇ ମୂଲ୍ୟାୟନ, କ’ଣ କହିଲେ ମନ୍ତ୍ରୀ?

ଯୁକ୍ତ ୨ ମୂଲ୍ୟାୟନ ନେଇ ଗଠନ କରାଯିବ ବିଶେଷଜ୍ଞ କମିଟି । ୧୫ ଦିନ ଭିତରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଏହି କମିଟି ଗଠନ କରାଯିବ । ଛାତ୍ରଛାତ୍ରୀଙ୍କୁ କେମିତି ମାର୍କ ଦିଆଯିବ ସେ ନେଇ ତର୍ଜମା କରିବ କମିଟି । କେମିତି

ବିନା ଭକ୍ତରେ ମହାପ୍ରଭୁ ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରା

ଚଳିତ ବର୍ଷ ବିନା ଭକ୍ତରେ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା । ବିଏମସି ଶୀତଳ ଷଷ୍ଠୀ ଯାତ୍ରାକୁ ଅନୁମତି ଦେବା ସହ ନିର୍ଦ୍ଦେଶନାମା ଜାରି କରିଛି, କିନ୍ତୁ ଏଥିରେ କେହି ଭକ୍ତ ସାମିଲ ହେବେ ନାହିଁ । ଅଳ୍ପ

୧୦%କୁ କମିଲା ସଂକ୍ରମଣ ହାର

କରୋନାର ଦ୍ୱିତୀୟ ଲହର ରାଜ୍ୟବାସୀଙ୍କୁ ନାକେଦମ କଲାପରେ ଏବେ ସଂକ୍ରମଣ ଚେନରେ ବ୍ରେକ ଲାଗିଛି । ଧୀରେ ଧୀରେ ସଂକ୍ରମଣ ତଳକୁ ଖସୁଛି । ରାଜ୍ୟରେ ସଂକ୍ରମଣ ହାର ୧୦.୫୧ ପ୍ରତିଶତକୁ ଖସିଛି । ଯାହା ସାମାନ୍ୟ ଆଶ୍ୱସ୍ତି ଆଣିଛି । ମେ

ଯୁକ୍ତ ଦୁଇ ପରୀକ୍ଷା ବାତିଲ

କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି । କରୋନାର ଦ୍ୱିତୀୟ ଲହର ଭୟଙ୍କର ସ୍ଥିତି ସୃଷ୍ଟି କରିଥିବା ବେଳେ ପ୍ରତିଟି