THE BYAPINI

ଯାଜପୁର: ମନ ଜିଣୁଛନ୍ତି ମୋନାଲିସା

ଘର କାମ କରୁଛନ୍ତି, ଆଉ ତା ସହିତ ଘୋଡା ବି ଚଢୁଛନ୍ତି । କେବଳ ଘୋଡା ନୁହେଁ , ବସ, ଟ୍ରକ ବି ଚଳାଉଛନ୍ତି । ଏହା କୌଣସି ପୁରୁଷ ନୁହେଁ ଆମେ ଆପଣଙ୍କୁ କହୁଛୁ ଜଣେ ଗୃହିଣୀଙ୍କ କଥା । ଯାହା ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ

ଖସୁଛି ସଂକ୍ରମଣ..ଜୁନ ଆଣୁଛି ଆଶ୍ୱସ୍ତି

ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣ । ମେ’ ମାସ ସାଂଘାତିକ ଥିବା ବେଳେ ଜୁନ ମାସ ଆଣିଦେଇଛି ସାମାନ୍ୟ ଆଶ୍ୱସ୍ତିି । ସଂକ୍ରମଣ ହାର ମଧ୍ୟ ୧୨ ତଳକୁ ଖସିଛି । ୧୧.୨୬ ପ୍ରତିଶତ କରୋନା ସଂକ୍ରମଣ ହାର ରହିଛି । ରାଜ୍ୟରେ ଗତ ୨୪

ପୁରୀ: ଦେବାଳୟ ଉପରେ ଦୁର୍ବୃତ୍ତଙ୍କ ନଜର

ଦୁର୍ବୃତ୍ତଙ୍କ ଟାର୍ଗେଟରେ ଦେବାଳୟ । ବାରମ୍ବାର ମନ୍ଦିରରୁ ହେଉଛି ଲୁଟ । ହେଲେ କଡ଼ା ସୁରକ୍ଷା ବଳୟ ସତ୍ୱେ ମନ୍ଦିରରୁ କିପରି ଲୁଟ ହେଉଛି ତାହା ବଡ଼ ପ୍ରଶ୍ନ । କିଛି ଦିନ ତଳେ ପୁରୀ ବଡ଼ଦାଣ୍ଡ ମାଉସୀ ମା’ଙ୍କ ମନ୍ଦିର ହୁଣ୍ଡି ଚୋରି

କେନ୍ଦୁଝର: ବନ୍ୟା ଉଜାଡିଦେଲା ଫସଲ

ବାତ୍ୟା ‘ୟାସ’ ଚାଲିଗଲା ହେଲେ ଦେଇଗଲା ଦୁଃଖ । ବାତ୍ୟା ପରେ ବନ୍ୟା ଯୋଗୁ ବଢିଯାଇଛି ଚାଷୀଙ୍କ ଦୁର୍ଦ୍ଦଶା । ଦୋହଲିଯାଇଛି ଚାଷୀଙ୍କ ମେରୁଦଣ୍ଡ । ନଦୀକୂଳିଆ ଅଂଚଳବାସୀ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି । ଲଗାଣ ବର୍ଷା ଓ ବନ୍ୟା

ଯାଜପୁର: ‘ମୋ ବାପଘର ଲୋକ ମୋତେ ମାରିଦେବେ’

ଆମକୁ ମାରିଦେବେ । ଆମକୁ ସୁରକ୍ଷା ଦିଅ । ଏକ ଭିଡିଓ ମାଧ୍ୟମରେ ଏଭଳି କାକୁତି ମିନତୀ କରି ନ୍ୟାୟ ମାଗିଛନ୍ତି ଜଣେ ଯୁବତୀ । ନିଜ ଇଚ୍ଚାରେ ପ୍ରେମ ବିବାହ କରିବା ପରେ ଏବେ ଯୁବତୀଙ୍କ ହତ୍ୟା ଧମକ ମିଳୁଥିବା ଅଭିଯୋଗ ହୋଇଛି ।

ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ପରମ୍ପରା ଅନୁଯାୟୀ ରଥଖଳାରେ ତିନି ରଥର ଚକ ଓ ଅଖ ଡେରା ନୀତି ଅନୁଷ୍ଠିତ ହେବ । ତିନି ରଥର ମୋଟ ୪୨ଟି ଚକରୁ ବର୍ତ୍ତମାନ ସୁଦ୍ଧା ୨୦ରୁ ଊର୍ଦ୍ଧ୍ୱ ଚକ ନିର୍ମାଣ କାମ ସରିଛି । ବାକି ଚକ

ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ

ଜୁନ ମାସ ଆରମ୍ଭରୁ କରୋନା ସଂକ୍ରମଣ ହାର କମୁଥିବା ବେଳେ ବଢୁଥିବା ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇଦେଇଛି । ମେ ମାସରେ କରୋନାରେ ଦୈନିକ ମୃତ୍ୟୁ ବଢି ୩୫ରେ ପହଚଂଥିବା ବେଳେ ଜୁନ ମାସରେ ଏହା ୪୦ ଟପିଛି ।ଥିମଧ୍ୟରୁ ୪,୯୪୮

ବାତ୍ୟାରେ କ୍ଷତି ୬୧୦ କୋଟି

ବାତ୍ୟା ‘ୟାସ’ରେ ମୋଟ ୬୧୦ କୋଟି ଟଙ୍କା କ୍ଷତି ହୋଇଛି । ରାଜ୍ୟର ୧୧ହଜାର ଗାଁର ୬୦ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସି ଜରିଆରେ ବାତ୍ୟା ୟାସର କ୍ଷୟକ୍ଷତି ଓ

ପରଲୋକରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ

ପରଲୋକରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ୬୮ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । କରୋନାରେ ପୀଡିତ ଥିଲେ ବିଜୟଶ୍ରୀ । ତେବେ କରୋନାରୁ ଭଲ ହେବା ପରେ ସେଫ୍ଟିସିମିଆ ରୋଗରେ ପୀଡିତ

ସବୁ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଟିକା ଚିଠି

ବିଶ୍ୱବଜାରରୁ ଟିକା କିଣିବା ନେଇ ଉପୁଜୁଥିବା ସମସ୍ୟାର ସମାଧାନ ଲାଗି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକା ସଂକଟ ଦୂର କରିବା ନେଇ ସମସ୍ତଙ୍କ ସହମତି ଲୋଡ଼ିଛନ୍ତି ନବୀନ । କରୋନା