ରାଜ୍ୟ ସୁନ୍ଦରଗଡ: ବାବୁଙ୍କ ଗାଡିରୁ ବିଡ଼ା ବିଡ଼ା ଟଙ୍କା Byapini Bureau Jun 2, 2021 0 ଭିଜିଲାନ୍ସ ଜାଲରେ ଆଦିବାସୀ ଉନ୍ନୟନ ସମଵାୟ ନିଗମ (ଟିଡିସିସି)ର ସୁନ୍ଦରଗଡ଼ ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି। ସୁନ୍ଦରଗଡ଼ରୁ ଏକ ବୋଲେରୋ ଯୋଗେ ଟଙ୍କା ନେଇ ଘରକୁ ଯାଉଥିବା ବେଳେ ଧରିଲା ଭିଜିଲାନ୍ସ । ତାଙ୍କ ଗାଡିରୁ ୧୯!-->…
ରାଜ୍ୟ ବଲାଙ୍ଗୀର: ଏମିତି ବି ଆସେ ମୃତ୍ୟୁ! Byapini Bureau Jun 2, 2021 0 ମୃତ୍ୟୁ କେମିତି କାହାକୁ ପାଖକୁ କେତେବେଳ ଆସିବ କହିଆସିବନି । ବଲାଙ୍ଗୀର ପାଟଣାଗଡ଼ ଜିଲ୍ଲାରୁ ଆସିଛି ଏକ ଦୁଃଖଦ ଖବର । ସ୍ତ୍ରୀର ମୃତ୍ୟୁ ପରେ ଆମ୍ବୁଲାନ୍ସରେ ମୃତଦେହ ଧରି ଫେରୁଥିବା ବେଳେ ଦୁର୍ଘଟଣାରେ ସ୍ୱାମୀ ମୃତ ।!-->…
ରାଜ୍ୟ କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁସଂଖ୍ୟା Byapini Bureau Jun 2, 2021 0 ରାଜ୍ୟରେ କମୁଛି ସଂକ୍ରମଣ । ୧୨.୫୯ପ୍ରତିଶତକୁ ଖସିଛି କରୋନା ସଂକ୍ରମଣ ହାର । ହେଲେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଦିନକରେ ସର୍ବାଧିକ ୪୦ ଜଣଙ୍କର କରୋନାରେ ମୃତ୍ୟୁ!-->…
ଦେଶ ଏଥର ହେବନି ସିବିଏସଇ ଦ୍ୱାଦଶ ପରୀକ୍ଷା Byapini Bureau Jun 1, 2021 0 ଏଥର ହେବନି ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା । ଦେଶରେ କରୋନା ସ୍ଥିତିକୁ ନଜରରେ ରଖି ଚଳିତ ବର୍ଷର ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଯାଇଛି । ସିବିଏସଇ ଦ୍ୱାଦଶ ପରୀକ୍ଷା ହେବ କି ନାହିଁ ସେ ନେଇ ବରିଷ୍ଠ!-->…
ରାଜ୍ୟ ଯାଜପୁର: ମଶାଣୀରେ ଲୁଚିଛି କି ସତ? Byapini Bureau Jun 1, 2021 0 କେମିତି ମରିଲେ ଯୁବତୀ? ମୃତ୍ୟୁର ସତ ଜାଣିବାକୁ ମଶାଣୀରେ ମାଟିତଳୁ ମୃତଦେହ ବାହାର କଲା ପୁଲିସ । ଏହି ଅଭାବନୀୟ ଘଟଣା ଘଟଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଓସିସି କଲୋନିରେ । ମୃତ୍ୟୁର ସତ ଜାଣିବାକୁ ପୋତା ହୋଇଥିବା ଶବକୁ!-->…
ରାଜ୍ୟ ରାୟଗଡ଼ା: ପ୍ରେମ ପାଇଁ ସାଂଗକୁ ମାରିଲା ସାଂଗ Byapini Bureau Jun 1, 2021 0 ସାଙ୍ଗକୁ ମାରିଲା ସାଙ୍ଗ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ପୋଙ୍ଗିଲି ନାଳ ନିକଟରେ ତ୍ରିକୋଣୀୟ ପ୍ରେମ କାହାଣୀରୁ ହତ୍ୟାକାଣ୍ଡ ଘଟିଛି । ଘଟଣାରେ ପୁଲିସ ଜଣକୁ ଗିରଫ କରିଥିବା ବେଳେ ଆଉ ଦୁଇଜଣ ଅଟକ ଅଛନ୍ତି । ହତ୍ୟାର!-->…
ରାଜ୍ୟ ବ୍ରାଣ୍ଡ ଅସଲି, ଟିଭି ନକଲି Byapini Bureau Jun 1, 2021 0 ଅସଲି ବ୍ରାଣ୍ଡ ହେଲେ ଟିଭି ନକଲି । ଖୋଦ ରାଜଧାନୀରେ ଏହି ନକଲି ଟିଭି କାରବାରର ପର୍ଦ୍ଦାଫାସ ହୋଇଛି। ୫୦ପ୍ରତିଶତ କମ୍ ଦାମରେ ବିକ୍ରି କରି ଗ୍ରାହକଙ୍କୁ ଠକୁଥିଲେ । ଭୁବନେଶ୍ବରରେ ନକଲି ଟିଭି ବିକ୍ରି କରି ମାଲେମାଲ୍ ହେଉଥିଲେ ସୋ!-->…
ରାଜ୍ୟ ଟିକା ଟେଣ୍ଡରକୁ ଝଟକା! Byapini Bureau Jun 1, 2021 0 କରୋନାକୁ ମାତ ଦେବା ପାଇଁ ଟିକାକରଣ ହେଉଛି ଏକମାତ୍ର ଅସ୍ତ୍ର । ତେଣୁ ଟିକାକରଣକୁ ଜୋରଦାର କରିବା ପାଇଁ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ଡାକିଥିଲେ । ହେଲେ ବିଶ୍ୱବଜାରରୁ ଓଡିଶା ଟିକା ପାଇବା ନେଇ ଏବେ ସନ୍ଦେହ ବଢିଛି । କେନ୍ଦ୍ର!-->…
ରାଜ୍ୟ ଅନୁଗୁଳରେ ମାଡିଚାଲିଛି କରୋନା ମୃତ୍ୟୁ Byapini Bureau Jun 1, 2021 0 ରାଜ୍ୟରେ ମାଡିଚାଲଛି କରୋନା ମୃତ୍ୟୁ । ଦିନକରେ ଆଖିବୁଜିଛନ୍ତି ୩୭ ଜଣ । ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି । ଅନୁଗୁଳରୁ ସର୍ବାଧିକ ୫ ଜଣଙ୍କ ମୃତ୍ୟୁ ହୋଇଛି । ଲଗାତାର ୬ ଦିନ!-->…
ରାଜ୍ୟ ବାଲେଶ୍ୱରରେ ବାତ୍ୟା ପ୍ରଭାବିତ ଅଂଚଳ ବୁଲିଲେ କେନ୍ଦ୍ରମନ୍ତ୍ରୀ Byapini Bureau May 31, 2021 0 ବାଲେଶ୍ୱର ଜିଲ୍ଲା ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବାତ୍ୟା ଛାଡିବାକୁ ୫ ଦିନ ବିତିଯାଇଥିଲେ ମଧ୍ୟ ଏବେ ବହୁ ପରିବାର ଦୁର୍ଦିନରେ ଅଛନ୍ତି । ବହୁ ଅଂଚଳ ଲୁଣି ପାଣି ମାଡ଼ିଯିବା ସହ!-->…