THE BYAPINI

କାଳିଆ! ତୋତେ ଛାଡିକି କୁଆଡେ ଯିବିରେ..

ଅଶାନ୍ତ ସମୁଦ୍ର, ଆତଙ୍କିତ ଅଞ୍ଚଳ, ଆଖ ପାଖରେ କେବଳ ବାତ୍ୟାର ବିକଟାଳ ରଡ଼ି । ସମୁଦ୍ର ମାଡି ଆସୁଛି, ଜୁଆର ଜୀବିକା ସହ ଜୀବନ ନେଇଯିବ କହୁଛି। ସୁ ସୁ ଗର୍ଜନ, ଫଁ ଫଁ ହୋଇ ସମୁଦ୍ର ଯେଉଁ ବିକଟାଳ ରୂପ ଧାରଣ କରିଛି ହୁଏତ ଜଳରୁ ଆସି

କାଲି ବାତ୍ୟା ପ୍ରଭାବିତ ଅଂଚଳ ବୁଲିବେ ପ୍ରଧାନମନ୍ତ୍ରୀ

ଉତ୍ତର ଓଡ଼ିଶା ଉପକୂଳରେ ତାଣ୍ଡବ ରଚିଛି ଅତି ଭୀଷଣ ବାତ୍ୟା ‘ୟାସ୍’ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ପଟ୍ଟନାୟକ ବାତ୍ୟା ପ୍ରଭାବିତ ଅଂଚଳ ବୁଲିବା ପରେ ଆସନ୍ତାକାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କେନ୍ଦୁଝରରୁ କୋଲକାତା ଯୋଗାଯୋଗ ବିଚ୍ଛିନ୍ନ

ବାତ୍ୟା ‘ୟସ୍’ ପ୍ରଭାବରେ କେନ୍ଦୁଝର ଜିଲ୍ଲାରେ ବର୍ଷା ୩ ଦିନ ହେବେ ଲାଗି ରହିଛି । ଫଳରେ ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ବୈତରଣୀ ପୋଲ ଉପରେ ୬ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ପୋଲ ଉପରେ ବନ୍ୟାଜଳ ପ୍ରବାହିତ

ବାତ୍ୟା ପରର ବିଭୀଷିକା

ଭଦ୍ରକ,ବାଲେଶ୍ୱର, କେନ୍ଦ୍ରାପଡାରେ ଦେଖିବାକୁ ମିଳିଛି ବାତ୍ୟା ‘ୟସ’ର ତାଣ୍ଡବ ପରର ଚିତ୍ର ।ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଛି। ପାଣି ଜମି ରହିବା ଯୋଗୁ

ଆକାଶମାର୍ଗରୁ ଅନୁଧ୍ୟାନ କରିବେ ନବୀନ

ଲଗାଣ ବର୍ଷା ଓ ପବନ ଯୋଗୁଁ ଗଛ ଓ ଘର ଭାଙ୍ଗିପଡିଛି । ଗାଁ ଭିତରକୁ ସମୁଦ୍ର ପାଣି ମାଡିଯାଇଛି । ବାତ୍ୟା ୟାସ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଅଂଚଳକୁ ହେଲିକପ୍ଟରରେ ଯୋଗେ ଯାଇ ସ୍ଥିତି ଦେଖିବେ ମୁଖ୍ୟମନ୍ତ୍ରୀ । ଦିନ ସାଢେ

ସନ୍ଧ୍ୟା ଯାଏଁ ରହିବ ପବନର ବିପଦ

ସକାଳ ୯ଟାରୁ ଆରମ୍ଭ ହୋଇସାରିଛି ବାତ୍ୟା ‘ୟାସ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଧାମରାର ଉତ୍ତର, ବାଲେଶ୍ୱର ସହର ତଳକୁ ବାହାନଗା ପାଖରେ ଲ୍ୟାଣ୍ଡଫଲ୍ କରୁଛି ବାତ୍ୟା। ଲ୍ୟାଣ୍ଡଫଲ୍ ସରିବାକୁ ୩ରୁ ୪ ଘଣ୍ଟା ସମୟ ଲାଗିବ । ପବନର ବେଗ

ଅଧିକ ଟେଷ୍ଟିଂ ବଢ଼ାଉଛି ସଂକ୍ରମିତଙ୍କ ସଂଖ୍ୟା

ରାଜ୍ୟରେ ଅଧିକ ଟେଷ୍ଟିଂ ବଢ଼ାଉଛି ସଂକ୍ରମିତଙ୍କ ସଂଖ୍ୟା । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଲକଡାଉନ,ସଟଡାଉନ ପରେ ବି ସଂକ୍ରମଣ ସଂଖ୍ୟା ନିୟନ୍ତ୍ରଣକୁ ଆସୁନାହିଁ ।

ବାହାନଗାରେ ଲ୍ୟାଣ୍ଡଫଲ କରୁଛି ବାତ୍ୟା

ବାତ୍ୟା ‘ୟାସ’ ର ଲ୍ୟାଣ୍ଡଫଲ ପ୍ରକ୍ରିୟା ସକାଳ ୯ଟାରୁ ଆରମ୍ଭ ହୋଇଛି ।ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହେବାକୁ ୩ରୁ ୪ ଘଣ୍ଟା ଲାଗିବ ।ବାହାନାଗା ବ୍ଲକ ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା ଲ୍ୟାଣ୍ଡଫଲ କରୁଥିବା ଆଇଏମଡି ପକ୍ଷରୁ ସୂଚନା

କାଲି ସକାଳୁ ଲ୍ୟାଣ୍ଡଫଲ କରିବ ବାତ୍ୟା

ମାଡ଼ି ଆସୁଛି ବାତ୍ୟା ‘ୟାସ୍’ । ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ବଢ଼ୁଛି ବାତ୍ୟା ‘ୟାସ୍’ । ଉତ୍ତରପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ଭଦ୍ରକ ଜିଲ୍ଲା

ବାତ୍ୟା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଓଡିଶା ମୁହାଁ ବାତ୍ୟା ‘ୟଶ’ । ଘଣ୍ଟାପ୍ରତି ୧୬ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା ‘ୟଶ’ । ବାତ୍ୟା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ବାତ୍ୟାର ଗତି ନେଇ ଲଗାତର ନଜର