THE BYAPINI

ଝଡ ମୁହଁରେ ଓଡିଶା…

ଦୂରତା କମୁଛି, ଡର ଘାରୁଛି । ୟାସ ଝଡର ରୂପ ନେବା ପରେ ଭୟ ଦ୍ୱିଗୁଣିତ ହୋଇଛି । ବାତ୍ୟାର କେନ୍ଦ୍ରସ୍ଥଳ ଏବଂ ଓଡିଶା ଉପକୂଳ ମଧ୍ୟରେ ବ୍ୟବଧାନ ଯେତେଯେତେ କମିବାରେ ଲାଗିଛି ସେତେସେତେ ଭୟ ମନରେ ଘାରୁଛି । ମଝି ସମୁଦ୍ରରୁ ମାଡି

ବାତ୍ୟା: ୫ ଜିଲ୍ଲା ପାଇଁ ୫ ଆଇଏଏସଙ୍କୁ ଦାୟିତ୍ୱ

ବାତ୍ୟା ମୁକାବିଲା ପାଇଁ ପାଂଚ ଜିଲ୍ଲା ଦାୟିତ୍ୱ ପାଂଚ ବରିଷ୍ଠ ଆଇଏଏସଙ୍କୁ ଦିଆଯାଇଛି । ବାତ୍ୟା ‘ୟଶ’ର ପ୍ରଭାବରେ ୫ ଜିଲ୍ଲା ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ୫ ଆଇଏଏସ ଅଫିସରଙ୍କୁ ସେହି ଜିଲ୍ଲା ଦାୟିତ୍ୱ ଦିଆଯାଇଛି ।

ବାତ୍ୟାର ରୂପ ନେଲା ‘ୟସ’

ବାତ୍ୟାର ରୂପ ନେଲା ‘ୟାସ’ । ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେଇ ବାତ୍ୟାର ରୂପ ନେଇଛି । ୨୪ ଘଣ୍ଟା ମଧ୍ୟରେ ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହେବ । ବର୍ତ୍ତମାନ ଘଣ୍ଟା ପ୍ରତି ୪ କିଲୋମିଟର ବେଗରେ ଗତି କରୁଛି

ପାଣ୍ଡିଆନ: ନୂଆ ଓଡ଼ିଶାର ପ୍ରଚ୍ଛଦପଟର ନାୟକ

ଅର୍ନ୍ତଜାତୀୟ ସ୍ତରରେ ସମ୍ମାନିତ ହେଲେ ଭି.କେ ପାଣ୍ଡିଆନ । ଓଡ଼ିଶାରେ ହକିକୁ ନୂଆ ପରିଚୟ ତଥା ବିକାଶ ପଥରେ ଆଗେଇ ନେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କୁ

ଖୋର୍ଦ୍ଧାକୁ ଟପିଲା କଟକ

ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଖୋର୍ଦ୍ଧାରୁ ଚିହ୍ନଟ ହେଉଥିବା ବେଳେ ଆଜି ଖୋର୍ଦ୍ଧାକୁ କଟକ ଟପିଯାଇଛି । ଟେଷ୍ଟିଂ ଅଧିକ କରାଯାଉଥିବା ବେଳେ ସେହି ଅନୁପାତରେ ସଂକ୍ରମଣ ସଂଖ୍ୟା କମ ରହିଛି । ହେଲେ ରେକର୍ଡ କରିଛି ମୃତ୍ୟୁ ସଂଖ୍ୟା ।

ଓଡିଶା ମୁହାଁ ବାତ୍ୟା ‘ୟସ’

ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି । ଆସନ୍ତାକାଲି ସୁଦ୍ଧା ତାହା ବାତ୍ୟାର ରୂପ ନେବ ।ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୬ ତାରିଖ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି

ପାରାଦୀପ-ସାଗରଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍‌

ପାରାଦୀପ ଓ ସାଗରଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ୟଶ୍’।ଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ୟାସ’ ଅତି ଭୀଷଣ ବାତ୍ୟା ଭାବେ ୨୬ ତାରିଖ ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁପାରେ । ବାତ୍ୟା ପ୍ରଭାବରେ ୨୪ ତାରିଖ

ବାତ୍ୟା ଆସୁଛି,ଭୟ ବଢୁଛି

ବଳ ଗୋଟାଉଛି ବାତ୍ୟା । ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । କିିଛି ସମୟ ପରେ ଏହା ଅବପାତର ରୂପ ନେବ । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଏହି ଅବପାତ ଆସନ୍ତାକାଲି ସୁଦ୍ଧା ବାତ୍ୟାର ପରିଣତ

ଦେଶରେ କମୁଛି ସଂକ୍ରମଣ

ଦେଶରେ କମୁଛି ଦୈନିକ ସଂକ୍ରମଣ । ଗତ ୨୪ ଘଂଟାରେ ଦେଶରେ ୨ ଲକ୍ଷ ୪୦ ହଜାର ୮୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବି ସାମାନ୍ୟ ହ୍ରାସ ପାଇଛି । ୪ ହଜାର ତଳକୁ ଖସିଛି ମୃତ୍ୟୁ ସଂଖ୍ୟା । ଦିନକରେ ୩

ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ

ଟେଷ୍ଟିଂ ବଢିଲେ, ପଜିଟିଭ ବଢୁଛି । ରାଜ୍ୟରେ ସଂକ୍ରମଣ ଦ୍ରୁତ ଗତିର ମାଡିଚାଲିଛି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ଲକଡାଉନ, ସଟଡାଉନ ସତ୍ୱେ କମିବାର ନାଁ ନେଉନାହିଁ ସଂକ୍ରମଣ । ଦେଶରେ ଦୈନିକ ସଂକ୍ରମଣ ସାମାନ୍ୟ