THE BYAPINI

ବିଶ୍ୱାସ ଆଗରେ ପ୍ରଶାସନ ଫେଲ!

ଡଙ୍ଗରିଆ ରାଜା ଅଛନ୍ତି, ଆମର କରୋନା କିଛି କରିପାରିବନି । ନିୟମଗିରିରେ ସଂକ୍ରମଣ ପଶିବା ପରେ ଏବେ ଡଙ୍ଗରିଆଙ୍କ କନ୍ଧଙ୍କ ବିଶ୍ୱାସ ଆଗରେ ମେଡିକାଲ ଟିମ ନିରାଶ । ନିୟମଗିରି ରାଜାଙ୍କୁ ପୂଜା କରୁଛୁ, ଆମର କିଛି ଅସୁବିଧା ହେବନି

ବ୍ରହ୍ମପୁର ମଡେଲ ଆପଣାଇଲା ରାଉରକେଲା

ବ୍ରହ୍ମପୁର ମଡେଲ ଆପଣାଇଲା ଷ୍ଟିଲ ସିଟି । ରାଉରକେଲାରେ ଆରମ୍ଭ ହେଲା ଘରେ ଘରେ ଟିକାକରଣ । ଫୋନ କଲେ ଘରେ ପହଚିଂବ ଟିକା ଭ୍ୟାନ । ବରିଷ୍ଠ ନାଗରିକ, ଶର୍ଯ୍ୟାଶାୟୀ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ମିିଳିବ ଏହି ସୁବିଧା । ଏହି

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ନେଇପାରେ ବାତ୍ୟାର ରୂପ

ଚଳିତ ବର୍ଷର ପ୍ରଥମ ବାତ୍ୟା ‘ତାଉତ’ ଗୁଜୁରାଟ ଆଡେ ଚାଲିଯାଇଥିବା ବେଳେ ଏବେ ଲୋକଙ୍କୁ ଘାରିଲାଣି ଆଉ ଏକ ଚିନ୍ତା । ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଥିବା ନେଇ ସଂକେତ ମିଳୁଛି । ଲଘୁଚାପଟି ଘନୀଭୂତ ହୋଇ ବାତ୍ୟାର ରୂପ

ମହାମାରୀ ନେଉଛି ଡାକ୍ତରଙ୍କ ଜୀବନ

ମହାମାରୀ ନେଉଛି ଡାକ୍ତରଙ୍କ ଜୀବନ । କରୋନା ମହାମାରୀର ଦ୍ବିତୀୟ ଲହରରେ ଏ ପର୍ୟ୍ୟନ୍ତ ଦେଶରେ ୨୬୯ ଜଣ ଡାକ୍ତର ପ୍ରାଣ ହରାଇଲେଣି। ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମଏ) ରେଜିଷ୍ଟ୍ରିର ତଥ୍ୟରୁ ଏହା ଜଣାଯାଇଛି। ମୃତ୍ୟୁବରଣ

କମୁଛି ସଂକ୍ରମଣ,ଡରାଉଛି ମୃତ୍ୟୁସଂଖ୍ୟା

ଦେଶରେ କମୁଛି ସଂକ୍ରମଣ । ଲଗାତାର ଦୁଇ ଦିନ ହେବ ୩ ଲକ୍ଷ ତଳକୁ ରହୁଛି ସଂକ୍ରମଣ ସଂଖ୍ୟା । କରୋନା ଦ୍ୱିତୀୟ ଲହର ସଂକ୍ରମଣ ଶୀର୍ଷକୁ ଛୁଇଁସାରିଛି ବୋଲି ବିଶେଷଜ୍ଞମାନେ ଅନୁମାନ ଲଗାଇଥିବା ବେଳେ ଦେଶର କରୋନା ସଂକ୍ରମଣ ସ୍ଥିତିରୁ

ପରିବାର ଉଜାଡିଦେଉଛି କରୋନା

ମହାମାରୀ କରୋନା ଯେ କେତେ ଭୟଙ୍କର ଯିଏ ଅଙ୍ଗେ ନିଭାଉଛି ସେ ଜାଣୁଛି । ଖାଲି ଗୋଟିଏ ଗୋଟିଏ ଜୀବନ ନୁହେଁ ପୁରା ପରିବାର ଉଜାଡିଦେଉଛି ସଂକ୍ରମଣ । କେଉଁଠି ପୁଅ ମୃ୍ତ୍ୟୁର ଖବର ଶୁଣି ବାପାର ଜୀବନ ପଳାଉଛି ତ କେଉଁଠି ମା ପରେ ପୁଅ

ରାଜ୍ୟରେ କେବେ କମିବ ସଂକ୍ରମଣ?

ରାଜ୍ୟରେ ଗତ ଦୁଇ ଦିନ ହେବ ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଥିବାର ଦେଖିବାକୁ ମିଳିଛି । କିନ୍ତୁ ଏବେ ବି ସ୍ଥିତି ସଂଂଗୀନ ରହିଛି । ୧୦ ହଜାର ଉପରେ ସ୍ରଂକମଣ ରହୁଥିବା ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ସେହିପରି ଖୋର୍ଦ୍ଧାରେ

କୋଭିଡ ମୃତକଙ୍କ ପରିବାରକୁ ସହାୟତା

କୋଭିଡ ସଂକ୍ରମଣରେ ମୃତ୍ୟୁହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ମିଳିବ ସହାୟତା । ରାଜ୍ୟରେ କୋଭିଡ ମୁକାବିଲା ନେଇ ସର୍ବଦଳୀୟ ବୈଠକ ପରେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି । କରୋନାରେ ମୃତ ପରିବାରକୁ ପେନସନ ମିଳିବ । କୋଭିଡ

ସୁସ୍ଥ ଅଧିକ, ସଂକ୍ରମଣ କମ

ଭୂତାଣୁ ଭୟ ଭିତରେ ରାଜ୍ୟ ପାଇଁ ଭଲ ଖବର । କମୁଛି ସଂକ୍ରମଣ ଆଉ ବଢୁଛି ସୁସ୍ଥ ସଂଖ୍ୟା । ଆଜି ରାଜ୍ୟରେ ୧୧ ହଜାର ୮୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡ଼ରୁ ଜିଲ୍ଲାରୁ ସର୍ବାଧିକ ୧୯୨୧ ଆକ୍ରାନ୍ତ ଅଛନ୍ତି ।

ସରପଞ୍ଚଙ୍କୁ ପୁଣି ମିଳିଲା ଜିଲ୍ଲାପାଳ କ୍ଷମତା

ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ଥିବା ବେଳେ ଏବେ ସଂକ୍ରମଣ ଗାଁ ମୁହାଁ ହୋଇଛି । ଗାଁରେ ଯେପରି ସ୍ଥିତି ଖରାପ ନହୁଏ ସେଥପାଇଁ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି ।ମେ’ ୨୪ରୁ ତିନି ମାସ ପର୍ୟ୍ୟନ୍ତ ଘରକୁ ଘର ବୁଲି କରୋନା