କ୍ଷମତାକେନ୍ଦ୍ର ସହାନୁଭୂତି ସାଉଁଟୁଛନ୍ତି ସିଏମସି କମିଶନର! Byapini Bureau May 17, 2021 0 () ଦ୍ୱିତୀୟ ଲହରରେ ନୂଆ ରୂପରେ ଦେଖାଦେଲେ ସିଏସି କମିଶନର । ରୋଗୀଙ୍କ ଆପଣାର ହେଲେ ଅନନ୍ୟା ଦାସ । କରୋନାର ପ୍ରଥମ ଲହର ଚାଲିଗଲା ହେଲେ ଗ୍ରାଉଣ୍ଡ ଜିରୋରେ ଅନନ୍ୟାଙ୍କୁ ଦେଖିବାକୁ ମିଳିନଥିଲା । କେବଳ ସରକାରଙ୍କ ସାମ୍ବାଦିକ!-->…
ରାଜ୍ୟ ଭୁବନେଶ୍ୱର ଆପଣାଇବ କି ବ୍ରହ୍ମପୁର ମଡେଲ! Byapini Bureau May 17, 2021 0 ଘରେ ପହଚୁଁଛି ଟିକା । ଆରମ୍ଭ ହେଲା ଗଂଜାମରେ ଘରକୁୁ ଘର ଟିକାକରଣ ପ୍ରକ୍ରିୟା । ବିଏମସି ଅଂଚଳରେ ବରିଷ୍ଠ ନାଗରିକଙ୍କ ପାଇଁ କେବେଳ ଏହି ସୁବିଧା ଉପଲବ୍ଧ ହେବ । ଏନେଇ ଏକ ସ୍ୱତନ୍ତ୍ର ଭ୍ୟାନ ପ୍ରସ୍ତୁତ କରାଯାଇଛି । ଜିଲ୍ଲା!-->…
ଦେଶ କରୋନା ଔଷଧ ‘ଟୁ ଡିଜି’ Byapini Bureau May 17, 2021 0 ଆସିଲା ଡିଆରଡିଓ ଦ୍ବାରା ପ୍ରସ୍ତୁତ କରୋନା ଔଷଧ –ଟୁ ଡିଜି। ଭ୍ୟାକସିନ ପରେ ପ୍ରଥମ ଥର ପାଇଁ ଆସିଛି କରୋନା ଔଷଧ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏହି ଆଣ୍ଟି କୋଭିଡ ଔଷଧର!-->…
ସତ ଖବର ଏମିତି କଣ ଆସିପାରେ ମୃତ୍ୟୁ? Byapini Bureau May 17, 2021 0 କରୋନା ମହାମାରୀର ପ୍ରାଦୁର୍ଭାବ ରାଜ୍ୟର ସବୁ ଜିଲ୍ଲାରେ ଦେଖିବାକୁ ମିଳୁଛି । ପ୍ରତିଦିନ ଦେଖିବାକୁ ମିଳୁଛି ଭୟଙ୍କର ଚିତ୍ର । କେଉଁଠି ଗୋଟିଏ ପରିବାରର ଏକା ସଂଗେ ବାପା,ମାଆ ଆଖିବୁଜୁଛନ୍ତି ତ କେଉଁଠି ଆଗ ପଛ ହୋଇ ସ୍ୱାମୀ,ସ୍ତ୍ରୀ!-->…
ରାଜ୍ୟ ଆଉ ନାହାନ୍ତି ଅମରେନ୍ଦ୍ର ମହାନ୍ତି Byapini Bureau May 17, 2021 0 ଓଲିଉଡ ଜଗତ ପାଇଁ ଆଉ ଏକ ଦୁଃଖଦ ଖବର । ଆରପାରିରେ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି । ୬୩ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ସଂଗୀତ ଜଗତର ବାଦଶାହା ଅମରେନ୍ଦ୍ର ମହାନ୍ତିଙ୍କର ଦେହାନ୍ତ ହୋଇଛି ।!-->…
ଦେଶ ୩ ଲକ୍ଷ ତଳକୁ ଖସିଲା ସଂକ୍ରମଣ Byapini Bureau May 17, 2021 0 ସଂକ୍ରମଣର ଭୟ ଭିତରେ ଆଜି ସାମାନ୍ୟ ଆଶ୍ୱସ୍ତିକର ଖବର । ଅନେକ ଦିନର ବ୍ୟବଧାନ ପରେ ୩ ଲକ୍ଷ ତଳକୁ ଖସିଛି ଦେଶରେ ସଂକ୍ରମଣ । ଦେଶରେ ହୁ ହୁ ହୋଇ ବଢିଚାଲିଥିବା ସଂକ୍ରମଣରେ ସାମାନ୍ୟ ବ୍ରେକ ଲାଗିଛି । କିନ୍ତୁ ମୃତ୍ୟୁ ସଂଖ୍ୟା ୪!-->…
ରାଜ୍ୟ ଲାଜ ନାହିଁ କି ଅନୁଶୋଚନା ନାହିଁ…! Byapini Bureau May 17, 2021 0 ରାଜ୍ୟରେ ଗୁରୁତର କରୋନା ରୋଗୀଟିଏ ପାଇଁ ବେଡ ଅଛି ତ? ବିନା କୌଣସି ସମସ୍ୟାରେ ଜଣେ ଗୁରୁତର କରୋନା ରୋଗୀ ବେଡ ପାଇପାରିବ ତ? ରାଜ୍ୟରେ ଗୁରୁତର କରୋନା ରୋଗୀଙ୍କ ପାଇଁ ଯଥେଷ୍ଟ ସଂଖ୍ୟାରେ ବେଡ ଉପଲବ୍ଧ ଅଛି ବୋଲି କହି ସରକାର ଯେଉଁ!-->…
ରାଜ୍ୟ ଖୋର୍ଦ୍ଧାକୁ ଟପିଲା କଟକ.. Byapini Bureau May 17, 2021 0 ରାଜ୍ୟରେ କରୋନା ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ସବୁ ପ୍ରକାର କଟକଣା ଲାଗୁ କରାଗଲା । ହେଲେ ଏଯାଏ ୧୦ ହଜାର ତଳକୁ ଖସୁନି ସଂକ୍ରମଣ । ମେ’ରେ ତାଲାବନ୍ଦ ପୂର୍ବରୁ ୧୦ ହଜାର ସଂକ୍ରମଣ ସଂଖ୍ୟା ରହୁଥିବା ବେଳେ ତାଲାବନ୍ଦ ପରେ!-->…
ଅନ୍ୟାନ୍ୟ ସାବଧାନ! ଗାଁରେ ମାଡୁଛି ମହାମାରୀ Byapini Bureau May 16, 2021 0 ଏବେ ଗାଁରେ ମାଡୁଛି ମହାମାରୀ । ସହର ତୁଳନାରେ ଗାଁରେ ସଂକ୍ରମଣ ହାର ବଢିବାରେ ଲାଗିଛି । ଏହାକୁ ନେଇ ସତର୍କ କରାଇଛନ୍ତି ସରକାର । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଗ୍ରାମାଂଚଳ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି ହୋଇଛି ।!-->…
ରାଜ୍ୟ କରୋନାକୁ ହରାଇଲେ ୯୦ ବର୍ଷୀୟା ବୃଦ୍ଧା Byapini Bureau May 16, 2021 0 ମହାମାରୀ କରୋନା କେତେବେଳେ କାହା ପାଇଁ ଘାତକ ସାଜୁଛି ଅନୁମାନ କରିବା କଷ୍ଟକର । କେତେବେଳେ କରୋନାରେ କାହାର କଅଁଳ ଜବୀନ ପଳାଉଛି ତ କେଉଁଠି ୯୦ ବର୍ଷର ବୃଦ୍ଧା କରୋନାକୁ ମାତ ଦେଉଛନ୍ତି । ସଂକ୍ରମଣର ଭୟ ଭିତରେ ଆଜି ରାଜଧାନୀରୁ!-->…