THE BYAPINI

ଘରେ ପହଚିଂବ ଟିକା

କରୋନା ସଂକ୍ରମଣ ଭିତରେ ଭଲ ଖବର । ଏଣିକ ଘରେ ପହଚିଂବ କରୋନା ଟିକା । ବରିଷ୍ଠ ନାଗରିକ ମାେ ଯେଉଁମାନେ ଟିକାକରଣ କେନ୍ଦ୍ରକୁ ଆସିପାରୁନାହାନ୍ତି ସେମାନଙ୍କ ପାଇଁ ବ୍ରହ୍ମପୁରରେ ଏଭଳି ବ୍ୟବସ୍ଥା କରାଯାଇଛି । ବୟସ୍କଙ୍କୁ ଟିକା ଦେବା

୪ ମାସରେ ଦୂର ହେବ ଟିକା ସଂକଟ!

ଏଣିକ ଓଡିଶାରେ ଦୂର ହେବ ଟିକା ସମସ୍ୟା । ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ସାହାଯ୍ୟରେ ବିଶ୍ୱ ବଜାରରୁ ୩ କୋଟି ୮୦ ଲକ୍ଷ ଭ୍ୟାକ୍ସିନ୍ କିଣିବ ଓଡିଶା । ୪ ମାସ ମଧ୍ୟରେ ଟିକା କିଣିବାକୁ ସମୟ ସୀମା ଧାର୍ୟ୍ୟ କରାଯାଇଛି । ଏଥିପାଇଁ

ଓଡିଶାକୁ ଘାରିଲା ତୃତୀୟ ଲହର ଚିନ୍ତା

ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ନଯାଉଣୁ ସରକାରଙ୍କୁ ଘାରିଛି ତୃତୀୟ ଲହର ଚିନ୍ତା । ସଂକଟ ପୂର୍ବରୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି । ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।

କିଏ ଖାଇଗଲା ପଶୁଙ୍କ ଖାଦ୍ୟ?

() ସେମାନେ କଥା କହିପାରନ୍ତି ନାହିଁ । କେଉଁଟା ଭଲ କେଉଁଟା ଖରାପ ଜଣାଇପାରନ୍ତି ନାହିଁ । ତେଣୁ ତାଙ୍କୁ ଯାହା ମିଳିଲେ ଖାଆନ୍ତି, ନହେଲେ ଭୋକରେ ରହିଯାନ୍ତି । ତାଲାବନ୍ଦ କେବେଳ ଗରିବ ଲୋକଙ୍କ ପାଇଁ ଦୁଃଖ ଆଣିନି , ଜୀବଜନ୍ତୁଙ୍କ

ବିଜେପି ନେତାଙ୍କ ‘ଅର୍ଗସ୍’ ପ୍ରଚାର ?

ରାଜ୍ୟରେ ଆରମ୍ଭ ହେଲା ନୁଆ ଚ୍ୟାନେଲ । ହେଲେ ସାମ୍ବାଦିକ ମାନେ ଯେତିକି ଖୁସି ହେବା କଥା ତାଠାରୁ ଅଧିକ ଖୁସି ବିଜେପି ନେତାମାନେ ହୋଇଛନ୍ତି । ଏହାର କାରଣ ମଧ୍ୟ କାହାକୁ ଅଛପା ନାହିଁ । ମିଡିଆରେ ରୁଚି ରଖୁଥିବା ସମସ୍ତ ବ୍ୟକ୍ତିି

୧୯ ପରେ ବି ଲକଡାଉନ?

ରାଜ୍ୟରେ ବଢିବ କି ଲକଡାଉନ?ଆସନ୍ତା ୧୯ ତାରିଖରେ ଲକଡାଉନ ଅବଧିକୁ ବୃଦ୍ଧି କରଯିବ କି? ଆଜି ଅପରାହ୍ନରେ ସରକାର ଗୁରୁତ୍ୱପୁର୍ଣ୍ଣ ସାମ୍ବାଦିକ ସମ୍ମିଳନୀ କରିବେ । ମୁଖ୍ୟ ଶାସନ ସଚିବ, ଜାତୀୟ ସ୍ୱାସ୍ଥ୍ୟମିଶନର ନିର୍ଦ୍ଦେଶିକାଙ୍କ

ଡଙ୍ଗା ଉପରେ ଠାକୁର..୨୧ ଦିନର ଚନ୍ଦନଯାତ୍ରା

ଆଜି ଅକ୍ଷୟ ତୃତୀୟା । ଏହି ଦିନ ଆରମ୍ଭ ହୋଇଥାଏ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା । ପ୍ରଥମ ଯାତ୍ରା ଭାବେ ଚନ୍ଦନଯାତ୍ରା ପାଇଁ ବାହାରନ୍ତି ଠାକୁର । ଆଉ ଆଜିର ଦିନରେ ହିଁ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ

ଜଗା ଆସିବ ବଡ଼ଦାଣ୍ଡକୁ …ଆଜିଠୁ ଆରମ୍ଭ ପ୍ରସ୍ତୁତି

ଆଜି ପବିତ୍ର ଅକ୍ଷୟ ତୃତୀୟା । ଆଜିଠାରୁ ଆରମ୍ଭ ହେଉଛି ମହାପ୍ରଭୁଙ୍କ ୨୧ ଦିନିଆ ଚନ୍ଦନ ଯାତ୍ରା । କୋଭିଡ କଟକଣା ମଧ୍ୟରେ ଶ୍ରୀଜିଉଙ୍କ ଚନ୍ଦନଯାତ୍ରା ଓ ରଥକାଠ ଅନୁକୂଳ ହେବ । କଟକଣା ମ୍ୟରେ ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବେ

କଲବଲ କରୁଛି କରୋନା

ଦେଶରେ କରୋନା ସଂକ୍ରମଣ ସ୍ଥିତି ଉଦବେଗଜନକ । ପ୍ରତିଦିନ ଲକ୍ଷ ଲକ୍ଷ ଆକ୍ରାନ୍ତ ହେଉଥିବା ବେଳେ ହଜାର ହଜାର ରୋଗୀଙ୍କ ଜୀବନ ଯାଉଛି । ବିଭିନ୍ନ ରାଜ୍ୟରେ ସ୍ଥିତି ସଂଗୀନ । ଅନେକ ରାଜ୍ୟ ଲକଡାଉନ, ସଟଡାଉନ ଲାଗୁ କରିଛନ୍ତି ।

ଏଥର ଅକ୍ଷୟ ତୃତୀୟାରେ ଘରକୁ ଆସିବନି ସୁନା

ଆଜି ପବିତ୍ର ଅକ୍ଷୟ ତୃତୀୟା। ଓଡିଆ ଜାତି, ଓଡିଆ ପରମ୍ପରାରେ ଏହି ଦିନର ମହତ୍ବ କାହିଁରେ କେତେ । ଶୁଭଦିନ ହୋଇଥିବାରୁ ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବାହାଘର ଆଦି ଶୁଭକର୍ମ ହୁଏ । ସେହିପରି ଅକ୍ଷୟ ତୃତୀୟା ଦିନ ନୂଆ ଅଳଙ୍କାର