THE BYAPINI

ଖୋର୍ଦ୍ଧାରେ ୨ ହଜାର ପାର୍…

ରାଜ୍ୟରେ ଦୈନିକ ସଂକ୍ରମଣ ରେକର୍ଡ ଭାଙ୍ଗିଛି । ଦ୍ୱିତୀୟ ଲହରରେ ସଂକ୍ରମଣ ସଂଖ୍ୟା ସହ ମୃତ୍ୟୁ ମଧ୍ୟ ଗତ ୨୪ ଘଂଟାରେ ସବୁଠୁ ଅଧିକ ହୋଇଛି । ତେବେ ପ୍ରତିଦିନ ସର୍ବାଧିକ ପଜିଟିଭ ଚିହ୍ନଟ ହେଉଥିବା ଖୋର୍ଦ୍ଧା ଆହୁରି ଚିନ୍ତା

ସାବଧାନ! ୧୨ ହଜାର ଡେଇଁଲା..

ସ୍ଥିତି ଏମିତି ଯେ ପୁରା ଓଡିଶା ଏବେ ବିପଦରେ । ତାଲାବନ୍ଦର କୌଣସି ପ୍ରଭାବ ନାହିଁ । ଦିନକୁ ଦିନ ଓଡିଶାରେ ସ୍ଥିତି ଅତି ଭୟଙ୍କର ହେବାରେ ଲାଗିଛି । । ରାଜ୍ୟରେ ରେକର୍ଡ ଭାଙ୍ଗିଛି ସଂକ୍ରମଣ । ଦିନକରେ ଚିହ୍ନଟ ହୋଇଛନ୍ତି ୧୨ ହଜାର

ଏଣିକି ଲକଡାଉନରେ ୱାକିଂ ଓ ସାଇକ୍ଲିଂ କରିବା ମନା

ଏଣିକି ଲକଡାଉନରେ ୱାକିଂ ଓ ସାଇକ୍ଲିଂ କରିବା ସମ୍ପୂର୍ଣ୍ଣ ମନା । କରୋନା ମୁକାବିଲା ପାଇଁ ରାଜ୍ୟରେ ମେ ୧୯ ଯାଏଁ ଲକ୍‌ଡାଉନ୍‌ ଜାରି ରହିଛି। ଲକ୍‌ଡାଉନ୍ ସମୟରେ ଭୁବନେଶ୍ଵର ରାଜଧାନୀବାସୀଙ୍କୁ ସକାଳ ସମୟରେ ମର୍ଣ୍ଣିଂ ଓ୍ଵାକ୍ ଓ

ମୁଁ ହରାଇଲି କରୋନାକୁ..

ଯେଉଁଠି ବୟସ ଆଗରେ ହାର ମାନିଛି ସଂକ୍ରମଣ । କରୋନାରେ ସଂକ୍ରମିତ ହୋଇ ଡରିଯାଇନାହାନ୍ତି ବଂର ତାଙ୍କ ଶକ୍ତି ଆଗରେ ହାର ମାନିଛି ମହାମାରୀ । ଯୁବକଠୁ ବୃଦ୍ଧ ସମସ୍ତେ ଯେତେବେଳେ କରୋନା କବଳିତ ହୋଇ କଲବଲ ହେଉଛନ୍ତି । ହଜାର ହଜାର

କେବେ ନେବେ ଦ୍ୱିତୀୟ ଡୋଜ?

କୋଭିିସିଲ୍ଡ କରୋନା ଟିକାର ଦୁଇଟି ଡୋଜ ମଧ୍ୟରେ ଥିବା ସମୟସୀମାକୁ ବୃଦ୍ଧି କରିଯାଇଛି । ଏଣିକି ୩ ମାସ ପରେ ଅର୍ଥାତ ପ୍ରଥମ ଡୋଜ ନେବାର ୧୨ରୁ ୧୬ ସପ୍ତାହ ମଧ୍ୟରେ ନେବେ କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ । ଦୁଇଟି ଡୋଜ୍‌ ମଧ୍ୟରେ

ଆସନ୍ତା ସପ୍ତାହରେ ବଜାରରେ ମିଳିବ ଟିକା

ମହାମାରୀ ଭୟ ଭିତରେ ଭଲ ଖବର । ଆସନ୍ତା ସପ୍ତାହରୁ ରୁଷିଆରୁ ଆମଦାନୀ କରାଯାଇଥିବା ସ୍ପୁଟନିକ୍ ଭି ଭାରତରେ ଉପଲବ୍ଧ ହୋଇପାରେ । ନୀତି ଆୟୋଗର ସ୍ଵାସ୍ଥ୍ୟ କମିଟିର ସଦସ୍ୟ ଭିକେ ପଲ୍ କହିଛନ୍ତି, ସ୍ପୁଟନିକ୍ ଭ୍ୟାକ୍ସିନ ଭାରତରେ

୭ ମାସରେ ୨୧୬ କୋଟି ଡୋଜ?

ମହାମାରୀ ସଂକଟ ସମୟରେ କରୋନାକୁ ମାତ ଦେବାକୁ ହେଲେ ଅଧିକରୁ ଅଧିକରୁ ଲୋକଙ୍କ ଟିକାକରଣ ଆବଶ୍ୟକ । ହେଲେ ଟିକା ଅଭାବ ଯୋଗୁ ବିଭିନ୍ନ ରାଜ୍ୟକୁ ଆବଶ୍ୟକ ପରିମାଣର ଭ୍ୟାକସିନ ଯୋଗାଇହେଉନାହିଁ । ହେଲେ ଆଉ ଟିକା ସମସ୍ୟା ରହିବ ନାହିଁ ।

ଓଡିଶାରେ ମେ’ ଶେଷ ଯାଏଁ ବଢିବ କି ଲକଡାଉନ?

ମହାମାରୀର ଭୟାବହ ସ୍ଥିତିକୁ ଦେଖି ଗୋଟିଏ ପରେ ଗୋଟିଏ ରାଜ୍ୟ ଲକଡାଉନ ବୃଦ୍ଧି କରୁଛନ୍ତି । ତେଣୁ ଓଡିଶାରେ ମଧ୍ୟ ଘୁଚିଂପାରେ ଲକଡାଉନ ଅବଧି । କାରଣ ରାଜ୍ୟରେ ସଂକ୍ରମଣ ସ୍ଥିତି ଭୟଙ୍କର ରହିଛି । ୧୪ ଦିନିଆ ଲକଡାଉନ, ସଟଡାଉନ

ଜେଲ ଭିତରେ ଚାଲିଛି କ’ଣ?

ଜମୁଛି ନାଚ, ଗୀତର ଆସର । ସଂକୀର୍ତନ ସାଂଗକୁ ଧୂଆଁରେ ଉଡୁଛି ଗଂଜେଇ ଚିଲମ । ପୁରା ରଂଗୀନ ମୁଡରେ ସମସ୍ତେ ।ଏହା କୌଣସି ବାହାରର ଚିତ୍ର ନୁହେଁ ଏ ଦୃଶ୍ୟ ହେଉଛି ଏକ ଜେଲ ପରିସରର । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି

ଖୁବଶୀଘ୍ର ଛୋଟ ପିଲାଙ୍କୁ ଟିକା

ମହାମାରୀ ବିରୋଧୀ ଲଢେଇରେ ଆଉ ପାଦେ ଆଗକୁ ଯାଇଛନ୍ତି ସରକାର । ପିଲାଙ୍କ ଉପରେ କୋଭିଡ ଟିକା ଟ୍ରାଏଲ ପାଇଁ ଅନୁମତି । ୨ରୁ ୧୮ ବର୍ଷ ପିଲାଙ୍କୁ କୋଭାକ୍ସିନର ଟ୍ରାଏଲ ପାଇଁ ଅନୁମତି ଦେଇଛି ଡିସିିଜିିଆଇ । ୫୨୫ ଜଣ ସୁସ୍ଥ