THE BYAPINI

୧୮ରୁ୪୪: ରାଜଧାନୀ ବାହାରେ କାଲିଠୁ ଏସବୁ ଜାଗାରେ ଟିକାକରଣ

ମେ ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଟିକା ଅଭାବରୁ ଭୁବନେଶ୍ୱରରେ ବାହାରେ ୧୮ ବର୍ଷରୁ ଅଧିକଙ୍କୁ ଟିକାକରଣ ପ୍ରକିୟା ବନ୍ଦ ରହିଥିଲା । ହେଲେ କାଲିଠୁ ଭୁବନେଶ୍ୱର ବାହାରେ ୧୮ରୁ ୪୪ ବର୍ଷ ଯାଏ ଲୋକଙ୍କୁ

ନନାଙ୍କ ଗାଡିକୁ ଟ୍ରାକ୍ଟର ପିଟିଲା

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । କେନ୍ଦ୍ରମନ୍ତ୍ରୀଙ୍କ ଗାଡିକୁ ଏକ ଟ୍ରାକ୍ଟର ଆସି ପିଟିବା ଫଳରେ ପ୍ରତାପ ଷଡଙ୍ଗୀଙ୍ଗ ସମେତ ତାଙ୍କ ଡ୍ରାଇଭର୍‌ଙ୍କ ଓ ବ୍ୟକ୍ତିଗତ ପିଏ ମଧ୍ୟ ଆହତ ହୋଇଛନ୍ତି ।

ଏବେ ଦୂର ହେବ ସୁନ୍ଦରଗଡ ସମସ୍ୟା?

ସୁନ୍ଦରଗଡରେ କରୋନା ସ୍ଥିତି ସାଂଘାତିକ ରହିଛି । ପ୍ରତିଦିନ ହଜାର ହଜାର ଆକ୍ରାନ୍ତ କେବଳ ଏହି ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି । ତେଣୁ ଜିଲ୍ଲାରେ କିଭଳି କରୋନା ଚେନକୁ ବ୍ରେକ କରିହେବ ସେ ନେଇ ଆରମ୍ଭ ହୋଇଛି ସମୀକ୍ଷା ।

ବିଦାୟ ଶିଳ୍ପୀ! ଅଧା ରହିଗଲା ଦ୍ୱିତୀୟ କୋଣାର୍କ ସ୍ୱପ୍ନ…

ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ । କରୋନାରେ ଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଅପରାହ୍ନ ପ୍ରାୟ ୩ଟା ୫୦ ମିନିଟ ସମୟରେ ତାଙ୍କ ମତ୍ୟୁ

ମାତୃ ଦିବସରେ ଗୋମାତା ପୂଜା

ମାଆ… ଗୋଟିଏ ନାଁ, କୋଟିଏ ରୂପ । ଯିଏ ଜନ୍ମଦେଇଛି ସିଏ ତ ମାଆ, କିନ୍ତୁ ଯାହା ଉପରେ ଆମେ ଖେଳୁଛୁ, ବୁଲୁଛୁ, ବଢୁଛୁ ସିଏ ବି ମାଆ… ମାଟି ମାଆ । ଆଉ ଜଣେ ମାତା ଗୋମାତା । ତାଠୁ ଜନ୍ମ ନେଇନୁ ସତ କିନ୍ତୁ ତା କ୍ଷୀର, ସର, ଲହୁଣୀ,

ନବରଙ୍ଗପୁରରେ ନିଷ୍ଠୁର ବିଧାତା!

କନ୍ଦାଉଛି କରେନା । ପ୍ରତିଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କରୋନାର ଏପରି ଛାତିଥରା ଚିତ୍ର ଆସୁଛି ଯାହାକୁ ସହଜରେ ବିଶ୍ୱାସ କରିବା କଷ୍ଟକର । ଦ୍ୱିତୀୟ ଲହର ସଂକ୍ରମଣ ଯେ ଏତେ ଭୟଙ୍କର ଓ ସାଂଘାତିକ ହେବ କେହି ଅନୁମାନ କରିନଥିଲେ ।

ଖସୁନି ସଂକ୍ରମଣ..କାମ ଦେଉନି କି କଟକଣା?

ଦେଶର ଅଧିକାଂଶ ରାଜ୍ୟରେ ଲକଡାଉନ, ସଟଡାଉନ । ହେଲେ ନା କମୁଛି ୪ ଲକ୍ଷ ତଳକୁ ସଂକ୍ରମଣ, ନା ୪ ହଜାର ତଳକୁ ମୃତ୍ୟୁ ସଂଖ୍ୟା । କ୍ରମାଗତ ଦେଶରେ ପ୍ରତିଦିନ ୪ ଲକ୍ଷ ଉପରେ ଏବେ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସ୍ଥିତି ଭୟଙ୍କର

ମଧ୍ୟବୟସ୍କଙ୍କୁ ମାରୁଛି କରୋନା!

ମହାମାରୀ କରୋନା କେତେ ଭୟଙ୍କର, ଯିଏ ଅଙ୍ଗେ ନିଭେଇଛି ସେ ହିଁ ଜାଣିଛି । ରାଜ୍ୟରେ ସଂକ୍ରମଣର ସ୍ଥିତି ଅତି ସାଂଘାତିକ ହୋଇପଡିଥିବା ବେଳେ ପ୍ରଥମ ପର୍ଯ୍ୟାୟଠୁ ବଳିଯାଇଛି ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ । କିଏ କେତେବେଳେ କରୋନାର

ଭୋଟ ପାଇବାକୁ ଭଣ୍ଡାର ଖୋଲିଦେଇଥିଲେ?

() ଥରେ ଚିନ୍ତା କରନ୍ତୁ, ନିର୍ବାଚନ ଜିତିବାକୁ କଣ ଆବଶ୍ୟକ । ଗୋଟିଏ ସରକାର ତାର ପାଂଚ ବର୍ଷର ବିକାଶମୂଳକ କାର୍ଯ୍ୟକୁ ପାଥେୟ କରି ଲୋକଙ୍କ ନିକଟକୁ ଭୋଟ ମାଗିବାକୁ ଯିବ ନା ଶହ ଶହ କୋଟିର ବିଜ୍ଞାପନ ଉଭୟ ପେପର ଆଉ ଟିଭିରେ ଦେଇ

ଲକଡାଉନ ସତ୍ୱେ ବି କମୁନି ସଂକ୍ରମଣ

ମହାମାରୀ କରୋନା ଏବେ ଭୟକଂର ସ୍ଥିତିରେ । ଯିଏ ଅଙ୍ଗେ ନିଭଉଛି, ସେ ହିଁ ଜାଣିଛି କରୋନା କେତେ ମାରାତ୍ମକ । ଗତ ଦୁଇ ଦିନ ଅପେକ୍ଷା ରାଜ୍ୟରେ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି । ଗତକାଲି ୫୦ ହଜାର ଉପରେ ଟେଷ୍ଟିଂ କରାଯାଇଥିବା ବେଳେ