THE BYAPINI

ଭୟ ବଢାଉଛି ଭାଇରସ

ଦେଶରେ କରୋନା ସଂକ୍ରମଣ ଏବେ ସୀମା ଡେଇଁଯାଇଛି । କରୋନାଭାଇରସ୍‌ର ଦ୍ବିତୀୟ ଲହର ଏବେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଦେଶରେ ଏକ ପ୍ରକାର ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରତିଦିନ ଲକ୍ଷ ଲକ୍ଷ ଆକ୍ରାନ୍ତ ଚିହ୍ନଟ

କଟକରେ ବି ହଜାରେ ପାର

ଓଡିଶାରେ ଯେପରି ଭାବେ ସଂକ୍ରମଣ ବଢିଚାଲିଛି ତାହା ସମସ୍ତଙ୍କ ନିଦ ହଜାଇଦେଇଛି । ଆଗକୁ ଯଦି ଏମିତି ସଂକ୍ରମଣ ବଢି ଚାଲେ ତାହେଲେ ସ୍ଥିତି ଭୟଙ୍କର ହୋଇପାରେ । ତେବେ ଟ୍ୱିନସିଟିରେ ସଂକ୍ରମଣ ଦ୍ରୁତ ଗତିରେ ମାଡିଚାଲିଛି । ପ୍ରଥମ ଥର

ଜୁନ ୩୦ ସୁଦ୍ଧା ମାଟ୍ରିକ ଫଳ

ଜୁନ ୩୦ ତାରିଖ ସୁଦ୍ଧା ବାହାରିବ ମାଟ୍ରିକ ପରୀକ୍ଷା ଫଳାଫଳ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାସହ ଦଶମ ଶ୍ରେଣୀ ପରୀକ୍ଷା ମୂଲ୍ୟାଙ୍କନ ନେଇ ପଦ୍ଧତି ଚୂଡ଼ାନ୍ତ ହୋଇଛି । ନବମ ଓ ଦଶମ

କିପରି ବଢିବ ଅକ୍ସିଜେନ ମାତ୍ରା?

କରୋନା ରୋଗୀଙ୍କ କିପରି ବଢିବ ଅକ୍ସିଜେନ ମାତ୍ରା? କେତେବେଳେ ଜଣେ ରୋଗୀର ଅମ୍ଳଜାନ ଆବଶ୍ୟକ? ଏନେଇ ପରାମର୍ଶ ଦେଇଛନ୍ତି ବରିଷ୍ଠ ଡାକ୍ତର କ୍ଷୀରୋଦ କୁମାର ରାଉତ । ଅକ୍ସିଜେନ୍ ମାତ୍ରା ୯୪ ତଳକୁ ଖସିଲେ ଯାଇ ଡାକ୍ତରଙ୍କ ପରାମର୍ଶ

ଏଥର ଆଉ ମହାଦୁର୍ନୀତି ହେବନି ତ?

ଖଣି ମହାଦୁର୍ନୀତି ଉପରୁ ସଂପୁର୍ଣ୍ଣ ଭାବେ ନଜର ହଟିନଥିବା ବେଳେ ଏବେ ପୁଣି ସେମିତି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଲାଣି । ୬୦ ହଜାର କୋଟି ଖଣି ଦୁର୍ନୀତି କଥା ମନରୁ ଲିଭିନଥିବା ବେଳେ ପୁଣି ଖଣି ଖୋଳା ଜୋର ଧରିଛି ।

ଟୀକା ନେବା ପରେ ଏସବୁ କରିବା ମନା… ?

ଆପଣ ଟୀକା ନେଇଛନ୍ତି କି ? ଟୀକା ନେବା ପରେ ଚିନ୍ତାରେ ଅଛନ୍ତି କି? କରୋନା ଭ୍ୟାକ୍ସିନ ନେବାପରେ କଣ କରିବେ କଣ ନାହିଁ? କଣ ଖାଇବେ କଣ ଖାଇବେନି? ଏ ସବୁ ଦିଗକୁ ନେଇ ଚିନ୍ତିତ ରହିବା ସ୍ୱାଭାବିକ କାରଣ ଟୀକା ଗ୍ରହଣ ପରେ ଅନେକ

ସୁନ୍ଦରଗଡ଼ରେ ସ୍ଥିତି ସାଂଘାତିକ

ରାଜ୍ୟ କରୋନା ସଂକ୍ରମଣ ଲମ୍ବା ଡିଆଁ ମାରିଥିବା ବେଳେ ଚିନ୍ତା ବଢାଇଛି ସୁନ୍ଦରଗଡ । ସୁନ୍ଦରଗଡରେ ସ୍ଥିତି ସାଂଘାତିକ ହୋଇପଡିଛି । କଟକଣା ପରେ ବି ଅଣାୟତ ସଂକ୍ରମଣ । ସଂକ୍ରମଣ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଜିଲ୍ଲାରେ

ଟିକା ପାଇଁ ରାତି ଅନିଦ୍ରା

ଟିକା ପାଇଁ ରାତି ଅନିଦା । ରାଜ୍ୟରେ ଯେତେବେଳେ ସଂକ୍ରମଣ ବଢିଚାଲିଛି ସେତେବେଳେ ଦେଖାଦେଇଛି ଟିକାର ସଂକଟ । ପ୍ରଥମେ କିଏ ନେବ ଭ୍ୟାକସିନ ସେଥିପାଇଁ ଲାଗିଛି ଲମ୍ବା ଲାଇନ । ରାତି ସାରା ଅନିଦ୍ରା ରହି ଧାଡି ଲଗାଇଛନ୍ତି ହଜାର

କରୋନା ରୋଗୀଙ୍କୁ କେମିତି ଦିଆଯିବ ନୂଆ ଔଷଧ?

କରୋନା ରୋଗୀଙ୍କୁ ଔଷଧ ଦେବା ନେଇ ଆସିଲା ନୂଆ ଏସଓପି । କେନ୍ଦ୍ର ଗୃହ ମନ୍ତ୍ରାଳୟ କରୋନା ରୋଗୀଙ୍କୁ ମେଡିସିନ୍‌ ଦେବା ନେଇ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ତୋସିଲିଜୁମାବ ଓ ଅନ୍ୟ ନୂଆ

ମଲା ପରେ ବି ମିଳୁନି ମଶାଣୀ

ଶବ ପୋଡିବାକୁ ଶ୍ମଶାନ ମନା । ମଲା ପରେ ବି ମିଳୁନି ମଶାଣୀ । ରାଜ୍ୟରେ କରୋନାରେ ପ୍ରତିଦିନ ହଜାର ହଜାର ଲୋକ ଆକ୍ରାନ୍ତ ହେଉଥିବା ବେଳେ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଉଛି । ପ୍ରତିଦିନ କରୋନାର କରୁଣ ଚିତ୍ର ସାମାନାକୁ ଆସୁଛି ।