THE BYAPINI

ସୀମା ଟପୁଛି ସଂକ୍ରମଣ

ଦେଶରେ ସାଂଘାତିକ ହେଉଛି ସଂକ୍ରମଣ । ସୁଅ ପରି ମାଡିଚାଲିଛି ଭାଇରସ । ପ୍ରତିଦିନ ଲକ୍ଷ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବଢିଚାଲିଛି । ବିଭିନ୍ନ ରାଜ୍ୟରୁ ଆସୁଥିବା କରୋନାର କରୁଣ

୧୨ ହଜାର ଡେଇଁଲା..ଚିନ୍ତା ବଢିଲା

ସୀମା ଡେଇଁଲା ସଂକ୍ରମଣ । ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି ଭାଇରସ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କରୋନାର ଆସିଛି ଅଲୋଡା ରେକର୍ଡ । ୧୨ ହଜାର ଡେଇଁଛି ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।

ମୋଦୀ ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର । ଆଜି ଉଭୟଙ୍କ ପରିବାର ଲୋକଙ୍କ ସହ ଫୋନରେ କଥା ହୋଇ ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିଛନ୍ତି

ଏବେ ଖାଲି ଦ୍ୱିତୀୟ ଡୋଜ

ରାଜ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଥିବା ବେଳେ ଟିକା ନେବାକୁ ଅନାଇ ବସିଛି ଓଡିଶା । ହେଲେ ଟିକାର ଅଭାବ ପାଇଁ ନୂଆ ଫର୍ମୁଲା ଆପଣାଇଛନ୍ତି ସରକାର । କୋଭିସିଲ୍ଡ ଟିକାର ପ୍ରଥମ ଡୋଜକୁ ବର୍ତମାନ ପାଇଁ ବନ୍ଦ କରିବାକୁ ସରକାର

ଅଜ୍ଞାତବାସରେ ଅପରାଜିତା !

ସଂକ୍ରମଣ ବଢୁଛି, ଭୟ ବି ବଢୁଛି । କିନ୍ତୁ ସଙ୍କଟ ସମୟରେ ସାଂସଦଙ୍କର ମିଳୁନାହିଁ ଦର୍ଶନ । ସୁଖ ଓ ଦୁଃଖରେ ଛିଡା ହେବାର ପ୍ରତିଶ୍ରୁତି ଦେଇ ଭୋଟ ହାତେଇଥିବା ସାଂସଦ ଏବେ ଅଜ୍ଞାତବାସରେ । ନା ପଚାରିଲେ କେହି ଉତ୍ତର ଦେଉଛନ୍ତି ନା

ଜୁନ ପ୍ରଥମ ସପ୍ତାହରେ ମୌସୁମୀ

ଜୁନ ମାସରେ ଆସୁଛି ମୌସୁମୀ ବାୟୁ । ଜୁନ ୧ରେ ମୌସୁମୀ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଠିକ୍ ସମୟରେ କେରଳ ଛୁଇଁବ। କେରଳରେ ଠିକ୍‌ ସମୟରେ ମୌସୁମୀ

ବିଜେପି ପରାସ୍ତ, ବିଜେଡି ଆଶ୍ୱସ୍ତ

ପଶ୍ଚିମବଙ୍ଗରେ ବିଜେପି ପରାସ୍ତ, ଓଡ଼ିଶାରେ ବିଜେଡି ଆଶ୍ୱସ୍ତ । ବଙ୍ଗ ଦଖଲ ପାଇଁ ବିଜେପି ଯେଉଁ ସ୍ୱପ୍ନ ଦେଖୁଥିଲା ତାହାକୁ ଚୁରମାର କରିଛନ୍ତି ଦିଦି । ମମତାଙ୍କ ଲୋକପ୍ରିୟତା ଆଗରେ କାମ କରିନି ମୋଦି ମ୍ୟାଜିକ । ପଶ୍ଚିମବଙ୍ଗରେ

ପ୍ରଦୀପ୍ତଙ୍କ ପାଇଁ ପ୍ରାର୍ଥନା..

ଭେଂଟିଲେଟରରେ ବିରୋଧୀ ଦଳ ନେତା । ରାଜ୍ୟରେ କରୋନା ତାର କାୟା ମେଲାଉଥିବା ବେଳେ ଏଥିରୁ ବାଦ ପଡିନାହାନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । କରୋନା ଆକ୍ରାନ୍ତ ହେବା ପରେ ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି

କୋଭିଡ ସେଂଟରରୁ ରୋଗୀ ଗାଏବ!

କୋଭିଡ ସେଂଟରରୁ ରୋଗୀ ଗାଏବ । ରାଜ୍ୟରେ କରୋନା ସ୍ଥିତି ସଂଗୀନ ଥିବା ବେଳେ ଅନୁଗୁଳରୁ ଆସିଛି ଏକ ଏଭଳି ଖବର । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସରକାର କୋଭିଡ଼ ସେଂଟର ଖୋଲିଛନ୍ତିା ହେଲେ ସେଠାରେ ଭର୍ତି ହେବା ପରେ ରୋଗୀ ଗାଏବ

ଏଇ ମାସରେ କମିବ କରୋନା!

ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ । କେବେ କମିବ କରୋନା ? କେବେ ଶୀର୍ଷକୁ ଛୁଇଁବ ସଂକ୍ରମଣ? ତେବେ ଭାରତ ସରକାରଙ୍କ କରୋନା ସଂପର୍କିତ ଗାଣିତିକ ମଡେଲ ଏକ୍ସପର୍ଟ ପ୍ରଫେସର ଏମ ବିଦ୍ୟାସାଗର କହିବା ଆନୁସାରେ ଆସନ୍ତାକାଲି ସୁଦ୍ଧା