ରାଜ୍ୟ ଦିନକରେ ଗଲା ୧୫ ଜୀବନ Byapini Bureau May 4, 2021 0 ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛିଦିନ ହେବ ୮ ହଜାର ଉପରେ ରହୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ଦିନକରେ ୧୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଖୋର୍ଦ୍ଧାରୁ ସର୍ବାଧିକ ପଜିଟିଭ ଚିହ୍ନଟ ହେଉଥିବା!-->…
କ୍ଷମତାକେନ୍ଦ୍ର ପ୍ରଧାନ ବାବୁଙ୍କ ଶୁଭେଚ୍ଛା ପଲିଟିକ୍ସରୁ ପଣ୍ଡା ବାବୁ ଆଉଟ୍! Byapini Bureau May 4, 2021 0 ପ୍ରଧାନ ବାବୁଙ୍କ ଶୁଭେଚ୍ଛା ପଲିଟିକ୍ସରୁ ପଣ୍ଡା ବାବୁ ଆଉଟ । ଆଜ୍ଞା ହଁ ଆମେ କହୁଛୁ ରାଜ୍ୟ ବିଜେପିର ପୋଷ୍ଟରବୟ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଦଳର ସୋସିଆଲ ମିଡ଼ିଆ ଚେହେରା ବୈଜୟନ୍ତ ପଣ୍ଡାଙ୍କ କଥା । ସଜ ସଜ!-->…
ଦେଶ ମେ’ ୫ରେ ଶପଥ ନେବେ ମମତା Byapini Bureau May 3, 2021 0 ତୃତୀୟ ଥର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଗାଦିସୀନ ହେବାକୁ ଯାଉଛନ୍ତି ମମତା ବାନାର୍ଜୀ । ୨୧୧ଟି ଆସନ ଜିତି ପୂର୍ଣ୍ଣ ବହୁମତ ପାଇବା ପରେ ଦିଦି ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାନେଇ ସ୍ପଷ୍ଟ ଅନୁମାନ କରାଯାଉଥିଲା । ଶେଷରେ ସେୟା!-->…
ରାଜ୍ୟ ପୁଣି ଘୁଂଚିଲା ପିପିଲି ଉପନିର୍ବାଚନ Byapini Bureau May 3, 2021 0 ପିପିଲି ଉପନିର୍ବାଚନ ସ୍ଥଗିତ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ପିପିଲି ଉପନିର୍ବାଚନକୁ ପୁଣି ଘୁଂଚାଯାଇଛି । ସ୍ଥିତି ସୁଧାରିବା ପରେ ପୁଣି ଉପନିର୍ବାଚନ ନେଇ ପୁଣି ଥରେ ନୂଆକରି ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଇଛି!-->…
ଦେଶ ‘ସିଟି ସ୍କାନ ଶରୀର ପାଇଁ କ୍ଷତିକାରକ’ Byapini Bureau May 3, 2021 0 ଏମ୍ସ ନିର୍ଦ୍ଦେଶକ ଡାକ୍ତର ଆର. ଗୁଲେରିଆଙ୍କ ସତର୍କ ସୂଚନା । ବରମ୍ବାର ସିଟି ସ୍କାନ କରିବା ବିପଦପୂର୍ଣ୍ଣ ବୋଲି ଏମ୍ସ ନିର୍ଦ୍ଦେଶକ କହିଛନ୍ତି । ଦେଶରେ ଏବେ ପ୍ରତିଦିନ ଲକ୍ଷ ଲ କ୍ଷ ଲୋକ ଆକ୍ରାନ୍ତ ହେଉଛନ୍ତି । ରୋଗୀଙ୍କ ଠାରେ!-->…
ରାଜ୍ୟ କଟକକୁ ୧୦ କୋଟି Byapini Bureau May 3, 2021 0 କୋଭିଡ୍ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି । ସିଏମସିକୁ ୧୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ଏହି ଟଙ୍କା କଟକ ମହାନଗର ନିଗମକୁ କୋଭିଡ ପରିଚାଳନା ପାଇଁ!-->…
ରାଜ୍ୟ ପୁଣି ଡରାଇଲା ମେ’ Byapini Bureau May 3, 2021 0 ପୁଣି ବାତ୍ୟା ଭୟ । ଫନି ଏବଂ ଅମ୍ପାନ ପରେ ଆସିବାକୁ ଯାଉଛି ଆଉ ଏକ ବାତ୍ୟା । ମେ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ତାମିଲନାଡୁ ଉପକୂଳରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ପରବର୍ତ୍ତୀ ମୁହୂର୍ତ୍ତରେ ଏହା ଘନୀଭୂତ!-->…
ରାଜ୍ୟ ଅଭୟକାନ୍ତଙ୍କୁ ବାଧ୍ୟତାମୂଳକ ଅବସର Byapini Bureau May 3, 2021 0 ଆଇଏଫଏସ ଅଭୟ କାନ୍ତ ପାଠକଙ୍କୁ ବଡ଼ ଝଟକା । ଅଭୟ କାନ୍ତଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର । ପାଠକଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ରାଜ୍ୟ ସରକାର ସୁପାରିଶ କରିଥିଲେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭୟଙ୍କୁ ବାଧ୍ୟତାମୂଳକ ଅବସରକୁ!-->…
ନେତା ମୋଦିଙ୍କ ରାସ୍ତାରେ ନବୀନ-ମମତା କଣ୍ଟା Byapini Bureau May 3, 2021 0 ୨୦୧୯ରେ ନବୀନ, ୨୦୨୧ରେ ମମତା । ମୋଦିଙ୍କ ରାସ୍ତାରେ ମହାଦୃମ ହୋଇ ଛିଡା ହୋଇଥିବା ଦେଶର ଦୁଇ ବିଶାଳ କ୍ଷମତା, ବଳିଷ୍ଠ ଚେହେରା । ଯାହାଙ୍କ ଆଗରେ ନା କାମ କରେ ମୋଦି ମ୍ୟାଜିକ୍ ନା କାଟୁ କରେ ବିଜେପି ଚାଣକ୍ୟଙ୍କ ଗୋଟି ଚାଳନା ।!-->…
ରାଜ୍ୟ ପରୀକ୍ଷାର୍ଥୀଙ୍କୁ କିଭଳି ମିଳିବ ମାଟ୍ରିକ ମାର୍କ? Byapini Bureau May 3, 2021 0 ମହାମାରୀ କରୋନାପାଇଁ ଚଳିତ ବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷା ବାତିଲ କରାଯାଇଥିବା ବେଳେ କେମିତି ହେବ ମୂଲ୍ୟାୟ ତା ଉପରେ ସମସ୍ତ ନଜର ରହିଛି । ତେବେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ମୂଲ୍ୟାୟନ ଚଳିତ ବର୍ଷ ସିବିଏସଇ ଢାଂଚାରେ ହେବ!-->…