THE BYAPINI

ଦିନକରେ ଗଲା ୧୫ ଜୀବନ

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛିଦିନ ହେବ ୮ ହଜାର ଉପରେ ରହୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ଦିନକରେ ୧୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଖୋର୍ଦ୍ଧାରୁ ସର୍ବାଧିକ ପଜିଟିଭ ଚିହ୍ନଟ ହେଉଥିବା…

ପ୍ରଧାନ ବାବୁଙ୍କ ଶୁଭେଚ୍ଛା ପଲିଟିକ୍ସରୁ ପଣ୍ଡା ବାବୁ ଆଉଟ୍‌!

ପ୍ରଧାନ ବାବୁଙ୍କ ଶୁଭେଚ୍ଛା ପଲିଟିକ୍ସରୁ ପଣ୍ଡା ବାବୁ ଆଉଟ । ଆଜ୍ଞା ହଁ ଆମେ କହୁଛୁ ରାଜ୍ୟ ବିଜେପିର ପୋଷ୍ଟରବୟ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଦଳର ସୋସିଆଲ ମିଡ଼ିଆ ଚେହେରା ବୈଜୟନ୍ତ ପଣ୍ଡାଙ୍କ କଥା । ସଜ ସଜ…

ମେ’ ୫ରେ ଶପଥ ନେବେ ମମତା

ତୃତୀୟ ଥର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଗାଦିସୀନ ହେବାକୁ ଯାଉଛନ୍ତି ମମତା ବାନାର୍ଜୀ । ୨୧୧ଟି ଆସନ ଜିତି ପୂର୍ଣ୍ଣ ବହୁମତ ପାଇବା ପରେ ଦିଦି ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାନେଇ ସ୍ପଷ୍ଟ ଅନୁମାନ କରାଯାଉଥିଲା । ଶେଷରେ ସେୟା…

ପୁଣି ଘୁଂଚିଲା ପିପିଲି ଉପନିର୍ବାଚନ

ପିପିଲି ଉପନିର୍ବାଚନ ସ୍ଥଗିତ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ପିପିଲି ଉପନିର୍ବାଚନକୁ ପୁଣି ଘୁଂଚାଯାଇଛି । ସ୍ଥିତି ସୁଧାରିବା ପରେ ପୁଣି ଉପନିର୍ବାଚନ ନେଇ ପୁଣି ଥରେ ନୂଆକରି ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଇଛି…

‘ସିଟି ସ୍କାନ ଶରୀର ପାଇଁ କ୍ଷତିକାରକ’

ଏମ୍ସ ନିର୍ଦ୍ଦେଶକ ଡାକ୍ତର ଆର. ଗୁଲେରିଆଙ୍କ ସତର୍କ ସୂଚନା । ବରମ୍ବାର ସିଟି ସ୍କାନ କରିବା ବିପଦପୂର୍ଣ୍ଣ ବୋଲି ଏମ୍ସ ନିର୍ଦ୍ଦେଶକ କହିଛନ୍ତି । ଦେଶରେ ଏବେ ପ୍ରତିଦିନ ଲକ୍ଷ ଲ କ୍ଷ ଲୋକ ଆକ୍ରାନ୍ତ ହେଉଛନ୍ତି । ରୋଗୀଙ୍କ ଠାରେ…

କଟକକୁ ୧୦ କୋଟି

କୋଭିଡ୍ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି । ସିଏମସିକୁ ୧୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ଏହି ଟଙ୍କା କଟକ ମହାନଗର ନିଗମକୁ କୋଭିଡ ପରିଚାଳନା ପାଇଁ…

ପୁଣି ଡରାଇଲା ମେ’

ପୁଣି ବାତ୍ୟା ଭୟ । ଫନି ଏବଂ ଅମ୍ପାନ ପରେ ଆସିବାକୁ ଯାଉଛି ଆଉ ଏକ ବାତ୍ୟା । ମେ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ତାମିଲନାଡୁ ଉପକୂଳରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ପରବର୍ତ୍ତୀ ମୁହୂର୍ତ୍ତରେ ଏହା ଘନୀଭୂତ…

ଅଭୟକାନ୍ତଙ୍କୁ ବାଧ୍ୟତାମୂଳକ ଅବସର

ଆଇଏଫଏସ ଅଭୟ କାନ୍ତ ପାଠକଙ୍କୁ ବଡ଼ ଝଟକା । ଅଭୟ କାନ୍ତଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର । ପାଠକଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ରାଜ୍ୟ ସରକାର ସୁପାରିଶ କରିଥିଲେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭୟଙ୍କୁ ବାଧ୍ୟତାମୂଳକ ଅବସରକୁ…

ମୋଦିଙ୍କ ରାସ୍ତାରେ ନବୀନ-ମମତା କଣ୍ଟା

୨୦୧୯ରେ ନବୀନ, ୨୦୨୧ରେ ମମତା । ମୋଦିଙ୍କ ରାସ୍ତାରେ ମହାଦୃମ ହୋଇ ଛିଡା ହୋଇଥିବା ଦେଶର ଦୁଇ ବିଶାଳ କ୍ଷମତା, ବଳିଷ୍ଠ ଚେହେରା । ଯାହାଙ୍କ ଆଗରେ ନା କାମ କରେ ମୋଦି ମ୍ୟାଜିକ୍ ନା କାଟୁ କରେ ବିଜେପି ଚାଣକ୍ୟଙ୍କ ଗୋଟି ଚାଳନା ।…

ପରୀକ୍ଷାର୍ଥୀଙ୍କୁ କିଭଳି ମିଳିବ ମାଟ୍ରିକ ମାର୍କ?

ମହାମାରୀ କରୋନାପାଇଁ ଚଳିତ ବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷା ବାତିଲ କରାଯାଇଥିବା ବେଳେ କେମିତି ହେବ ମୂଲ୍ୟାୟ ତା ଉପରେ ସମସ୍ତ ନଜର ରହିଛି । ତେବେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ମୂଲ୍ୟାୟନ ଚଳିତ ବର୍ଷ ସିବିଏସଇ ଢାଂଚାରେ ହେବ…