THE BYAPINI

ସଂକ୍ରମଣ ଭାଙ୍ଗିଲା ସବୁ ରେକର୍ଡ

ସାରା ଦେଶରେ ସାଂଘାତିକ ହୋଇଛି ସ୍ଥିତି । କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡିଚାଲିଛି । ନିୟନ୍ତ୍ରଣ ବାହାରେ ସଂକ୍ରମଣ । ଆଜି ଦେଶରେ ରେକର୍ଡ ସ୍ତରରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ଦେଶରୁ ୪ ଲକ୍ଷରୁ

କୋଭିଡ ହସ୍ପିଟାଲରେ ନିଆଁ, ୧୬ ମୃତ

କୁହାଯାଏ ଯେତେବେଳେ ବିପଦ ଆସେ ସେତେବେଳେ ସବୁଆଡେ ଏକାସାଂଗେ ଆସେ । ଦେଶରେ ଗୋଟେପଟେ ସଂକ୍ରମଣ ବ୍ୟାପିଚାଲିଥିବା ବେଳେ ଏହି ସମୟରେ ଗୁଜୁରାଟରୁ ଆସିଛି ଆଉ ଏକ ଦୁଃଖଦ ଖବର । ଗୁଜୁରାଟ ଭରୁଚରେ ପଟେଲ ୱେଲଫେୟାର୍ ହସ୍ପିଟାଲରେ ନିଆଁ

୧୦ ହଜାର ଟପିଲା ସଂଖ୍ୟା…ଫେରିବ କି ଲକଡାଉନ?

ସବୁ ରେକର୍ଡ ଭାଙ୍ଗିଲା ସଂକ୍ରମଣ । ରାଜ୍ୟରେ ସ୍ଥିତି ଅସମ୍ଭାଳ ହୋଇପଡିଛି । ସବୁ ରେକର୍ଡ ଅତିକ୍ରମ କରିଛି କରୋନା । ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଛି । ସପ୍ତାହାନ୍ତ ସଟଡାଉନ, ନାଇଟ କର୍ଫ୍ୟୁ ସତ୍ୱେ

ପହଚିଂଲା ଟିକା…ମେ’ ୩ରୁ ୧୮ ବର୍ଷରୁ ଅଧିକଙ୍କୁ ଦିଆଯିବ ଭ୍ୟାକସିନ

ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଓଡ଼ିଶାରେ ପହଞ୍ଚିଛି ଦେଢ ଲକ୍ଷ କୋଭାକ୍ସିନ ଟିକା । ରାଜ୍ୟ ସରକାର ଟିକା ଉତ୍ପାଦନକାରୀ କମ୍ପାନୀକୁ ଦେଇଥିବା ଅର୍ଡରର ପ୍ରଥମ କନ୍‌ଷ୍ଟାଇଣ୍ଟମେଣ୍ଟ ଭୁବନେଶ୍ୱରରେ ପହଞ୍ଚିଛି । ୧୮ରୁ ୪୪ ବର୍ଷ

ଲାଗିଲା ଲକଡାଉନ ଭଳି କଟକଣା: ଜାଣନ୍ତୁ କ’ଣ ଖୋଲା କ’ଣ ବନ୍ଦ?

ନିର୍ବାଚନ ଶେଷ ହେବା ପରେ ହିଁ ପଶ୍ଚିମବଙ୍ଗରେ ଆଶିଂକ ଲକଡାଉନ ଲାଗୁ ଘୋଷଣା କରାଯାଉଛି । ଆସନ୍ତାକାଲିଠାରୁ ଏହି କଟକଣା ଲାଗୁ ହେବ । ସପିଂ କମ୍‌ପ୍ଲେକ୍ସ , ମଲ୍‌, ବ୍ୟୁଟି ପାର୍ଲର, ସିନେମା ହଲ୍‌, ରେଷ୍ଟୁରାଣ୍ଟ, ବାର, ଜିମ୍‌

ଦିନ ୨ଟାରୁ ଦୋକାନ ବଜାର ବନ୍ଦ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତି । ସାରା ରାଜ୍ୟରେ ଦିନ ୨ଟାରୁ ବନ୍ଦ ରହିବ ଦୋକାନ ବଜାର । ରାଜ୍ୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି ବୋଲି ରାଜ୍ୟ

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ: ଭ୍ୟାକ୍ସିନ କିଣିବା ପାଇଁ ଗରିବ ଲୋକ କେଉଁଠୁ ପଇସା ଆଣିବେ ?

ଦେଶରେ କରୋନା ସଂକ୍ରମଣ ଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତି ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ କରିଛନ୍ତି। ଆଜି ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ବେଳେ ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ପ୍ରଶ୍ନ

କଟକରେ ସୋମବାରଠୁ ନୂଆ କଟକଣା

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକରେ ସୋମବାରରୁ ଆରମ୍ଭ ହେବ ନୂଆ କଟକଣା । ସଂକ୍ରମଣର ଚେନ ଭାଙ୍ଗିବାକୁ ନିଆଯିବ ନୂଆ ପଦକ୍ଷେପ । ଆସନ୍ତା ସୋମବାରଠାରୁ ଦିନ ୨ଟା ପରେ ସହରର ସବୁ ଦୋକାନ ବଜାର ବନ୍ଦ ରହିବ। ଆଗାମୀ ୧୫ ଦିନ ପାଇଁ

ରୋହିତ ତୁମେ ଫେରି ଆସ..

କରୋନା ଦଙ୍ଗଲରେ ହାରିଗଲେ ରୋହିତ । କାନକୁ ବିଶ୍ୱାସ ହେଉନଥିବା,ସତକୁ ଗ୍ରହଣ କରିହେଉନଥିବା ଏ ଖବର ଆଜି ଯେମିତି ସମସ୍ତଙ୍କୁ ନିସ୍ତବ୍ଧ କରିଦେଇଛି । କେବେଳ ସାମ୍ବାଦିକ ନୁହଁନ୍ତି କି ସହକର୍ମୀ ନୁହଁନ୍ତି, ରୋହିତଙ୍କୁ ଯେ ଜାଣିଛି

ବନ୍ଦ ହେବ ନନ୍ଦନକାନନ

କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ କଟକଣା କଡାକଡି କରାଯାଇଥିବା ବେଳେ ବନ୍ଦ ହେବ ନନ୍ଦନକାନନ । ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ରାଜ୍ୟ ବଟାନିକାଲ୍ ଗାର୍ଡେନ୍ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ମେ’