THE BYAPINI

ପରିବାର ପୋଛି ଦେଉଛି କରୋନା

କରୋନା କୂଳ ଉଜାଡିଦେଉଛି, ସଂକ୍ରମଣ ସଂସାର ଭାଙ୍ଗିଦେଉଛି, ଗୋଟେ ଗୋଟେ ପରିବାରକୁ ନିଶ୍ଚିହ୍ନ କରିଦେଉଛି । ଯାହାର ଜ୍ୱଳନ୍ତ ଛବି ଆସିଛି ନୟାଗଡରୁ । କରୋନାର ଇଏ ଏମିତି ଏକ ଖବର ଯାହା ପାଇଁ ଯେତେ ଶବ୍ଦ ବ୍ୟବହାର କଲେ ବି କମ

ଆମେରିକା ପଠାଇଲା କୋଭିଡ ସାମଗ୍ରୀ

ଆମେରିକା ବଢାଇଲା ସହାୟତାର ହାତ । ସଂକଟ ବେଳେ ଭାରତ ପାଖରେ ଛିଡାହୋଇଛି ଯୁକ୍ତରାଷ୍ଟ୍ର ଆମେରିକା । ବିମାନରେ ପଠାଇଛି କୋଭିଡ ସାମଗ୍ରୀ । ଯୁକ୍ତରାଷ୍ଟ୍ର ଆମେରିକାରୁ ଆସିଥିବା ପ୍ରଥମ କୋଭିଡ୍‌ ଜରୁରୀକାଳୀନ ସାମଗ୍ରୀ ସବୁ ଆଜି

ସଂକ୍ରମଣର ବିସ୍ଫୋରକ ସ୍ଥିତି

ସାରା ଦେଶରେ କରୋନା ହାହାକାର ପରିସ୍ଥିତି ସୃଷ୍ଟି କରିଛି । ଅଣନିଶ୍ୱାସ ହୋଇପଡିଛନ୍ତି ଲୋକେ । ହସ୍ପିଟାଲରେ ବେଡ ନାହିଁ, ଅକ୍ସିଜେନ ନାହିଁ । ଜୀବନ, ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଶହ ଶହ ରୋଗୀ । ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ

ଟେଷ୍ଟିଂ ବଢୁଛି, ସଂକ୍ରମଣ ବଢୁଛି

ମାଡି ଚାଲିଛି ମହାମାରୀ । ରାଜ୍ୟରେ ଟେଷ୍ଟିଂ ବଢିବା ସହ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ସ୍ଥିତି ଅସମ୍ଭାଳ ହୋଇପଡିଛି । କାମ ଦେଉନି କଟକଣା । ନାଇଟକର୍ଫ୍ୟୁ, ସପ୍ତାହାନ୍ତ ସଟଡାଉନ ପରେ ବି ନିୟନ୍ତ୍ରଣ

କରୋନା କଷୁଛି ମୃତ୍ୟୁର ଅଙ୍କ…

ମୃତ୍ୟୁ… ମୃତ୍ୟୁ… ମୃତ୍ୟୁ… ସବୁଠି ମୃତ୍ୟୁ, ସବୁଠି କାଳ । ଗଳିଗଳିରେ ମୃତ୍ୟୁ, ଛକଛକରେ ମୃତ୍ୟୁ, ଘରେଘରେ ମୃତ୍ୟୁର ଆଶଙ୍କା, ହସ୍ପିଟାଲରେ ମୃତ୍ୟୁର ମହାଫାଶ । ଖବର କାଗଜ ଖୋଲିଲେ ମୃତ୍ୟୁର ଖବର, ଟିଭି ଖୋଲିଲେ ମୃତ୍ୟୁର ହେଡଲାଇନ

କୁଆଡେ ଗଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ପାର୍ଟ ୨

ସଂକ୍ରମଣ ବ୍ୟାପୁଛି, ରୋଗୀ ଅମ୍ଲଜାନ ବିନା ଆଖି ବୁଜୁଛି, ହସ୍ପିଟାଲରେ ବେଡ ମିଳୁନି, ଟିକାକେନ୍ଦ୍ରରେ ତାଲା ଝୁଲୁଛି । ରାଜ୍ୟରେ ମହାମାରୀ ମୁକାବିଲା କିଛି ଏମିତି ଢଙ୍ଗରେ ଚାଲିଛି । ଏଭଳି ସାଂଘାତିକ ସ୍ଥିତିରେ

ଋଷ ବଢାଇଲା ସହାୟତାର ହାତ

ଋଷ ବଢାଇଲା ସହାୟତାର ହାତ । ଭାରତରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଋଷ ପ୍ରଥମ ପର୍ୟ୍ୟାୟରେ କିଛି ମେଡିକାଲ ସାମଗ୍ରୀ ଭାରତ ପଠାଇଛି । ଦୁଇଟି ବିମାନରେ ଭାରତ ପାଇଁ ମାନବୀୟ ସହାୟତା ପ୍ରେରଣ କରିଛି ଋଷ । ୨ ଟି

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ କରୋନା । ଅଶୋକ ଗେହଲଟ୍ ପଜିଟିଭ୍ ନେଇ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି । ଗୋଟିଏ ଦିନ ପୂର୍ବର ଅଶୋକ ଗେହଲଟଙ୍କ ପତ୍ନୀ ସୁନୀତା ଗେହଲଟ୍ ଙ୍କ କୋଭିଡ ଟେଷ୍ଟ ପଜିଟିଭ୍ ଆସିଥିଲା । ଆଜି ଅଶୋକ

‘ସମାନ୍ତରାଳ ସ୍ଥିତିରେ ସଂକ୍ରମଣ’

ଓଡିଶାରେ ସଂକ୍ରମଣର ସମାନ୍ତରାଳ ଭଳି ସ୍ଥିତି ରହିଛି ।ସ୍ଥିତି ଢେଉ ଭଳି ରହୁଛି । କେତେବେଳେ ଅପ୍ ତ କେତେବେଳେ ଡ଼ାଉନ ସ୍ଥିତିରେ ବି ରହୁଛି । ଗତକାଲି ୮ ହଜାର ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଏହା ୭ ହଜାରରେ ରହିଛି ।

ଦିନକରେ ୩୬୪୫ ଜଣଙ୍କର ମୃତ୍ୟୁ

କରୋନା ସଂକ୍ରମଣରେ ଲାଗୁନି ବ୍ରେକ । ବିବ୍ରତ କରୁଛି ବେକାବୁ କରୋନା । ଦେଶରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କାମ ଦେଉନି କଟକଣା । ଆକ୍ରାନ୍ତଙ୍କ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ