THE BYAPINI

କରୋନା ଦୌଡରେ ଖୋର୍ଦ୍ଧା ଆଗ

ଚିନ୍ତା ବଢାଉଛି ଖୋର୍ଦ୍ଧା । ମହାମାରୀ ସଂକ୍ରମଣ ଓ ମୃତ୍ୟୁ ରେସରେ ଆଗରେ ଖୋର୍ଦ୍ଧା । ନାଇଟ କର୍ଫ୍ୟୁ, ସପ୍ତାହାନ୍ତ ସଟଡାଉନ ପରେ ବି ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ତେବେ ଖୋର୍ଦ୍ଧାରୁ ବାହାରୁଥିବା ଆକ୍ରାନ୍ତଙ୍କ ମଧ୍ୟରୁ

ମହାମାରୀ ମୁକାବିଲା କାହା ପାଇଁ ? ଧନୀ ନା ଗରିବଙ୍କ ପାଇଁ…

ଭୂତାଣୁର ଭୟ ଘାରୁଛି, କରୋନା କଲବଲ କରୁଛି । ନା ଠିକ୍ ସମୟରେ ଅକ୍ସିଜେନ ମିଳୁଛି, ନା ଟିକା କେନ୍ଦ୍ରରେ ଭିଡ କମୁଛି । ହସ୍ପିଟାଲରେ ବେଡ ମିଳୁନି, ରୋଗୀ ବାରଣ୍ଡାରେ ଶୋଉଛି । ଭୟରେ ଦିନ ଆରମ୍ଭ ହେଉଛି, ଆଶାରେ ଦିନ ଶେଷ ହେଉଛି ।

କୋଭିଡ ବେଡ୍‌ରୁ ଭବିଷ୍ୟତର ସ୍ୱପ୍ନ

ମୁଁ ପାଠ ପଢିବି, ପରୀକ୍ଷା ଦେବି । ଭଲ ଚାକିରି କରି ଭବିଷ୍ୟତ ଗଢିବି । ଅଟକାଇପାରିବନି କରୋନା,ବାଧା ଦେଇପାରିବନି ସଂକ୍ରମଣ, ମନୋବଳ ଭାଙ୍ଗିପାରିବନି ମହାମାରୀ । ମୁଁ ଜିତିବି ନିଶ୍ଚୟ ଜିତିବି । ମହାମାରୀର ଏ ମହାଯୁଦ୍ଧ ଜିତି,

କମିଲା କୋଭିସିଲ୍ଡ ଟିକାର ଦାମ

ଟିକାର ଦରକୁ ନେଇ ଲାଗିରହିଥିବା ଭିତରେ କମିଲା କୋଭିସିଲ୍ଡ ଟିକାର ଦାମ । କୋଭିସିଲ୍ଡ ଟିକା ଦାମ କମିବା ନେଇ ସେରମ ମୁଖ୍ୟ ଟୁଇଟ କରି ସୂଚନା ଦେଇଛନ୍ତି । ପୂର୍ବରୁ ଏହା ୪୦୦ ଟଙ୍କା ଥିବା ବେଳେ ରାଜ୍ୟ ପାଇଁ ଡୋଜ ପିଛା ୧୦୦ ଟଙ୍କା

ସିଲ୍ ହେଲା ମାର୍କେଟ ବିଲ୍ଡିଂ

ନିୟମ ମାନିଲେନି , ସିଲ ହେଲା ମାର୍କେଟ । ସଂକ୍ରମଣ ବଢୁଥିବାରୁ ଭୁବନେଶ୍ୱର ମାର୍କେଟ ବିଲ୍ଡିଂକୁ ସିଲ କରିଛି ବିଏମସି । ନିୟମ ପାଳନ ନହେଉଥିବା କାରଣରୁ ବିଏମସି ଓ କମିସନରେଟ୍ ପୋଲିସ ମିଳିତ ଭାବେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା

ମହାରାଷ୍ଟ୍ରରେ ମାଗଣା ଟିକା

ମହାରାଷ୍ଟ୍ରରେ କରୋନା ସ୍ଥିତି ସଂଗୀନ ଥିବା ବେଳେ ମାଗଣା ଟିକା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । କ୍ୟାବିନେଟ୍ ବୈଠକରେ ୧୮-୪୪ ବର୍ଷ ବୟସ୍କ ସମସ୍ତଙ୍କୁ ମାଗଣା ଭ୍ୟାକସିନ ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଛି

ଦିନ ୨ରୁ ସକାଳ ୫ ଯାଏଁ ଦୋକାନବଜାର ବନ୍ଦ

କରୋନାର ପ୍ରଥମ ପର୍ଯ୍ୟାୟରେ ଗଂଜାମରେ ଯେପରି ସ୍ଥିତି ସୃଷ୍ଟି ହୋଇଥିଲା । ଏବେ ସେମିତି ପରିସ୍ଥିତି ପୁଣି ସୃଷ୍ଟି ନହେଉ । ସେ ନେଇ ସତର୍କ ହୋଇପଡିଛି ଜିଲ୍ଲା ପ୍ରଶାସନ । ରାଜ୍ୟରେ ଏବେ ସଂକ୍ରମଣ ବଢୁଥିବା ବେଳେ ଗଂଜାମ ଜିଲ୍ଲାରେ

ଟ୍ୱିନସିଟିରେ ଗୋଷ୍ଠୀ ସଂକ୍ରମଣ!

ରାଜ୍ୟରେ ସଂକ୍ରମଣ ବଢ଼ିଥିବା ବେଳେ ଚିନ୍ତା ବଢାଇଛି ଟ୍ୱିନସିଟି । କଟକ, ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ତେବେ ଭୁବନେଶ୍ୱର ଓ କଟକରେ ଗୋଷ୍ଠୀ ସଂକ୍ରମଣ ପରିସ୍ଥିତି ଉପୁଜିଲାଣି । ଯେହେତୁ

ବିଏମସି ଭାବୁଛି କରିବ କ’ଣ?

ରାଜଧାନୀରେ ଫେରିବ କଂଟେନମେଂଟ ଜୋନ । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେଥିରୁ ଅଧିକାଂଶ ଆକ୍ରାନ୍ତ ହେଉଛନ୍ତି ଭୁବନେଶ୍ୱରର । ତେଣୁ ରାଜଧାନୀରେ

ଆମେରିକାରେ ମାସ୍କ କଟକଣା କୋହଳ

ଆମେରିକାରେ କରୋନା କଟକଣା କୋହଳ । ଆମେରିକା, ମାସ୍କ ପିନ୍ଧିବାକୁ ନେଇ ନିୟମରେ ପରିବର୍ତନ କରିଛି । ଏଣିକି ଟିକା ନେଇସାରିଥିବା ବ୍ୟକ୍ତି ଆମେରିକାରେ ବିନା ମାସ୍କରେ ବାହାରକୁ ଯାଇପାରିବେ । ହେଲେ ଭିଡ ଯାଗାକୁ ଗଲେ ମାସ୍କ