THE BYAPINI

ସିଲ୍ ହେଉ ଖୋର୍ଦ୍ଧା ସୀମା…

ବଢୁଛି ସଂକ୍ରମଣ, ବେକାବୁ ହେଉଛି କରୋନା । ଦିନକୁ ଦିନ ବିସ୍ଫୋରକ ରୂପା ଧାରଣ କରୁଛି କରୋନାର ୨ୟ ଲହର । ଆଉ ସୁନାମୀ ପରି ମାଡି ମାଡି ଯାଉଛି ମହାମାରୀ । ଯେଉଁଠି ଦେଖିବ ସେଇଠି ଆକ୍ରାନ୍ତ, ଯାହାକୁ ପଚାରିବ ସିଏ ପଜିଟିଭ ।

ମେ’ ମାସ ପାଇଁ ମହାବିପଦ!

ମାଡି ଆସୁଛି ମହାବିପଦ । ଆଗକୁ ସ୍ଥିତି ଆହୁରି ସାଂଘାତିକ ହୋଇପାରେ । କରୋନାର ଲେଉଟାଣୀ ଯେ ଏତେ ଭୟଙ୍କର ହେବ କାହାକୁ ଜଣାନଥିଲା । ତେବେ ସଂକ୍ରମଣ ସଂଖ୍ୟା ଏବେ ରାଜ୍ୟରେ ୮ ହଜାର ଟପିଥିବା ବେଳେ ସରକାର ଯେଉଁ ସତର୍କବାଣୀ

ଦେଶରେ ମାଡିଲାଣି ମୃତ୍ୟୁ

ସାରା ଦେଶରେ ବ୍ରେକ ଫେଲ ହୋଇଛି କରୋନା । ନିୟନ୍ତ୍ରଣ ବାହାରେ ସଂକ୍ରମଣ । ସବୁଆଡେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । କେଉଁଠି ବେଡ଼ ନାହିଁ ତ, କେଉଁଠି ଅକ୍ସିଜେନ ଅଭାବ । ଆଉ କେଉଁଠି ମେଡିକାଲ ବାରଣ୍ଡାରେ ପଡିରହିଛି ରୋଗୀ ।

କରୋନା: କମିବ କ’ଣ ବଢିଚାଲିଛି

ରାଜ୍ୟରେ କରୋନା ସଂକ୍ରମଣ ବିସ୍ଫୋରକ ସ୍ଥିତି ନେଇଛି । କିଛି ଦିନର ସ୍ଥିରତା ପରେ ପୁଣି ଲମ୍ବା ଡିଆଁ ମାରିଛି ସଂକ୍ରମଣ । ଗତ ୬ ଦିନ ଧରି ସଂକ୍ରମଣ ୬ ହଜାରରୁ ୭ ହଜାର ମଧ୍ୟରେ ରହୁଥିବା ବେଳେ ଗତ ୨୪ ଘଂଟାରେ ରାଜ୍ୟରେ ୮୩୮୬ ନୂଆ

ମହାନିଦ୍ରାରେ ମନୋଜ ଦାସ

ପରଲୋକରେ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ । ଆଖିବୁଜିଦେଲେ ଓଡିଆ ସାହିତ୍ୟର ମଉଡମଣୀ । ୮୭ ବର୍ଷ ବୟସରେ ମନୋଜ ଦାସଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ପୁଡୁଚେରୀ ଆଶ୍ରମ ହସ୍ପିଟାଲରେ

ମୁଖ୍ୟମନ୍ତ୍ରୀଙ୍କ ମହାମାରୀ ସମୀକ୍ଷା

ମହାମାରୀ ମୁକାବିଲାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଏଣିକି ଅନଲାଇନରେ ମିଳିବ କୋଭିଡ୍ ହସପିଟାଲରେ ଥିବା ଖାଲି ଶଯ୍ୟା ସଂଖ୍ୟା । ଏଥିପାଇଁ ରିଅଲ ଟାଇମ ବେଡ ମ୍ୟାନେଜମେଣ୍ଟ ସିଷ୍ଟମ ଲାଗୁ କରାଯିବ ।ଦୃଢ଼ ମୁକାବିଲା ପାଇଁ

ପଶ୍ଚିମ ଓଡିଶା ଗଲେ ୧୨ ଓଏଏସ

ରାଜ୍ୟରେ ପଶ୍ଚିମ ଓଡ଼ିଶାରେ କରୋନା ସ୍ଥିତି ଚିନ୍ତାଜନକ ରହିଛି । କରୋନା ସଂକ୍ରମଣକୁ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ୧୨ ଜଣ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି । ୧୨ ଜଣ ବରିଷ୍ଠ ଓଏଏସ ଅଧିକାରୀ ପଶ୍ଚିମ ଓଡ଼ିଶା

ରାଜ୍ୟରେ ରେମେଡେସିଭର ଅଭାବ

ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ଥିବା ବେଳେ ସଂକଟ ସମୟରେ ବଜାରରେ ଓøଷଧର ଅଭାବ । ରାଜ୍ୟରେ ଦେଖାଦେଇଛି ଗୁରୁତର କରୋନା ରୋଗୀଙ୍କୁ ଦିଆଯାଉଥିବା ରେମେଡେସିଭର ଅଭାବ । ଏପଟେ ଶରୀରରେ ଅକ୍ସିଜେନର ମାତ୍ରା ମାପିବା ପାଇଁ

ଜଣଙ୍କଠୁ ହୋଇପାରିବେ ୪୦୬ ଜଣ ସଂକ୍ରମିତ

ଜଣେ କରୋନା ସଂକ୍ରମିତ ୪୦୬ ଜଣକୁ ସଂକ୍ରମିତ କରିପାରିବ । ସାମାଜିକ ଦୂରତା ରକ୍ଷା ନକଲେ ଜଣେ କରୋନା ଆକ୍ରାନ୍ତ ୩୦ଦିନରେ ୪୦୬ଜଣଙ୍କୁ ସଂକ୍ରମିତ କରିପାରିବ ବୋଲି କହିଛନ୍ତି କେନ୍ଦ୍ର ସରକାର। ସାରା ଦେଶରେ ଏବେ କୋଭିଡର

ଦିଲ୍ଲୀର ଦିଲ୍ ଜିତିଲେ ବୋଥ୍ରା…

ଅମ୍ଳଜାନ ବିନା ଆଉ ଦୌଡି ପାରୁନଥିଲା ଦିଲ୍ଲୀ । ରାଜଧାନୀର ଛାତି ଉପରେ ଅକ୍ସିଜେନ ବିନା ଛଟପଟ ହେଉଥିଲା ଜୀବନ । ନିଶ୍ୱାସ ନମିଳିଲେ ନିରବିଯିବ ପ୍ରାଣ । ହାତରେ ସମୟ ସ୍ୱଳ୍ପ, ଅଧରାତିରେ ସରିଯିବ ସଞ୍ଚିତ ସିଲିଣ୍ଡର । ବାଜିରେ