THE BYAPINI

ମେ’୧ରୁ କେମିତି ନେବେ ଟିକା?

ଦେଶରେ ଗୋଟେ ପଟେ ସଂକ୍ରମଣ ବଢୁଥିବା ବେଳେ ଅନ୍ୟପଟେ ଟିକାକରଣ ପ୍ରକ୍ରିୟାକୁ ମଧ୍ୟ ଜୋରଦାର କରାଯାଉଛି । କିଭଳି ଅଧିକରୁ ଅଧିକ ଲୋକ ଟିକା ନେଇପାରିବେ ତା ଉପରେ ସରକାର ଫୋକସ ଦେଉଛନ୍ତି । ମେ’ ୧ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ

ପ୍ଲାଟୋ ଷ୍ଟେଜରେ କରୋନା..ଆଗକୁ କମିବ ନା ବଢିବ ସଂକ୍ରମଣ?

ସଂକ୍ରମଣର ଭୟ ମଧ୍ୟରେ କିଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଗତ ୨୪ ଘଂଟାରେ ୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଲଗାତର ୫ ଦିନ ହେବ ରାଜ୍ୟରେ ସ୍ଥିର ରହିଛି ସଂକ୍ରମଣ । ନୂଆ ଆକ୍ରାନ୍ତଙ୍କ ସହ ବେଶି ବୃଦ୍ଧି

ଆଜିଠୁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା

ଆଜିଠାରୁ ଭକ୍ତଙ୍କ ପାଇଁ ଜଗା ଦୁଆର ବନ୍ଦ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଠାରୁ ମନ୍ଦିର ପ୍ରଶାସନର ନୂଆ ଏସଓପି ଲାଗୁ ହେଲା । ମେ ୧୫ ତାରିଖ ଯାଏ ଏହି ନିୟମ ବଳବତ୍ତର ରହିବ । ଏହି ସମୟରେ ଭକ୍ତ ମାନେ ମନ୍ଦିର ଭିତରକୁ

ବେଲଗାମ ସଂକ୍ରମଣ

ଦେଶରେ ବେଲଗାମ କରୋନା ସଂକ୍ରମଣ । ବିଭିନ୍ନ ରାଜ୍ୟରେ ସ୍ଥିତି ଅସମ୍ଭାଳ ହୋଇପଡିଛି । ଗୋଟେ ପଟେ ସଂକ୍ରମଣ ଅନ୍ୟପଟେ ଅକ୍ସିଜେନର ଅଭାବ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି । ମହାମାରୀର ମୁକାବିଲା ପାଇଁ ଦେଶରେ କଟକଣା, ନାଇଟ

ସଂକ୍ରମଣରେ ଆଗରେ ଖୋର୍ଦ୍ଧା

ଓଡିଶାରେ ସଂକ୍ରମଣ ଉପରମୁହାଁ ରହିଛି । ଲଗାତର କିଛି ଦିନ ହେବ ୬ ହଜାର ଉପରେ ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି । ଗତ ୨୪ ଘଂଟାରେ ରାଜ୍ୟରେ ୬୧୧୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦିନକରେ ୯ଜଣଙ୍କର ମୃତ୍ୟୁ ହୋଇଛି । ତେବେ

ମହାମାରୀ ମୁକାବିଲାର ମହାନାୟକ

ପ୍ରାକୃତିକ ବିପର୍ୟ୍ୟୟକୁ ଅତି ପାଖରୁ ଦେଖିଛନ୍ତି ।ପ୍ରାକୃତିକ ବିପର୍ୟ୍ୟୟର ସଫଳ ମୁକାବିଲା କରିଛନ୍ତି । ଆଉ ଏବେ ମହାମାରୀ ଭଳି ବିପର୍ୟ୍ୟୟର ମୁକାବିଲା ପାଇଁ ଦେଶକୁ ବାଟ ଦେଖାଉଛନ୍ତି । ଗତ ଦୁଇ ଦଶନ୍ଧି ମଧ୍ୟରେ ଦେଶରେ

ଅଲବିଦା ଅମଜାଦ…

ସଂକ୍ରମଣ ଫାଶରେ ସାମ୍ବାଦିକ । କରୋନାରେ ଆଖି ବୁଜିଲେ ପୁଣି ଜଣେ ସାମ୍ବାଦିକ । ଭୂତାଣୁ ତାର ଭୟାବହତା ବଜାର ରଖିଥିବା ବେଳେ ସାଧାରଣ ଲୋକଙ୍କ ସହ ଜଣେ ପରେ ଜଣେ କରୋନା ଯୋଦ୍ଧାଙ୍କ ଜୀବନ ନେଉଛି । ଆଉ ଏବେ ପୁଣି ଜଣେ କରୋନା ଯୋଦ୍ଧା

ମାଗଣା ମିଳିବ କରୋନା ଟିକା

ଓଡ଼ିଶାବାସୀଙ୍କୁ ମିଳିବ ମାଗଣା ଟିକା। ରାଜ୍ୟବାସୀଙ୍କୁ ସମ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି। ୧୮ ବର୍ଷରୁ ୪୫ ବର୍ଷର ଲୋକ ମାଗଣାରେ ନେବେ କୋଭିଡ୍ ଟିକା । ଟିକାକରଣ ପାଇଁ ରାଜ୍ୟ ସରକାର ମୋଟ ୨

ମନ୍ତ୍ରୀଙ୍କ ନାଁରେ ମିଛ ପ୍ରଚାର

ମାଟ୍ରିକ ପରୀକ୍ଷା ନେଇ ଗୋଟିଏ ଖବର ସୋସିଆଲ ମିଡିଆରେ ଘୁରୁବୁଲୁଛି । ଖବରଟି ହେଲା ଜୁନ ୧୪ରେ ହେବ ମାଟ୍ରିକ ପରୀକ୍ଷା । ଆଉ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଟୁଇଟର ଆକାଉଂଟରୁ ଏଭଳି ଟୁଇଟ ସମସ୍ତଙ୍କୁ ଆଶ୍ଚର୍ୟ୍ୟ

ସ୍ୱର୍ଗଦ୍ୱାରରେ ଶବଦାହ ମନା

ପୁଣି ପୁରୀରେ ଫେରିଛି କଟକଣା । ଶ୍ରୀମନ୍ଦିରକୁ ସର୍ବସାଧାରଣ ଲୋକଙ୍କ ପ୍ରବେଶ ବନ୍ଦ ପରେ ଏବେ ସ୍ୱର୍ଗଦ୍ୱାରରେ ବି କଟକଣା ଲାଗିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀ ସ୍ୱର୍ଗଦ୍ୱାରରେ ଶବ ଦାହକୁ ନେଇ ପ୍ରଶାସନର ବଡ