THE BYAPINI

ଶସ୍ତା ହେବ କରୋନା ଟିକା

ଶସ୍ତା ହେବ କରୋନା ଟିକା । ମହାମାରୀ କରୋନା ସଂକ୍ରମଣ ଭିତରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି।କରୋନା ଭ୍ୟାକ୍ସିନ,ଅକ୍ସିଜେନ ଓ ଅକ୍ସିଜେନ ସହିତ ଜଡିତ ସମସ୍ତ ଉପକରଣ ଉପରେ ୩ ମାସ

‘ଅମ୍ଲଜାନ ଅଟକାଇଲେ ଫାଶୀରେ ଝୁଲାଇ ଦେବୁ’

କଠୋର ହେଲେ ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀରେ କରୋନା ରୋଗୀଙ୍କ ମୃତ୍ୟୁ ଓ ଅକ୍ସିଜେନ୍ ଅଭାବକୁ ନେଇ ଉଦବେଗ ପ୍ରକାଶ କଲେ ଦିଲ୍ଲୀ ହାଇକୋର୍ଟ । ସଂକ୍ରମଣ ଭିତରେ ବିଭିନ୍ନ ରାଜ୍ୟର ହସ୍ପିଟାଲରେ ଅକ୍ସିଜେନ ଘୋର ସଙ୍କଟ ଦେଖାଯାଇଛି।

ହେ ! ଭଗବାନ ରକ୍ଷା କର…

ହେ ପ୍ରଭୁ ! ଏ କେମିତିକା ସମୟ ? କେମିତିକା ପରିସ୍ଥିତି ? ମାନବ ଜାତିର ଅ୍ଧମ କେତେ ପରୀକ୍ଷା ନେବ ପ୍ରଭୁ ? ମଣିଷ ଆଉ କେତେ ସଂଘର୍ଷ କରିବ ? ଜୀବନ ପାଇଁ ଏଠି ପ୍ରତି ମୁହୂର୍ତ୍ତରେ ଜଳିବାକୁ ପଡୁଛି । ନିଶ୍ୱାସ ପାଇଁ ନିଇତି ନିରାଶ

ସ୍ଥିତି ଭୟଙ୍କର

ସ୍ଥିତି ଅସମ୍ଭାଳ । ଦେଶରେ କରୋନା ସଂକ୍ରମଣ ହହୁ ହୋଇ ବଢିଚାଲିଛି। ଗତ ୨୪ ଘଂଟାରେ ୩ଲକ୍ଷ ୪୬ ହଜାର ୭୮୬ ଆକ୍ରାନ୍ତ ଚିହ୍ନଟ । ସେହିପରି ଗୋଟିଏ ଦିନରେ ୨ହଜାର ୬୨୪ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଦୈନିକ ସଂକ୍ରମଣ ସଂଖ୍ୟା ୩

ଭାଇରସ ବଢାଉଛି ଭୟ

ରାଜ୍ୟରେ କ୍ରମାଗତ ତିନି ଦିନ ଧରି ୬ ହଜାରରୁ ଅଧିକ ଦୈନିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସଂକ୍ରମଣ ବଢୁଛି ମୃତ୍ୟୁସଂଖ୍ୟା ମଧ୍ୟ ବଢୁଛି । କଟକଣା ଲାଗୁ ପରେ ସଂକ୍ରମଣ ନିୟନ୍ତ୍ରଣରେ ଆସୁନାହିଁ । ସେହିପରି ଖୋର୍ଦ୍ଧାରୁ ହଜାର

ବନ୍ଦ ହେଲା ଜଗା ଦର୍ଶନ

ପୁଣି ଭକ୍ତଙ୍କ ପାଇଁ ବନ୍ଦ ହେଲା ଜଗା ଦୁଆର । ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦଷ୍ଟିରେ ରଖି ବଡ଼ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ମେ ୧୫ ପର୍ୟ୍ୟନ୍ତ ଶ୍ରଦ୍ଧାଳୁଙ୍କ ଜଗା ଦର୍ଶନ ଉପରେ କଟକଣା ଲଗାଯାଇଛି ।ମେ’ ୧୫

ଅପରାଜିତା ଭୁଲିଗଲେ, ଧର୍ମେନ୍ଦ୍ର ଶୁଭେଚ୍ଛା ଦେଲେ?

ପଦ୍ମ ଦଳର ରାଜ୍ୟ ପ୍ରଭାରୀଙ୍କୁ ଭୁଲିଗଲେ କି ଭୁବନେଶ୍ୱର ସାଂସଦ? କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭେଚ୍ଛା ଓ ଶୁଭକାମନା ଟ୍ୱିଟ୍ ପରେ ଏଭଳି ଏକ ପ୍ରଶ୍ନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଧର୍ମେନ୍ଦ୍ରଙ୍କ ଏହି

ବିଶ୍ବକେଶନ ପିପିଲିର କଂଗ୍ରେସ ପ୍ରାର୍ଥୀ

ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କ ନାଁରେ ମୋହର ମାରିଛି ଦଳ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅନୁମୋଦନ ପରେ ଦଳ ପକ୍ଷରୁ ବିଶ୍ବକେଶନଙ୍କୁ ପ୍ରାର୍ଥୀ

ଓଡିଶା: ଭାରତର ନିଶ୍ୱାସ..

ଯେତେବେଳେ ସାରା ଦେଶରେ ଦେଖାଦେଇଛି ମହାବିପଦ । ସବୁଆଡେ ହାହାକାର ପରିସ୍ଥିତି । ଯୁଆଡେ ଦେଖିବ ଚାରିଆଡେ କରୋନାର କରୁଣ ଚିତ୍ର । ସେତେବେଳେ ବିଭିନ୍ନ ରାଜ୍ୟକୁ ଓଡିଶା ଦେଉଛି ଜୀବନ । ଅମ୍ଲଜାନ ଅଭାବ ଯୋଗୁଁ ଦେଶ ଅଣନିଶ୍ୱାସୀ

ଭାଇରସ ମାରିବ ‘ଭିରାଫିନ୍’!

ଭାଇରସ ମାରିବ ‘ଭିରାଫିନ୍’ । ଦେଶରେ ଦୈନିକ ସଂକ୍ରମଣ ରେକର୍ଡ ସୃଷ୍ଟି କରୁଥିବା ବେଳେ ଟିକିଏ ଆଶ୍ୱସ୍ତି କଲାଭଳି ଖବର ଆସିଛି । କୋଭାକ୍ସିନ୍‌ , କୋଭିସିଲଡ୍‌, ଏବଂ ସ୍ପୁଟନିକ୍‌-ଭି ପରେ ଏବେ କରୋନା ସଂକ୍ରମଣକୁ ରୋକିବା ପାଇଁ