THE BYAPINI

ଅକ୍ସିଜେନ ପାଇଁ ହାହାକାର

ଦେଶରେ କରୋନା ସଂକ୍ରମଣ ଅଣାୟତ ହୋଇପଡିଥିବା ବେଳେ ମହାମାରୀ ସମୟରେ ସବୁଠୁ ଖରାପ ସ୍ଥିତି ଦେଇ ଗତିକରୁଛି ରାଜଧାନୀ ଦିଲ୍ଲୀ । କରୋନା ରୋଗୀଙ୍କ ପାଇଁ ଦେଖାଦେଇଛି ଅକ୍ସିଜେନ ଅଭାବ । ଅମ୍ଲଜାନ ପାଇଁ ଦିଲ୍ଲୀରେ ସୃଷ୍ଟି ହୋଇଛି

କରୋନା କବଜାରେ ଭାରତ

ଅଣାୟତ ହୋଇପଡ଼ିଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣରେ ରେକର୍ଡ ଭାଙ୍ଗିଲା ଭାରତ । ଗତ କିଛି ଦିନ ହେବ ଭାରତରେ ରେକର୍ଡ ପଜିଟିଭ୍ ମାମଲା ଆସୁଛି । ଗତ ୨୪ ଘଂଟାରେ ୩ ଲକ୍ଷ ୧୪ ହଜାର ୮୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ସାବାଧାନ! ଚାରି ଅଙ୍କ ଛୁଇଁଲା ଖୋର୍ଦ୍ଧା

ରାଜ୍ୟରେ କରୋନାର ଭୟଙ୍କର ସ୍ଥିତି । ପିକ ଆଡକୁ ମୁହାଁଉଛି ସଂକ୍ରମଣ । ଦୈନିକ ସଂକ୍ରମଣରେ କରୋନାର ନୂଆ ରେକର୍ଡ । ଲଗାତର କିଛି ଦିନ ହେବ ୪ ହଜାର ଉପରେ ରହୁଥିବା ସଂକ୍ରମଣ ଗତ ୨୪ ଘଂଟାରେ ୬ ହଜାର ପାର କରିଛି । ଆକ୍ରାନ୍ତଙ୍କ

ପରାଜୟ ଭୟରେ ପ୍ରଚାର ମୈଦାନ ଛାଡୁନି କି ପଦ୍ମ ଶିବିର?

କରୋନା ସଂକ୍ରମଣ ସାଂଘାତିକ ରୂପ ଧାରଣ କରିଥିବା ବେଳେ ଲୋକଙ୍କ ମନରେ ପୁଣିଥରେ ଭୂତାଣୁ ଭୟ ବଢିବାରେ ଲାଗିଛି । ପରସ୍ପର ଠାରୁ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ହିଁ ଏକମାତ୍ର ସୁରକ୍ଷାକବଚ ବୋଲି ଲୋକଙ୍କୁ ସତର୍କ କରାଯାଉଛି

ଆସନ୍ତା ରବିବାରରୁ ଓପିଡି ବନ୍ଦ

କରୋନା ସଂକ୍ରମଣ ମାମଲାକୁ ଦେଖି ଆସନ୍ତା ୨୫ ତାରିଖଠାରୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ଓପିଡି ସାମୟିକ ସମୟ ପାଇଁ ବନ୍ଦ ରହିବ। କିଛି ମେଡିକାଲ କର୍ମଚାରୀ ଓ ରୋଗୀ ପଜିିଟିଭ ଚିହ୍ନଟ ହେବା ପରେ ଏପରି ନିଷ୍ପତ୍ତି ନିଆଯାଇଛି। ତେବେ

ଚାଲ ରାମଙ୍କ ପରି ହେବା…

ସେ ସତ୍ୟ, ସେ ସୁଖ, ସେ ସୁନ୍ଦର… ସେ ଦୟା, କ୍ଷମା, ନ୍ୟାୟର ଭଣ୍ଡାର । ରାମ ଗୋଟେ ନାମ ନୁହେଁ ଗୋଟେ ବିଶ୍ୱାସର ଡାକ । ରକ୍ତରେ ମିଶିଥିବା ଆଶାର କଣିକା । ରାମ ମର୍ୟ୍ୟାଦା ପୁରୁଷ, ଯୁଗସ୍ରଷ୍ଟା, ନ୍ୟାୟର ନିକିତି ଧରିଥିବା ରାଜା ।

ଜାଣନ୍ତୁ କେଉଁ ମାସରେ ପିକରେ ପହଚିଂବ ସଂକ୍ରମଣ?

ରାଜ୍ୟରେ ଆହୁରି ଭୟଙ୍କର ହେବ ସ୍ଥିତି । ବଢିବ ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ଓଡ଼ିଶାରେ କରୋନା ପିକରେ ରହିପାରେ । ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି

ମିଳିଲାନି ଅକ୍ସିଜେନ..ଆଖିବୁଜିଲେ ୨୨ ରୋଗୀ

ଦେଶରେ ମହାମାରୀ ଉଗ୍ରରୂପ ନେଇଥିବା ବେଳେ ଏସବୁ ଭିତରେ କରୁଣ ଚିତ୍ର ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ନାଶିକରେ ବଡ଼ ଅଘଟଣ ଘଟିଛି। ଜାକିର ହୁସେନ ହସ୍ପିଟାଲରେ ଅକ୍ସିଜେନ୍ ଟ୍ୟାଙ୍କ ଲିକ୍ ହୋଇ ୨୨ ରୋଗୀଙ୍କ ମୃତ୍ୟୁ ହୋଇଛି ।

ଖୋଲା ବଜାରରେ ମିଳିବ କୋଭିସିଲ୍ଡ..ଜାଣନ୍ତୁ ଦାମ କେତେ?

ଖୋଲା ବଜାରରେ ମିଳିବ ଟିକା । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ଓ ଖୋଲା ବଜାରକୁ ୫୦ ପ୍ରତିଶତ ଟିକା ଯୋଗାଇବେ ଉତ୍ପାଦନକାରୀ ସଂସ୍ଥା । କୋଭିସିଲ୍ଡ ଭ୍ୟାକ୍ସିନ ପ୍ରସ୍ତୁତ କରୁଥିବା ସେରମ ଇନଷ୍ଟଚ୍ୟୁଟ ଅଫ

ସାଂଘାତିକ ହେଉଛି ସଂକ୍ରମଣ

ଦେଶରେ ଝଡ଼ ପରି ମାଡିଚାଲିଛି କରୋନା ସଂକ୍ରମଣ । ବିିଭନ୍ନ ରାଜ୍ୟରେ ସ୍ଥିତି ଉଦବେଗଜନକ ରହିଛି । । କର୍ଫ୍ୟୁ, କଟକଣା, ଲକଡାଉନ ପରେ ବି ସ୍ଥିତି ଅଣାୟତ ହୋଇପଡିଛି । କେଉଁଠି ହସ୍ପିଟାଲରେ ବେଡ ନାହିଁ ତ, କେଉଁଠି ଅକ୍ସିଜେନର ଅଭାବ