THE BYAPINI

ଚିନ୍ତା ବଢାଉଛି ଖୋର୍ଦ୍ଧା

ଝଡ଼ ପରି କରୋନାର ଦ୍ୱିତୀୟ ଲହର ମାଡିଚାଲିଥିବା ବେଳେ ରାଜ୍ୟରେ ବି ସଂକ୍ରମଣ ଉଦବେଗଜନକ ସ୍ଥିତିରେ ପହଚିଂଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ପ୍ରତିଦିନ ନୂଆ ରେକର୍ଡ କରୁଛି କରୋନା ।

ମାଟ୍ରିକ୍ ପରୀକ୍ଷା ବାତିଲ

କରୋନା କାଳରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି । ଛାତ୍ରଛାତ୍ରୀଙ୍କ ଦାବି ପରେ ବାତିଲ ହେଲା ଦଶମ ବୋର୍ଡ ପରୀକ୍ଷା । ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ଏନେଇ ସୂଚନା ଦେଇଛନ୍ତି । ଦିନକୁ ଦିନ ସଂକ୍ରମଣ ବଢୁଥିବାରୁ ହେବାକୁ ଥିବା ମାଟ୍ରିକ

ମାଗଣା ଟିକା ଦେବେ କି ମୁଖ୍ୟମନ୍ତ୍ରୀ?

ଆଗକୁ ବିପତ୍ତି ଆସୁଛି, ସତର୍କ ରୁହ । ମହାମାରୀ କରୋନାକୁ ନେଇ କିଛି ଏଭଳି ଢଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସତର୍କ କରିଛନ୍ତି । ଏହାଛଡା ସ୍ୱାସ୍ଥ୍ୟ ବ୍ୟବସ୍ଥା ଯେପରି ଭୁଷୁଡି ନପଡେ ସେଥିପାଇଁ ଆଗୁଆ

ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ କୋଭିଡ ସ୍ଥିତି ନେଇ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ଼ ସମୀକ୍ଷା ବୈଠକରେ ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ କହିଛନ୍ତି । ରାଜ୍ୟରେ କୋଭିଡ ବେଡ ବୃଦ୍ଧି କରାଇବାକୁ ଗୁରୁତ୍ୱ ଦେଇଛନ୍ତି ।

ହସ୍ପିଟାଲ ପାଇଁ ନୂଆ ଗାଇଡଲାଇନ

କୋଭିଡ୍ ସଂକ୍ରମଣ ବୃଦ୍ଧି ପରେ ହସ୍ପିଟାଲ ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲ ପାଇଁ ଗାଇଡଲାଇନ ସରକାର ଜାରି କରିଛନ୍ତି। ସମସ୍ତ ହସ୍ପିଟାଲ ଇନଫେକ୍ସନ୍

କଟକରେ କାଲିଠୁ ବନ୍ଦ ସମସ୍ତ ଧର୍ମାନୁଷ୍ଠାନ

ଧୀରେ ଧୀରେ ବନ୍ଦ ହେଉଛି ସମସ୍ତ ଧର୍ମାନୁଷ୍ଠାନ । ଭୁବନେଶ୍ୱର ପରେ ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି କଟକ ମହାନଗର ନିଗମ । କଟକରେ ସମସ୍ତ ଧର୍ମାନୁଷ୍ଠାନ ଆସନ୍ତାକାଲିଠୁ ବନ୍ଦ ରହିବ । କେବେଳ ଅଳ୍ପ କିଛି

ଫେରାର କରିଥିଲେ ବନ୍ଧା ହେଲେ

କଟକ ଏସସିବିରୁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ପୋଲିସର କାର୍ୟ୍ୟାନୁଷ୍ଠାନ । ଫେରାର ହେବା ଘଟଣାରେ ଆଉ ୨ ଜଣଙ୍କୁ ଗିରଫ କରାଯାଇଛି। ୨ ଅଭିଯୁକ୍ତ ସମ୍ବଲପୁର ଜେଲ ଓ୍ବାର୍ଡର ଏବଂ ହାଇଦରର ସୁରକ୍ଷା ଦାୟିତ୍ବରେ ଥିବା

ନବୀନଙ୍କ ରାସ୍ତାରେ ମୋଦି!

ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏମିତି କିଛି ଐତିହାସିକ ନିଷ୍ପତି ନିଅନ୍ତି ଯାହା ସମସ୍ତଙ୍କୁ ଚକିତ କରିଦିଏ । ସେ ପ୍ରାକୃତିକ ବିପର୍ୟ୍ୟୟର ମୁକାବିଲା ହେଉ ବା ସାଧାରଣ ଲୋକଟିଏ ପାଇଁ ଘୋଷଣା

ଝାଡ଼ଖଣ୍ଡରେ ଲାଗୁ ହେଲା ସଂପୂର୍ଣ୍ଣ ଲକଡାଉନ

କରୋନାକୁ ମାତ ଦେବା ପାଇଁ ଦିଲ୍ଲୀ ପରେ ଝାଡଖଣ୍ଡ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। କରୋନା ସଂକ୍ରମଣ ରୋକିବା ପାଇଁ ଝାଡଖଣ୍ଡ ସରକାର ଏକ ସପ୍ତାହ ପାଇଁ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି । ୨୨ରୁ ୨୯ ଏପ୍ରିଲ୍ ଯାଏ

କାହିଁକି ବଢୁଛି କରୋନା?

ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ତେବେ କାହିଁକି ବଢୁଛି କରୋନା । ଏହାର କାରଣ କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ । ଲୋକମାନେ ଅମାନିଆ ହେବାରୁ ସଂକ୍ରମଣ ବଢିବାରେ ଲାଗିଛି । ଖାସ୍‌ କରି ସୀମାବର୍ତ୍ତୀ ଅଞ୍ଚଳ ଗୁଡିକରେ