THE BYAPINI

ବିଜେଡି କରିବନି ନିର୍ବାଚନୀ ପ୍ରଚାର

ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଥିବା ବେଳେ ଦିନକୁ ଦିନ ସ୍ଥିତି ଖରାପ ହେବାକୁ ଲାଗିଛି । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବଡ଼ ନିଷ୍ପତି ନେଇଛନ୍ତି । ପିପିଲିରେ ଆଉ ନିର୍ବାଚନୀ ରାଲି

ମୁର୍ଦ୍ଦାର ପାଲଟୁଛି ମଣିଷ…

ଆଖି ଖୋଲିଲେ ମୃତ୍ୟୁ, ଆଖି ବୁଜିଲେ ମଶାଣୀ… ମାଳ ମାଳ ଶବ, ମୃତ୍ୟୁର ବିଭୀଷିକା । ମହାମାରୀ ପାଇଁ ସବୁଠି ହାହାକାର, ଶବର ସତ୍କାର ପାଇଁ ଚିତ୍କାର । ବଞ୍ଚିଥିବା ବେଳେ ଜୀବନ ପାଇଁ ସଂଗ୍ରାମ, ପ୍ରାଣ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ।

କରୋନା ବେଳେ ଔଷଧ କଳାବଜାରୀ ଉପରେ ତୀକ୍ଷଣ ନଜର

ରାଜ୍ୟରେ କରୋନା ସଂକ୍ରମଣ ସାଂଘାତିକ ଭାବେ ବ୍ୟାପୁଥିବା ବେଳେ ଔଷଧ କଳାବଜାରୀ ଉପରେ ମଧ୍ୟ ନଜର ରହିବ । କରୋନା ସମୟରେ କଳାବଜାରୀ ରୋକିବା ଉପରେ ପୋଲିସର ରହିବ ତୀକ୍ଷଣ ନଜର । ଏନେଇ ପୋଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ

‘ମେ’ ମାସରେ ପିକକୁ ଆସି କମିପାରେ ସଂକ୍ରମଣ’

ଏପ୍ରିଲ ମାସରେ ରାଜ୍ୟରେ ସଂକ୍ରମଣ ରେକର୍ଡ କରିଥିବା ବେଳେ ଏହା ମେ’ ମାସରେ ପିକକୁ ଯାଇପାରେ । ମେ’ ମାସରେ ପିକକୁ ଯାଇ ସଂକ୍ରମଣ କମିପାରେ ବୋଲି କହିଛନ୍ତି ଡିଏମଇଟି ସିଭିକେ ମହାନ୍ତି । ସେ କହିଛନ୍ତି, ଗୋଷ୍ଠୀ ସଂକ୍ରମଣ ଭଳି

ଜାଣନ୍ତୁ କରୋନା ରୋଗୀଙ୍କ ପାଇଁ ଖାଲି ଅଛି କେତେ ବେଡ୍?

ଦେଶରେ ଓ ରାଜ୍ୟରେ କରୋନା କମବ୍ୟାକ ପରେ ଏହାର ପ୍ରଥମ ପର୍ଯ୍ୟାୟକୁ ଟପିଯାଇଛି । ସଂକ୍ରମଣ ବୃଦ୍ଧିକୁ ଦେଖି ଲୋକେ ଭୟଭୀତ ହୋଇପଡିଛି । ପୁଣି ଘାରିବସିଛି ଭୟ । ପ୍ରତିିିଦିନ ଯେପରି ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି ମେଡିକାଲରେ

ଦିଲ୍ଲୀ ରାସ୍ତା ଆପଣାଇବ କି ଓଡିଶା?

ଦିଲ୍ଲୀରେ ଲାଗୁ ହେଲା ଲକଡାଉନ । ପୁରା ଦେଶରେ ଲାଗୁ ହେବ କି ଲକଡାଉନ ? ପୁଣି ଫେରିବ କି ପୂର୍ବ ସ୍ଥିତି ? ଦେଶରେ କରୋନା ସଂକ୍ରମଣ ରେକର୍ଡ ପରେ ରେକର୍ଡ କରୁଛି । ପ୍ରଥମ ଲହରଠୁ ଦ୍ୱିତୀୟ ଲହର ଆହୁରି ସାଂଘାତିକ ହୋଇପଡିଛି ।

ମାଡିବସିଲାଣି ଭୟ

ଦେଶରେ ନିୟନ୍ତ୍ରଣ ବାହାରେ ମହାମାରୀ କରୋନା । ପ୍ରଥମ ପର୍ଯ୍ୟାୟଠୁ ବି ସାଂଘାତିକ ରୁପ ନେଇଛି ଦ୍ୱିତୀୟ ପର୍ଯ୍ୟାୟ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । ସଂକ୍ରମଣ ରୋକିବାକୁ ବିିଭିନ୍ନ ରାଜ୍ୟ ଅନେକ କଟକଣା

ସାବଧାନ! ପ୍ରଥମ ପର୍ଯ୍ୟାୟକୁ ଟପିଲା ଦ୍ୱିତୀୟ ପର୍ଯ୍ୟାୟ

ରାଜ୍ୟରେ ରେକର୍ଡ ଭାଙ୍ଗିଲା ଗୋଟିଏ ଦିନର କରୋନା ସଂକ୍ରମଣ । କରୋନାର ପ୍ରଥମ ଲହରଠୁ ଦ୍ରୁତ ଗତିରେ ବ୍ୟାପୁଛି ଦ୍ୱିତୀୟ ଲହର । କରୋନାର ପ୍ରଥମ ପର୍ଯ୍ୟାୟକୁ ଟପିଲା ଦ୍ୱିତୀୟ ପର୍ଯ୍ୟାୟ । ପୂର୍ବ ବର୍ଷର ସଂକ୍ରମଣର ରେକର୍ଡକୁ

ଧୀରେ ଧୀରେ ବନ୍ଦ ହେଉଛି ଧର୍ମାନୁଷ୍ଠାନ

୨୦୨୦ର ପୁଣି ପୁନରାବୃତ ଘଟିଛି । କିଛିଦିନ କଟକଣା ମୁକ୍ତ ଦର୍ଶନ ପରେ ପୁଣି ଥରେ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ହେଲା ଲିଙ୍ଗରାଜ ମନ୍ଦିର । ଲିଙ୍ଗରାଜ ମନ୍ଦିରର ଅନେକ ସେବାୟତ କରୋନା ଚିହ୍ନଟ ହେବା ପରେ ବିଏମସି ଶ୍ରଦ୍ଧାଳୁଙ୍କ ପାଇଁ

ଆସିଲା ଆଉ ୨ ଲକ୍ଷ କରୋନା ସଂଜୀବନୀ

ଟିକା ଅଭାବରୁ ରାଜ୍ୟର ୮ ଜିଲ୍ଲାରେ ଟିକାକରଣ ବନ୍ଦ ଥିବା ବେଳେ ଆଜି ୨ ଲକ୍ଷ କୋଭିସିଲ୍ଡ ଟିକା ପହଂଚିଛି । ଏହି ଟିକା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ବା ପରେ ଏହାକୁ ଟିକାକରଣ କେନ୍ଦ୍ରକୁ ନିଆଯାଇଛି । ସେଠାରୁ ରାଜ୍ୟର ବିଭିନ୍ନ