THE BYAPINI

ଭୟ ଭିତରେ ଭଲ ଖବର..ଭାରତକୁ ମିିଳିଲା ତୃତୀୟ ଟିକା

ଦେଶରେ କରୋନା ସଂକ୍ରମଣ ଦୈନିକ ଦେଢ ଲକ୍ଷ ଟପିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ଆଧାରରେ ବଢିଚାଲିଛି । ଏହାରି ମଧ୍ୟରେ ଦେଶକୁ ଏକ ଆଶ୍ୱସ୍ତି କର ଖବର ମିଳିଛି । କରୋନାକୁ ମାତ ଦେବା ପାଇଁ ଋଷର ସ୍ପୁଟୁନିକ-ଭି ଟିକାକୁ

ଧର୍ମେନ୍ଦ୍ର କଣ କଲମ୍ବସ ହୋଇଗଲେଣି କି?

ବିଜୁ ଜନତା ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଟାର୍ଗେଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ୱିଟ କରି ଶାଣିତ ସମାଲୋଚନା କରିବା ସହ ପଚାରିଛନ୍ତି ଭାଜପା ରାଜନୀତିର ସବୁଠାରୁ ବଡ ପ୍ରଶ୍ନ । ବବି ଟ୍ୱିଟ କରି

ସରକାରଙ୍କୁ ଘାରିଲାଣି ସଂକ୍ରମଣ ଭୟ..ପୁଣି କୋଭିଡ ହସ୍ପିଟାଲ ଚାଲୁ କରିବାକୁ ନିର୍ଦ୍ଦେଶ

ରାଜ୍ୟରେ ଏବେ କ‌ରୋନା ମିଟର ଉପରମୁହାଁ ହେଉଥିବା ବେଳେ ପୁଣି ସରକାରଙ୍କୁ ଘାରିଲାଣି କୋଭିଡ ଭୟ । କରୋନା ପ୍ରଥମ ଲହରର ପ୍ରଭାବ କମ ହେବା ପ‌ରେ ବନ୍ଦ ହୋଇଥିବା ସମସ୍ତ ସରକାରୀ ଓ ଘରୋଇ କୋଭିଡ୍ ଚିକିତ୍ସା କେନ୍ଦ୍ରକୁ ପୁଣି

ମମତାଙ୍କୁ ମନା ପ୍ରଚାର

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ପ୍ରଚାର ଉପରେ ରୋକ । ମମତା ବାନାର୍ଜୀଙ୍କ ପ୍ରଚାର ଉପରେ ରୋକ ଲଗାଇଛନ୍ତି ନିର୍ବାଚନ କମିଶନ। ଆଜି ରାତି ୮ଟାରୁ କାଲି ରାତି ୮ଟା ପର୍ୟ୍ୟନ୍ତ ୨୪ ଘଂଟା

ହାଇଦର ଫେରାର ପଛରେ ପରିବାର!

ଗ୍ୟାଙ୍ଗଷ୍ଟର ହାଇଦର ଏସସିବିରୁ ଚମ୍ପଟ ମାରିବା ଘଟଣାକୁ ୩ ଦିନ ବିତିଛି । କିନ୍ତୁ ଏବେ ବି ପୁଲିସ ହାତ ଖାଲି । ତେବେ ହାଇଦର ଫେରାର ହେବା ପଛରେ ତାଙ୍କ ପରିବାର ଲୋକଙ୍କ ହାତ ଥିବା ସନ୍ଦେହ କରାଯାଉଛି । କାରଣ ହାଇଦର ସୁରକ୍ଷା

‘ମୁଁ ନେବି ପିପିଲି-ଡେଲାଙ୍ଗର ବିକାଶ ଦାୟିତ୍ୱ’

ପିପିଲିରେ ଭର୍ଚୁଆଲ ଯୋଗେ ପ୍ରଚାର ମୈଦାନକୁ ଓହ୍ଲାଇଲେ ନମ୍ବର ୱାନ ଷ୍ଟାର କ୍ୟାମ୍ପେନର ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ପାଇଁ ଭୋଟ ମାଗିଛନ୍ତି ନବୀନ । ପିପିଲି-ଡେଲାଙ୍ଗରେ

ଭୁବନେଶ୍ୱରରେ ହେବ ବାଗଚି-ଶ୍ରୀ ଶଙ୍କର କ୍ୟାନସର ହସ୍ପିଟାଲ

ଓଡିଶାକୁ ବାଗଚୀ ଦମ୍ପତ୍ତିଙ୍କ ବଡ଼ ଭେଟି । ରାଜ୍ୟରେ ପ୍ରତିଷ୍ଠା ହେବାକୁ ଯାଉଛି ଦୁଇଟି ନୂଆ ହସ୍ପିଟାଲ । ଆଉ ଏଥିପାଇଁ ସହାୟତାର ହାତ ବଢାଇବେ ସୁବ୍ରତ ବାଗଚୀ ଓ ତାଙ୍କ ପତ୍ନୀ ସୁସ୍ମିତା ବାଗଚୀ । ସୁବ୍ରତ ବାଗଚୀ ଓ ସସ୍ମିତା

ଜରୁରୀ ନଥିଲେ ହସ୍ପିଟାଲ ଆସନି…

ଯଦି ଅତି ଜରୁରୀ ନାହିଁ ତାହେଲେ ହସ୍ପିଟାଲ ଆସନି । ଜରୁରିକାଳୀନ ଅସ୍ତ୍ରୋପଚାର ବିନା ସାଧାରଣ ଅସ୍ତ୍ରୋପଚାର ଏବେ କରନି । ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତରଖାନା ପାଇଁ ନୂଆ

‘ବିଜେପି ଜାଣିଶୁଣି ବିଶୃଙ୍ଖଳା କରୁଛି’

ପିପିଲି ଉପନିର୍ବାଚନ ପାଇଁ ଚାଲିଛି ହାଇଭୋଲଟେଜ ପ୍ରଚାର । ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ସହ ବାଇକ୍ ରାଲି, ଶୋଭାଯାତ୍ରାରେ କମ୍ପୁଛି ପିପିଲି ଓ ଡେଲାଙ୍ଗ । ଭୋଟକୁ ଆଉ ମାତ୍ର ଦିନ କେଇଟା ବାକି, ହେଲେ ଏହି ସମୟରେ ପିପିଲିରେ

ସର୍ବୋଚ୍ଚ ଅଦାଲତରେ ସଂକ୍ରମଣ ଭୟ

ସୁପ୍ରିମକୋର୍ଟରେ ସଂକ୍ରମଣ । ସର୍ବୋଚ୍ଚ ନ୍ୟାୟଳୟରେ ପଶିଲା କରୋନା । ସୁପ୍ରିମକୋର୍ଟର ୫୦ ପ୍ରତିଶତ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ରିପୋର୍ଟ ମିଳିବାପରେ ସର୍ବୋଚ୍ଚ ଅଦାଲତ ପରିସରରେ ଭୟର ବାତାବରଣ