THE BYAPINI

କେଉଁଠି ଅଛି ହାଇଦର..ସହଯୋଗୀ କରିବ ପର୍ଦ୍ଦାଫାଶ?

ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର୍କୁ ୩୬ ଘଣ୍ଟା ବିତି ସାରିଥିଲେ ମଧ୍ୟ ତା’ର ପତ୍ତା ପାଇନି କମିଶନରେଟ୍‌ ପୁଲିସ୍‌। ହାଇଦରକୁ ଧରିବାକୁ ପୁଲିସ ତନାଘନା ଚଳାଇଥିବା ବେଳେ ହାଇଦରର ମୁଖ୍ୟ ସହଯୋଗୀ କୁହାଯାଉଥିବା ୟାକୁବ୍

ଆନ୍ଧ୍ର-ଓଡିଶା ସୀମା ସିଲ

କରୋନା ସଂକ୍ରମଣ ଯେପରି ବଢିଚାଲିଛି ଆଗକୁ ସ୍ଥିତି ଅସମ୍ଭାଳ ହୋଇପାରେ । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଆହୁରି ଭୟାନକ ହୋଇପାରେ ସ୍ଥିତି । ଏଥପାଇଁ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଉପରେ କଡାନଜର ରଖାଯାଇଛି । କରୋନା ସଂକ୍ରମଣ

ଗଳି ଗଳିରେ କରୋନା ରୋଗୀ

ଦେଶରେ ସଂକ୍ରମଣ ନିୟନ୍ତ୍ରଣ ବାହାରେ ଥିବା ବେଳେ ରାଜ୍ୟରେ ମଧ୍ୟ ସ୍ଥିତି ଖରାପ ଆଡକୁ ଗତି କରୁଛି । ଏପ୍ରିଲ ମାସରେ ଭୟଙ୍କର ରୂପ ନେଉଛି ଭାଇରସ । ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ୨୪ ଘଂଟାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଦୈନିକ

ଦେଶରେ ସ୍ଥିତି ସାଂଘାତିକ

ଦେଶରେ ସ୍ଥିତି ଅସମ୍ଭାଳ । ସାଂଘାତିକ ଭାବେ ବ୍ୟାପୁଛି ସଂକ୍ରମଣ । ମାଡି ଆସୁଛି ମହାବିପଦ । ଦୈନିକ ସଂକ୍ରମଣରେ ବ୍ରାଜିଲ ସବୁଠୁ ଆଗରେ ରହିଥିବା ବେଳେ ଦ୍ୱିତୀୟ ରହିଛି ଭାରତ । ସମସ୍ତ ରେକର୍ଡ ଭାଙ୍ଗି ଦିନକରେ ୧ ଲକ୍ଷ ୬୮ହଜାରରୁ

କ’ଣ ଚାଲିଛି ପିପିଲିରେ?

ପିପିଲିରେ ହିଂସା ରାଜନୀତି । ମହାରଥୀଙ୍କ ଗଡ଼ରେ ହୋଇଛି ମନ୍ତ୍ରୀଙ୍କୁ ଆକ୍ରମଣ । ଉପନିର୍ବାଚନ ପାଇଁ ଆଉ ଦିନ କେଇଟା ବାକି ଥିବା ବେଳେ ଗୋଟେ ପଟେ ଚାଲିଛି ହାଇଭୋଲଟେଜ ପ୍ରଚାର । ହେଲେ ଅନ୍ୟପଟେ ଦେଖିବାକୁ ମିଳିଛି ନିର୍ବାଚନୀ

ହାରିଥିବା ବୈଜୟନ୍ତ ଆଶ୍ରିତଙ୍କୁ ଜିତାଇ ପାରିବେ କି?

ପିପିଲିରେ କଂଗ୍ରେସ ପ୍ରାର୍ଥୀ କରୋନାରେ ଆକ୍ରାନ୍ତ ହେବା ପରେ ଏବେ ଲଢେଇ ସିଧାସଳଖ ବିଜେଡି-ବିଜେପି ମଧ୍ୟରେ ହେବାକୁ ଯାଉଛି । ତେବେ ପିପିଲି ଉପ-ନିର୍ବାଚନକୁ ନେଇ ପଦ୍ମ ଦଳ ବିଜୟର ସମ୍ଭାବନା ଦେଖୁଛି । ଯେଉଁଥିପାଇଁ ଏବେ ଦିନ

ଅପରେସନ ‘ହାଇଦର’

ମହାମାରୀ କରୋନାର କମବ୍ୟାକ ପରେ ସମସ୍ତଙ୍କ ନଜର ସେପଟେ ଥିବା ସେହି ସମୟରେ ପୁଲିସକୁ ବଡ଼ ଚକମା ଦେଇଛି ଗ୍ୟାଙ୍ଗଷ୍ଟର ହାଇଦର । ପୁଲିସ ଆଖିରେ ଧୁଳି ଦେଇ ଏସିସିିବି ମେଡିକାଲରୁ ଚମ୍ପଟ ମାରିଛି । କେମିତି ପୁଲିସ ଆଖିରେ ଧୁଳିଦେଇ

ହାଇଦର: ସମ୍ବଲପୁରରୁ କଟକ ଆସିଲା କେମିିତି?

ଗ୍ୟାଙ୍ଗଷ୍ଟର ହାଇଦର ଏସସିବିରୁ ଚମ୍ପଟ ମାରିବା ପରେ ପୁଲିସର ନିଦ ହଜାଇଦେଇଛି । ସବୁ ଜିଲ୍ଲାରେ ପୁଲିସଙ୍କୁ ଆଲର୍ଟ କରାଯିବା ସହ ସହରର ସମସ୍ତ ପ୍ରବେଶ ପଥ ସିଲ୍ କରାଯିବା ସହ ନାକାବନ୍ଦୀ କରାଯାଇ ଯାଞ୍ଚ ଜାରି ରହିଛି। ହାଇଦରକୁ

ଟିକା : ନିଅଣ୍ଟ ଭିତରେ ଉତ୍‌ସବ !

ଧନ ନିଅଣ୍ଟ ଥିବ ଆଉ ଘରେ ଉତ୍ସବ ପାଳନ ହେଉଥିବ କେବେ ଶୁଣିଛନ୍ତି । କିନ୍ତୁ ଏହାର ଝଲକ ଓଡ଼ିଶାରେ ଦେଖିବାକୁ ମିଳୁଛି । ପୂରା ଦେଶ ଏବେ କରୋନା ମହାମାରୀରେ କବଳିତ ହୋଇଥିବା ବେଳେ କେବଳ ଟିକା ହିଁ ଏକମାତ୍ର ସୁରକ୍ଷାକବଚ ବୋଲି

ମେ’ରେ ନବମ ପରୀକ୍ଷା ନିଷ୍ପତି

ମେ’ ରେ ନବମ ଶ୍ରେଣୀ ପରୀକ୍ଷା ନିଷ୍ପତି । ଗୋଟିଏ ପଟେ କରୋନା ଉଗ୍ର ହେଉଥିବା ବେଳେ ଅନ୍ୟପଟେ ନବମ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ କି ନାହିଁ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଧୀରେ ଧୀରେ କଟକଣା ବଢୁଥିବା ବେଳେ ପରୀକ୍ଷା ଉପରେ