THE BYAPINI

ଛତିଶଗଡ ସୀମାରେ ଲକ୍ଷ୍ମଣରେଖା

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ କଠୋର ହୋଇଛନ୍ତି ସରକାର । କରୋନା ସଂକ୍ରମଣରେ ରୋକିବା ପାଇଁ ନୂଆ ଗାଇଡଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର। ଏଣିକି ଛତିଶଗଡ଼କୁ ସମସ୍ତ ପ୍ରକାର ଗାଡ଼ି ଚଳାଚଳ ବନ୍ଦ ପାଇଁ ନିର୍ଦ୍ଦେଶ

ବିନା ରିପୋର୍ଟରେ ଓଡିଶା ମନା

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ କଠୋର ହୋଇଛନ୍ତି ସରକାର । ସଂକ୍ରମଣରେ ରୋକ୍ ପାଇଁ ନୂଆ ଗାଇଡଲାଇନ ଜାରି କରିଛି ସ୍ୱତନ୍ତ୍ର ରିଲିଫ୍ କମିଶନର। ଓଡ଼ିଶା ଆସିବାକୁ ହେଲେ କୋଭିଡ଼ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ । ଏହି

‘ଆମକୁ ଟିକା ଓ ଟଙ୍କା ଦିଅ’

ଦେଶରେ ମହାମାରୀ କରୋନା ମହାବିପଦ ଆଡକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚ୍ୟୁଆଲ ବୈଠକ କରିଛନ୍ତି। କରୋନା ସ୍ଥିତି ଓ କିଭଳି ସଂକ୍ରମଣକୁ

ମାଓ ଜାଲରୁ ମୁକୁଳିଲେ ରାକେଶ୍ୱର

ଛଅ ଦିନ ବନ୍ଦୀ ଜୀବନ କାଟିବା ପରେ ନକ୍ସଲଙ୍କ କବଳରୁ ମୁକ୍ତ ହେଲେ ଅପହୃତ ଯବାନ ରାକେଶ୍ୱର ସିଂହ ମନହାସ୍ ।ମାଓବାଦୀମାନେ ଦୀର୍ଘ ୫ ଦିନ ଯାଏଁ ତାଙ୍କୁ ବନ୍ଦୀକରି ରଖିବା ପରେ ଯବାନ ରାକେଶ୍ବରଙ୍କୁ ଛାଡ଼ି ଦେଇଛନ୍ତି । ରାକେଶ୍ବରଙ୍କୁ

ଭୋଟ ଆଗ ନା ଜୀବନ ଆଗ ?

ଭୋଟ ଆଗ ନା ଜୀବନ ଆଗ ? ନିର୍ବାଚନ ଆଗ ନା ଜନସ୍ୱାସ୍ଥ୍ୟ ଆଗ ? ଯେଉଁ ଜନତାଙ୍କ ପାଇଁ ଏତେ ନାଟକ ଚାଲିଛି, ଏତେ ପ୍ରଚାର ହେଉଛି ଯଦି ସେହି ଜନତାଙ୍କ ଜୀବନ ଖଣ୍ଡିଏ ଭୋଟ ପାଇଁ ବିପଦରେ ପଡେ ତାହାଲେ କିଏ ହେବ ଦାୟୀ ? ଭୋଟ ସରିଲେ ଯଦି

ବିନା ଭକ୍ତରେ ରୁକୁଣା ରଥଯାତ୍ରା!

ରଥାରୂଢ଼ ଶ୍ରୀଲିଙ୍ଗରାଜଙ୍କୁ ଦେଖିବା ପାଇଁ ଅପେକ୍ଷା କରିଛନ୍ତି ଲକ୍ଷ ଲକ୍ଷ ଭକ୍ତ । ହେଲେ ମହାମାରୀ ପାଇଁ ମନପୁରାଇ ଶ୍ରୀଲିଙ୍ଗରାଜଙ୍କୁ ଦେଖିପାରିବେନି ଭକ୍ତ । ଚଳିତ ବର୍ଷ ବି ବିନା ଭକ୍ତରେ ହେବ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା

ସଙ୍କଟ ବେଳେ ସଞ୍ଜିବନୀ ଶେଷ…

ସ୍ଥିତି ବିଗୁଡୁଛି, ସଞ୍ଜିବନୀ ସରୁଛି । କରୋନା ଯେତେବେଳେ ଭୟଙ୍କର ରୂପ ଧାରଣ କରୁଛି ଠିକ୍ ସେତିକି ବେଳେ ହିଁ ଭ୍ୟାକ୍ସିନର ଅଭାବ ଦେଖିବାକୁ ମିଳୁଛି । ଦେଶରେ ଯେବେ କରୋନା ଟିକେ କଚ୍ଛପ ଗତିରେ ମାଡୁଥିବା, ଟିକେ ଧିମା ହୋଇଥିଲା

‘ଆଜି ଟିକା ନପହଚିଂଲେ, ଶନିବାରଠୁ ଟିକାକରଣ ବନ୍ଦ’

କରୋନା ସଂକ୍ରମଣ ଯେତେବେଳେ ଦେଶ ଓ ରାଜ୍ୟରେ ବଢିଚାଲିଛି ସେତେବେଳେ ଦେଖାଦେଇଛି ଟିକାର ଅଭାବ । ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟସରକାର ଟିକାକରଣକୁ ଜୋରଦାର କରୁଥିବା ବେଳେ ଏବେ ଦେଖାଦେଇଛି ଟିକାର ଅଭାବ । ଆଜି ସନ୍ଧ୍ୟା

ଏସବିଆଇ ମୁଖ୍ୟ କାର୍ଯ୍ୟାଳୟ ପୁଣି ସିଲ୍

ବଢିଲା କଟକଣା । ଭୁବନେଶ୍ୱର ଏସବିଆଇ ମୁଖ୍ୟ କାର୍ଯ୍ୟାଳୟକୁଆଉ ୪ ଦିନ ପାଇଁ ସିଲ କରାଯାଇଛି । ଆଜିଠାରୁ ୧୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ୟୁନିଟ-୧ ସ୍ଥିତ ଏସବିଆଇ ମେନ୍ ବ୍ରାଞ୍ଚ ପୁଣି ସିଲ୍ କରିଛି ବିଏମସି । ଅଧିକ ସଂକ୍ରମିତ

ଏପ୍ରିଲରେ ରେକର୍ଡ ଭାଙ୍ଗୁଛି ସଂକ୍ରମଣ

ମାସକରେ ରାଜ୍ୟରେ କରୋନା ସଂକ୍ରମଣ ଲମ୍ବା ଡିଆଁ ମାରିଛି । ଏପ୍ରିଲ ମାସରେ ଓଡିଶାରେ ସଂକ୍ରମଣ କ୍ରମାଗତ ବଢିବାରେ ଲାଗିଛି । ସ୍ଥିତି ବିଗିଡିବାରେ ଲାଗିଛି । । ନାଇଟକର୍ଫ୍ୟୁ,କଂଟେନମେଂଟ ଜୋନ, କଟକଣା କଡାକଡି ପରେ ମଧ୍ୟ ସଂକ୍ରମଣ