THE BYAPINI

ଏଣିକି କାରରେ ଏକୁଟିଆ ଥିଲେ ମାସ୍କ ବାଧ୍ୟ..ନଚେତ୍..

ଆପଣ କାରରେ ଏକା ଗଲେ ମାସ୍କ ପିନ୍ଧୁନାହାନ୍ତି କି ? ଏଣିକ ହୋଇଯାନ୍ତୁ ସାବଧାନ । କାରରେ ଏକା ଗଲାବଳେ ବି ପିନ୍ଧିବାକୁ ପଡିବ ମାସ୍କ । କରୋନା କାଳରେ ସାଧାରଣ ଲୋକଙ୍କୁ ଦିଲ୍ଲୀ ହାଇକୋର୍ଟ କଡ୍ଡା ତାଗିଦ୍ କରିଛନ୍ତି । ହାଇକୋର୍ଟ

ଟିକା ନାହିଁ, ବନ୍ଦ ହେଲା ଟିକାକରଣ କେନ୍ଦ୍ର

ଯେତେବେଳେ କରୋନାର ଦ୍ୱିତୀୟ ପ୍ରବାହ ତାର କାୟା ମେଲାଉଛି ସେତିକିବେଳେ ରାଜ୍ୟରେ ଦେଖାଦେଇଛି ଟିକାର ଅଭାବ । ସଂକ୍ରମଣକୁ ରୋକିବାକୁ ରାଜ୍ୟ ସରକାର ଟିକାକରଣ ପ୍ରକିୟାକୁ ତ୍ୱରାନିତ କରୁଥିବା ବେଳେ ଟିକା ଅଭାବରୁ ରାଜ୍ୟରେ ୪୦୦

ନିୟନ୍ତ୍ରଣ ବାହାରେ ସଂକ୍ରମଣ!

କରୋନାର କମବ୍ୟାକ ଦେଶରେ ପୁଣିଥରେ ବିସ୍ଫୋରକ ସ୍ଥିତି ସୃଷ୍ଟି କରିଛି । ଦେଶରେ ଲଗାତର ତିନି ଦିନ ମଧ୍ୟରୁ ଦୁଇ ଦିନ ସଂକ୍ରମଣ ସଂଖ୍ୟା ଲକ୍ଷେ ଉପରେ ରହିଛି । ଧୀରେ ଧିରେ ଅଧିକରୁ ଅଧିକ ଲୋକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ ୨୪

ରାଜ୍ୟରେ ସାଂଘାତିକ ହେଉଛି ସଂକ୍ରମଣ

ରାଜ୍ୟରେ କରୋନା ସଂକ୍ରମଣ ଅଣାୟତ ହେବାରେ ଲାଗିଛି । ଲଗାତର କିଛି ଦିନ ହେବ ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ହାରରେ ବୃଦ୍ଧି ପାଉଛି । ଯେତିକି ସଂକ୍ରମିତ ଚିହ୍ନଟ

ସତର୍କ କରାଇଲେ ସିଏମ

ଏଣିକି କଡାକଡି ହେବ କରୋନା କଟକଣା । କରୋନା ଭାଇରସ ସଂକ୍ରମଣ ବୃଦ୍ଧି ‌ଦେଖାଯାଇଥିବାରୁ କଟକଣାକୁ ଆହୁରି ଜୋର କରିଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଆସନ୍ତାକାଲି ଠାରୁ ପୁଲିସ ରାଜ୍ୟରେ ସ୍ବତନ୍ତ୍ର

ସପ୍ତାହକୁ ଦୁଇ ଦିନ ବନ୍ଦ ହୋଇପାରେ ମନ୍ଦିର..ଜାଣନ୍ତୁ କେଉଁଦିନ ଲାଗିପାରେ କଟକଣା?

ସରକାରଙ୍କ ସତର୍କ ଘଂଟି । ପୁଣି ଫେରିଲା କଟକଣା । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଭିଡ କମାଇବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ସରକାର ନେଇପାରନ୍ତି । ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା ବେଳେ କିଛି

ବାଇକରେ ୫୦ ଲକ୍ଷ, କାରରେ କେତେ?

ପିପିଲିରେ ଉଡୁଛି ପୁଳା ପୁଳା ଟଙ୍କା । ଆଉ ଏହି ଟଙ୍କା ସବୁ ଆସୁଛି ଭାୟା ଭୁବନେଶ୍ୱର ହୋଇ । ଏହାର ଝଲକ ସୋମବାର ଦେଖିବାକୁ ମିଳିଛି । ଯେତେବେଳେ ଏକ ବାଇକ ଚାଳକ ଯୁବକଙ୍କ ପାଖରୁ ବ୍ୟାଗ ଭର୍ତ୍ତି ୫୦ ଲକ୍ଷ ଟଙ୍କା ଜବତ କରାଯାଇଛି ।

ରାଜଧାନୀରେ ଆପାର୍ଟମେଂଟ ସିଲ..

ରାଜଧାନୀରେ ବଢିଲା ସଂକ୍ରମଣ ଚିନ୍ତା । ଖୋର୍ଦ୍ଧାରେ ସଂକ୍ରମଣ ସର୍ବାଧିକ ରହୁଥିବା ବେଳେ ଭୁବନେଶ୍ୱରର ଏକ ଆପାର୍ଟମେଂଟରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ମୁଣ୍ଡ ବ୍ୟଥାର କାରଣ ପାଲଟିିଛି । ଭୁବନେଶ୍ୱରରେ ଏକ

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ତୁମୁଳକାଣ୍ଡ

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଉତ୍ତେଜନା । ଅଫଲାଇନ୍ ପରୀକ୍ଷାକୁ ବିରୋଧ କରି ବିଶ୍ୱବିଦ୍ୟାଳୟରେ ଭଙ୍ଗାରୁଜା । ଅଫ୍‌ଲାଇନ୍‌ ପରୀକ୍ଷାକୁ ନେଇ ଛାତ୍ର କଂଗ୍ରେସର ବିକ୍ଷୋଭ ବେଳେ ଉତ୍ତେଜନା । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା

କଙ୍କାଳ କାହାର? ପରିଚୟ ଦେଲେ ମିଳିବ ପୁରସ୍କାର

ପରିଚୟ ଦେଲେ ପୁରସ୍କାର । ଖୋର୍ଦ୍ଧା ଯାଆଁଳା ଫାଣ୍ଡି ପରିସରରେ ଥିବା ଜବତ କାରରୁ ମିଳିଥିବା ମହିଳାଙ୍କ କଙ୍କଳା ଘଟଣାରେ ପୁଲିସକୁ ତଥ୍ୟ ମିଳିପାରିନାହିଁ । ଏଯାଏ ପୁଲିସକୁ ମହିଳା ଜଣକ କିଏ ସେ ନେଇ କିଛି ସନ୍ଧାନ ମିଳିନାହିାଁ