THE BYAPINI

ସୁପ୍ରିମୋ ଧରିବେ ପ୍ରଚାର ମଙ୍ଗ

ପିପିଲି ଯିବେ ନମ୍ବର ୱାନ ଷ୍ଟାର ପ୍ରଚାରକ । ଏବେଠୁ ପିପିଲି ଦାୟିତ୍ ନବୀନଙ୍କର । ପିପିଲିରେ ପ୍ରଚାର ମୈଦାନକୁ ଓହ୍ଲାଇବେ ଖୋଦ୍ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡିରୁ ପ୍ରାର୍ଥୀ ହୋଇଥିବା ସ୍ବର୍ଗତ

ଓଡିଶାରେ ଟିକା ସରିଆସୁଛି!

ସଂକ୍ରମଣ ବଢୁଥିବା ସମୟରେ ଦେଖାଦେଇପାରେ ଟିକାର ଅଭାବ । ଦେଶରେ ଦୈନିକ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ରାଜ୍ୟରେ ମଧ୍ୟ ୫୦୦ ଅତିକ୍ରମ କରିଛି । କରୋନାକୁ ମାତ ଦେବା ପାଇଁ ଟିକାକରଣ ପ୍ରକ୍ରିୟାକୁ ସରକାର ଜୋରଦାର

‘ଆବଶ୍ୟକ ପଡିଲେ ଦିନବେଳା କର୍ଫ୍ୟୁ’

ରାଜ୍ୟରେ ଯେପରି ଭାବେ ସଂକ୍ରମଣ ବୃଦ୍ଧି ପାଉଛି ଆବଶ୍ୟକ ପଡିଲେ ଦିନବେଳା କର୍ଫ୍ୟୁ ଲାଗିପାରେ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏନେଇ ସୂଚନା ଦେଇଛନ୍ତି । କୋଭିଡ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ସରକାର । ଜିଲ୍ଲାପାଳ ମାନଙ୍କ

ଖୋର୍ଦ୍ଧା ବଢାଉଛି ଚିନ୍ତା!

ମାଡି ଚାଲିଛି କରୋନା । ରାଜ୍ୟରେ ୫୦୦ ଅତିକ୍ରମ କରିଛି ସଂକ୍ରମଣ ସଂଖ୍ୟା । ଆଜି ଦେଶରେ ସଂକ୍ରମଣ ସଂଖ୍ୟା ଲକ୍ଷେ ପାର ହୋଇଥିବା ବେଳେ ରାଜ୍ୟରେ ମଧ୍ୟ ୫୦୦ ଅତିକ୍ରମ କରିଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ରେକର୍ଡ ଭାଙ୍ଗିଲା ସଂକ୍ରମଣ..ସ୍ଥିତି ଅସମ୍ଭାଳ

ଦେଶରେ କରୋନା ସଂକ୍ରମଣ ପୂର୍ବ ରେକର୍ଡ ଭାଙ୍ଗିଲା । ନିୟନ୍ତ୍ରଣର ବାହାରକୁ ଗଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ଲକ୍ଷେ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷ ଟପିଛି ।

ବାଚସ୍ପତି ଡରାଇଲେ କାହିଁକି?

ରାଜ୍ୟରେ ଲାଗୁ ହୋଇପାରେ ଦିନ କର୍ଫ୍ୟୁ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ମୁହଁରୁ କିଛି ଏଭଳି ବୟାନ ଲୋକଙ୍କୁ କିଛି ସମୟ ପାଇଁ ତାଜୁବ କରି ଦେଇଥିଲା । ଆଉ ସୂର୍ଯ୍ୟ ମଧ୍ୟ ଏଥିପାଇଁ ଡେଡଲାଇନ ରଖି ସାରିଥିଲେ, ଅଥାର୍ତ ୪ରୁ

‘ମୁଖବହି’ରେ ଅନୁଭବଙ୍କ ମନର କଥା!

ସୋସିଆଲ ମିଡ଼ିଆ ସାହାରାରେ ସାଂସଦ । ମୁଖବହିରେ କହିଛନ୍ତି ମନର କଥା । କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଏବେ ସୋସିଆଲ ମିଡ଼ିଆ ଉପରେ ବେଶ ନିର୍ଭରଶୀଳ ହୋଇପଡିଛନ୍ତି । ନିଜର ମନର କଥା କହିବାକୁ ଏବେ ସୋସିଆଲ ମିଡ଼ିଆ

ବିନା ଦର୍ଶକରେ ଆଇପିଏଲ୍

ବିନା ଦର୍ଶକରେ ଖେଳାଯିବ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ର ୧୪ ତମ ସଂସ୍କରଣ । ବିସିସିଆଇ ଉପ ସଭାପତି ରାଜୀହ ଶୁକ୍ଳା ସୂଚନା ଦେଇଛନ୍ତି । କରୋନା ସଂକ୍ରମଣ ବଢୁଥିବା ଦେଖି ବିସିସିଆଇ ଏନେଇ ବଡ ନିଷ୍ପତ୍ତି ନେଇଛି । ଗତବର୍ଷ ଭଳି ଏଥର

ମହାରାଷ୍ଟ୍ରରେ ଲକଡାଉନ ଭଳି କଟକଣା

କରୋନା ସଂକ୍ରମଣକୁ ଦେଖି ମହାରାଷ୍ଟ୍ରରେ କଡାକଡି ହୋଇଛି କଟକଣା । ପୁରା ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି ସରକାର । ରାତି ୮ ଟାରୁ ସକାଳ ୭ ଟା ପର୍ୟ୍ୟନ୍ତ କର୍ଫ୍ୟୁ ଲାଗୁହେବ । କର୍ଫ୍ୟୁ ସମୟରେ କେବଳ ଜରୁରୀକାଳୀନ

କରୋନା ବ୍ୟାପୁଛି ବଲିଉଡରେ…

ସାରା ଦେଶରେ କରୋନା କମବ୍ୟାକ କରିଥିବା ବେଳେ ବଲିଉଡରେ ବ୍ୟାପୁଛି କରୋନା । ଜଣକ ପରେ ଜଣେ ଅଭିନେତା ସଂକ୍ରମିତ ହେଉଛନ୍ତି । ଆଜି ବଲିଉଡର ଖିଲାଡୀ ବଏ ଅକ୍ଷୟ କୁମାର କରୋନା ଆକ୍ରାନ୍ତ ହୋଇଥିବା ଖବର ଆସିବା ପରେ ଗୋବିନ୍ଦା ପଜିଟିଭ