THE BYAPINI

ପୁଣି କର୍ଫ୍ୟୁ- କଣ୍ଟେନମେଣ୍ଟ- କ୍ୱାରେଣ୍ଟାଇନ !

ଫେରିଲା କଟକଣାର ଯୁଗ । ଲାଗିବ କର୍ଫ୍ୟୁ, ନାଇଟ କର୍ଫ୍ୟୁ ଭଳି କଡା କଟକଣା । ସଂକ୍ରମଣକୁ ପ୍ରତିହତ କରିବାକୁ ସରକାର ନେଉଛନ୍ତି ଏମିତି କିଛି ପଦକ୍ଷେପ । ଜୀବନ ବଞ୍ଚାଇବାକୁ ଏବେ ପୁଣି ଥରେ ଅଜ୍ଞାତବାସକୁ ଯିବାକୁ ହେବ । କରୋନାଠାରୁ

ସିଲ ହେବ ଭୁବନେଶ୍ୱର ଏସବିଆଇ ମୁଖ୍ୟାଳୟ

ଋାଜ୍ୟରେ ପୁଣି ଫେରିଛି କରୋନା ସଂକ୍ରମଣ ଭୟ । କାୟା ମେଲାଉଛି କରୋନା । ଆକ୍ରାନ୍ତଙ୍କ ସଂଖ୍ୟା ବଢିବଢି ଚାଲିଛି । ଖୁବଶୀଘ୍ର ସିଲ୍ ହେବ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଭୁବନେଶ୍ୱର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ । ସ୍‌ବିଆଇ ଶାଖାରୁ

ଦିନବେଳା ଲାଗୁ ହୋଇପାରେ କର୍ଫ୍ୟୁ!

ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଦିନବେଳା କର୍ଫ୍ୟୁ ଲାଗୁ ହୋଇପାରେ । ୪ରୁ ୫ ଦିନ ମଧ୍ୟରେ କର୍ଫ୍ରୁ୍ୟ ଲାଗୁ ହୋଇପାରେ । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏନେଇ ନିଷ୍ପତି ନିଆଯାଇପାରେ ବୋଲି କହିଛନ୍ତି ବାଚସ୍ପତି

ଛତିଶଗଡ଼ରୁ ଛାତିଥରା ଖବର

ଛତିଶଗଡରୁ ଆସିଛି ଦୁଃଖଦ ଖବର । ବିଜାପୁର ଜିଲ୍ଲାରେ ମାଓବାଦୀମାନେ ଅତର୍କିତ ଆକ୍ରମଣ କରିବାରୁ ୨୨ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ୨ ଜଣ ସହିଦ ଯବାନଙ୍କର ମୃତଦେହ ମିଳିଥିବା ବେଳେ ଘଟଣାସ୍ଥଳରେ ଆହୁରି ୨୦ ସହିଦ

‘ସବୁରି ମୂଳରେ ବାଚସ୍ପତି’

ଶନିବାର ଦିନ ବିଧାନସଭାରେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲା,ସେଥିପାଇଁ ବାଚସ୍ପତି ଦାୟୀ । ବିଧାନସଭା ପରିସରରେ ରାତି ତମାମ ବସିବା ପରେ ଧାରଣାରୁ ଓହରି ବିଜେପି ବିଧାୟକମାନେ ସାମ୍ବାଦିକ ସମ୍ମିଳନୀ କରି ଗୃହରେ ବାଚସ୍ପତି

ପଡୋଶୀ ରାଜ୍ୟ ପାଇଁ ବଢୁଛି ସଂକ୍ରମଣ?

ସଂକ୍ରମଣ ବଢୁଥିବାରୁ କଟକଣା ମଧ୍ୟ ଫେରୁଛି । ଆସନ୍ତାକାଲିଠୁ ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗିବ । ଦେଶରେ କରୋନା ତାର କାୟା ମେଲାଉଥିବା ବେଳେ ସତର୍କ ନହେଲେ ରାଜ୍ୟରେ ମଧ୍ୟ ଖରାପ ସ୍ଥିତି ଉପୁଜିପାରେ । ଦିନକୁ ଦିନ ରାଜ୍ୟରେ

ଦୈନିକ ସଂକ୍ରମଣରେ ଭାରତ ବିଶ୍ୱରେ ଏକ ନମ୍ବର

ଦୈନିକ ସଂକ୍ରମଣ ମାମଲାରେ ପୁଣି ଥରେ ବିଶ୍ୱରେ ଭାରତ ପ୍ରଥମ ସ୍ଥାନରେ ପହଂଚି ଯାଇଛି । ଦେଶରେ ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ଅଧିକ ଉଗ୍ର ରୂପ ଧାରଣ କରୁଛି । ୫ମାସ ପରେ ଦିନକରେ ରେକର୍ଡ ୯୩ ହଜାର ନୂଆଁ ଆକ୍ରାନ୍ତ ଚିହ୍ନଟ

‘ସସପେଣ୍ଡ’ ସଲ୍ୟୁସନ ନୁହେଁ !

ସସପେଣ୍ଡ ସଲ୍ୟୁସନ ନୁହେଁ । ଏକଥା ଏଥିପାଇଁ ଉଠୁଛି କାରଣ ବାଚସ୍ପତିଙ୍କୁ ଚପଲ ଫିଙ୍ଗା ଯାଇଛି ଆଉ ତାହା ବି ପୁଣି ବିଧାନସଭାର ପବିତ୍ର ଗୃହରେ । ଯେଉଁ ବିଧାନସଭାକୁ ଗଣତନ୍ତ୍ରର ମନ୍ଦିର କହି ନେତା ମୁଣ୍ଡିଆ ମାରନ୍ତି ସେଠାରେ

ବାଚସ୍ପତିଙ୍କୁ ଚପଲ ମାରି, ବିଜେପି ଦେଖାଉଛି କି ବାହାଦୂରି ?

ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗା । ପୂର୍ବରୁ ବାଚସ୍ପତିଙ୍କ ଉପରକୁ କାଗଜ, କଲମ ଫିଙ୍ଗା ଯିବାର ନଜିର ରହିଥିଲା । କିନ୍ତୁ ଗଣତନ୍ତ୍ରର ମନ୍ଦିରରେ ଆଜି ଯେଉଁ ଦୃଶ୍ୟ ଦେଖିବାକୁ ମିଳିଲା ତାହା ବୋଧହୁଏ ପୂର୍ବରୁ କେବେ ଦେଖିବାକୁ

ଜଗା ଦର୍ଶନ ପାଇଁ ନୂଆ ଏସଓପି

ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାବେଳେ ଶ୍ରୀମନ୍ଦିର ପାଇଁ ନୂଆ ଏସଓପି ଆଣିଛି ମନ୍ଦିର ପ୍ରଶାସନ । ଆସନ୍ତାକାଲିଠାରୁ ସବୁ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର । ଏଣିକି ସକାଳ ୬ଟାରୁ ଜଗା ଦର୍ଶନ କରିବେ ଭକ୍ତ। ଏହାସହ କାଲିଠୁ ସବୁ