THE BYAPINI

ଘନଉଛି ବିପଦ

ଦେଶରେ କରୋନା ସଂକ୍ରମଣ ବେକାବୁ ହେଉଥିବା ବେଳେ ରାଜ୍ୟରେ ମଧ୍ୟ ଲମ୍ବା ଡିଆଁ ମାରିଛି । ୪୦୦ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ରାଜ୍ୟରେ ୪ଶହ ଟପିଲା ଦୈନିକ ସଂକ୍ରମଣ । ଗତ

ଭାଇରସ ବଢାଉଛି ଭୟ

ଦେଶରେ କରୋନା ସଂକ୍ରମଣ ଯେପରି ଭାବରେ ବଢିଚାଲିଛି ଆଗକୁ ଭୟଙ୍କର ସ୍ଥିତି ଉପୁଜିପାରେ । ଦୈନିକ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୮୧, ୪୬୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୪୬୯ ଜଣ

ଭୁଲ୍ କାହାର ଭୋଗିଲା କିଏ?

୨୦୧୭ ସେପଟେମ୍ବର ମାସର କଥା । ରାଜଧାନୀର ଛାତି ଉପରେ ତିଆରି ଚାଲିଥିବା ବୋମିଖାଲ ବ୍ରିଜର ୧୦ ମିଟରର ଏକ ସ୍ଲାବ ଭୁଶୁଡିପଡିଲା । କେହି ମଧ୍ୟ ଏହି କଥାକୁ ଭୁଲିନଥିବେ ଆଉ ନିହାତି ଭାବେ ମନେ ରଖିଥିବେ କିଭଳି ରାଜ୍ୟର ସମସ୍ତ

ଅନୁଭବଙ୍କ ‘ANI’ ପ୍ରେମ!

ଅନୁଭବ ମହାନ୍ତି । ବିଜେଡି ସାଂସଦ । ବିଜେଡିର ଟ୍ୟାଗ୍ ସିନା ଲାଗିଛି କିନ୍ତୁ ଦଳରେ ସମ୍ପୂର୍ଣ୍ଣ କୋଣଠେସା ଅବସ୍ଥାରେ । ସ୍ଥିତି ଏମିତି ହୋଇଛି ଯେ, ପିପିଲି ଭଳି ହାଇଭୋଲଟେଜ ନିର୍ବାଚନରେ ମଧ୍ୟ ଅନୁଭବଙ୍କୁ ଖୋଜା ପଡୁନି । ୨୦୧୯

ପିପିଲିକୁ ଆସ କିନ୍ତୁ ପ୍ରଚାର ମୈଦାନକୁ ନୁହେଁ

ଆଶ୍ରିତଙ୍କ କଥା ଆମେ ବୁଝିବୁ, ତମର ଆବଶ୍ୟକତା ନାହିଁ । ପିପିଲିର ପଦ୍ମ କ୍ୟାମ୍ପରୁ ଏବେ କିଛି ଏଭଳି ଶୁଣିବାକୁ ମିଳୁଛି । ଯେଉଁଠି ପ୍ରଚାର ମୈଦାନରୁ ରାଜ୍ୟସ୍ତରୀୟ ନେତାଙ୍କୁ ସାଇଡଲାଇନ ହେବାକୁ ସଫା ସଫା କୁହାଯାଉଛି ।

ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା

ପବିତ୍ର ଓଡ଼ିଶା ଦିବସ ଅବସରରେ ଚାଷୀଙ୍କ ଖାତାକୁ କାଳିଆ ଟଙ୍କା ପଠାଇ ନୂଆ ଆର୍ଥିକ ବର୍ଷ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଆଜି ୩୪ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟ ଖାତାକୁ କାଳିଆ ଯୋଜନାରେ ୬୯୩.୯୪ କୋଟି

ନନ୍ଦିଗ୍ରାମ ମହାଲଢେଇ

ପଶ୍ଚିମବଙ୍ଗ ନନ୍ଦିଗ୍ରାମରେ ଚାଲିଛି ସବୁଠାରୁ ବଡ ଲଢେଇ ।ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ କଡା ଟକ୍କର ଚାଲିଛି । ମତଦାନ ଚାଲିଥିବାବେଳେ ବିଭିନ୍ନ ବୁଥରେ ହିଂସାକାଣ୍ଡ ମାମଲା ସାମ୍ନାକୁ ଆସିବାରେ

‘କ୍ୟାନସରକୁ ହରାଇବେ କିରଣ’

ମୋ ସ୍ତ୍ରୀ ଜଣେ ଯୋଦ୍ଧା । ସେ କ୍ୟାନସରକୁ ମାତ୍ ଦେବେ । ସେ ଏହି ଯୁଦ୍ଧ ନିଶ୍ଚୟ ଜିତିବେ ।ବଲିଉଡ ଫିଲ୍ମର ଜଣେ ଆଗଧାଡ଼ିର କଳାକାର ତଥା ବିଜେପି ସାଂସଦ କିରଣ ଖେର ବ୍ଲକ କ୍ୟାନସରରେ ଆକ୍ରାନ୍ତ ହୋଇଥିବା ଖବର ପ୍ରଚାରିତ ହେବା ପରେ

‘ମୁଁ ବିଜୁ ବାବୁ ପରି ହେବି’

ଉକ୍ରଳ ଦିବସରେ ରିଲିଜ ହୋଇଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ପ୍ରସ୍ତୁତ ଭିଡିଓ ‘ମୁଁ ବିଜୁ ବାବୁ ପରି ହେବି’ । ଏହି ଭିଡିଓଟିରେ ପ୍ରଥମ ଥର ପାଇଁ ମନ୍ତ୍ରୀ , ବିଧାୟକ ଓ ନେତା ଅଭିନୟ କରିଛନ୍ତି । ବିଜୁ ବାବୁଙ୍କ ଜୀବନୀ

ମାଉସୀ ମା’ ମନ୍ଦିରରୁ ଚୋରି..ଚିନ୍ତା ପ୍ରକଟ କଲେ ଗଜପତି

ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାଉସୀ ଘର କୁହାଯାଇଥିବା ମାଉସୀ ମା’ ମନ୍ଦିରରେ କଳା କନା ବୁଲାଇଛନ୍ତି ଦୁର୍ବୃତ । ଗଜପତି ମହାରାଜା ଦିବ୍ୟସିଂହ ଦେବ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ।