THE BYAPINI

ନବୀନଙ୍କ ପସନ୍ଦ ନେତାଙ୍କ ପୁଅ

ଓଡିଶାକୁ ଦରକାର ଯୁବ ନେତୃତ୍ୱ । ରାଜ୍ୟର ବିକାଶ ପାଇଁ ଲୋକଙ୍କ ବିକାଶ ପାଇଁ ଯୁବଶକ୍ତି ହିଁ ଏକମାତ୍ର ବାଟ । ନୂଆ ଯୁଗ, ନବୀନ ସକାଳ ପାଇଁ ଯୁବବର୍ଗ ହିଁ ଓଡିଶାର ଭବିଷ୍ୟତ । ବୋଧେ ଏମିତି କିଛି ଦୂରଦୃଷ୍ଟି ରଖି ନେତା ବାଛୁଛନ୍ତି

ଜାଣନ୍ତୁ କେଉଁ ଆଠଟି ରାଜ୍ୟରେ ଭୟଙ୍କର ହେଉଛି କରୋନା?

ଦେଶରେ କରୋନା ସଂକ୍ରମଣ ଭୟଙ୍କର ରୂପ ନେଉଥିବା ବେଳେ ୮ ରାଜ୍ୟରେ ସ୍ଥିତି ଅସମ୍ଭାଳ ହୋଇପଡିଛି । ଗୋଟିଏ ଦିନରେ ଦେଶରେ ରେକର୍ଡ ହୋଇଥିବା ୬୮,୦୨୦ଟି ମାମଲା ମଧ୍ୟରୁ ୮୪.୫ ପ୍ରତିଶତ ମାମଲା କେବଳ ଏହି ୮ଟି ରାଜ୍ୟରୁ ରହିଛି ବୋଲି

ଚିନ୍ତା ବଢାଉଛି ଶିକ୍ଷାନୁଷ୍ଠାନରେ ସଂକ୍ରମଣ

ରାଜ୍ୟରେ କରୋନା ସଂଖ୍ୟା ବଢିଚାଲିଥିବା ବେଳେ ଶିକ୍ଷାନୁଷ୍ଠାରେ ବି ସଂକ୍ରମଣ ମାଡିଚାଲିଛି । କଟକ, ଭୁବନେଶ୍ୱର,ରାଉରକେଲା ପରେ ଏବେ ଭବାନୀପାଟଣାରୁ ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ଏକାଧିକ ପିଲା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଯୁଦ୍ଧ ଜିତିବାକୁ ଯୁଧିଷ୍ଠିର ଭରସା?

ପିପିଲି ବ୍ୟାଟଲଗ୍ରାଉଣ୍ଡରେ ହେବ ବଡ ଲଢେଇ । ଉପ-ନିର୍ବାଚନ ପାଇଁ ପିପିଲି ରଣକ୍ଷେତ୍ରକୁ ଓହ୍ଲାଇ ସାରିଲେଣି ୩ ପ୍ରମୁଖ ଦଳର ଯୋଦ୍ଧା । ସବୁଠୁ ବଡ କଥା ହେଲା, ପ୍ରଥମଥର ପାଇଁ ପିପିଲି ବାଜି କିଏ ଜିତିବ ତାହାର ଅନ୍ଦାଜ ଲଗାଇବା

କରୋନାକୁ ନିମନ୍ତ୍ରଣ!

ଦେଶରେ ଦ୍ରୁତଗତିରେ ବଢିଚାଲିଛି ସଂକ୍ରମଣ । ଯେପରି ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି ଆଗକୁ ସତର୍କ ନେହେଲେ ହୁଏତ ସ୍ଥିତି ଭୟଙ୍କର ହୋଇପାରେ । ସରକାର ମଧ୍ୟ କରୋନା ସତର୍କତା ମାନିବାକୁ ବାରମ୍ବାର ପରାମର୍ଶ ଦେଉଛନ୍ତି । ହେଲେ

ଲାଗୁ ହୋଇପାରେ ଲକଡାଉନ! ସଂକେତ ପରେ ପ୍ରସ୍ତୁତି

ପୁଣି ଫେରିପାରେ ଲକଡାଉନ । ମହାମାରୀର ମହାବିପତ୍ତି ଭିତରେ ମହାରାଷ୍ଟ୍ରରେ ପୁଣି ହୋଇପାରେ ଲକଡାଉନ। କରୋନା ସ୍ଥିତି ସମୀକ୍ଷା ପରେ ଏଭଳି ସଙ୍କେତ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। କରୋନାର ଦ୍ୱିତୀୟ ଲହର

ପିପିଲି ପରୀକ୍ଷା: ନୂଆ-ପୁରୁଣା ପ୍ରଶ୍ନ

ଏଥର ବି ସେହି ମହାରଥୀ-ମଙ୍ଗରାଜ-ପଟ୍ଟନାୟକ ଭିତରେ ପିପିଲି ପାଇଁ ଫାଇଟ । ୨୦୧୯ରେ ଯେମିତି ଟାଇଟେଲ ଟକ୍କର ହୋଇଥିଲା ଏଥର ବି ସେହି ଲଢେଇ ହେବ କିନ୍ତୁ ଯୁଦ୍ଧ ଜୁନିୟର ମହାରଥୀଙ୍କ ସହ ହେବାକୁ ଯାଉଛି । ପିପିଲି ମୈଦାନରେ

କଟକଣା ପାଇଁ ଧୋଇଗଲା ରଂଗ ଖେଳ

ଆଜି ରଙ୍ଗର ପର୍ବ ହୋଲି । ହୋଲି ପର୍ବକୁ ସବୁଠି ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ। ହେଲେ ଏଥର କୋଭିଡ କଟକଣା ଭିତରେ ହୋଲି ପାଳନ ହେଉଥିବା କାରଣରୁ ଲୋକଙ୍କ ଭିତରେ ସେତେଟା ଉତ୍ସାହ ପରିଲକ୍ଷିତ ହେଉନାହିଁ। କରୋନା ପାଇଁ ହୋଲି

ସ୍କୁଲ ବନ୍ଦ ନେଇ ବଡ଼ ସୂଚନା

କରୋନା ପାଇଁ ରାଜ୍ୟରେ ବନ୍ଦ ହେବନି ସ୍କୁଲ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି । ଏବେ ରାଜ୍ୟର କେବଳ କିଛି ବେସରକାରୀ ଶିକ୍ଷାନୁଷ୍ଠାନରୁ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋଭିଡ୍

ଚିନ୍ତା ବଢାଉଛି ସଂକ୍ରମଣ

ଦେଶରେ ଦିନକୁ ଦିନ କରୋନା ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ସଂକ୍ରମଣ ମାଡି ମାଡି ଚାଲିଛି । ପ୍ରତିଦିନ ହଜାର ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଲୋକଙ୍କ ମନରେ ଭୟର ବାତାବରଣ ଦେଖାଦେଇଛି । କେବଳ ସଂକ୍ରମଣ ନୁହେଁ,