THE BYAPINI

ପିପିଲି ଲଢେଇ : ୩ ଦଳର ଦେଲାଣି ଚିନ୍ତା ବଢାଇ

ପିପିଲି ଉପ-ନିର୍ବାଚନ ପାଇଁ ୩ ଦଳର ସିପାହୀ ମୈଦାନକୁ ଓହ୍ଲାଇଲେ । ବିଳମ୍ବରେ ହେଉ ପଛେ ରାତି ଅଧିଆ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପିପିଲି ଫାଇଟ ପାଇଁ ଅଜିତ ମଙ୍ଗରାଜଙ୍କୁ ମୈଦାନକୁ ଓହ୍ଲାଇଛି ଦଳ । ଆଉ ଏହାସହ ୩ ପ୍ରମୁଖ

କାଳିଆ ଦର୍ଶନ ସପ୍ତାହକୁ ଛଅ ଦିନ

ଏଣିକି ସପ୍ତାହକୁ ୬ ଦିନ ଦର୍ଶନ ଦେବେ ମହାପ୍ରଭୁ । କରୋନା ପାଇଁ କାଳିଆ ଦର୍ଶନ ଏଣିକି ସପ୍ତାହରେ ୬ ଦିନ ମିଳିବ । ସପ୍ତାହରେ କେବଳ ରବିବାର ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ ବୋଲି ନିଷ୍ପତି ନିଆଯାଇଛି । କରୋନା ସଂକ୍ରମଣକୁ

କେମିତି ଅଛନ୍ତି ରାଷ୍ଟ୍ରପତି ?

ଏମ୍ସ ସ୍ଥାନାନ୍ତର ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗତକାଲି ତାଙ୍କୁ ଆର୍ମି ହସ୍ପିଟାଲରୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିବା ବେଳେ ରାଷ୍ଟ୍ରପତିଙ୍କ ଏକ ବାଇପାସ ସର୍ଜରୀ କରାଯିବ । ତେବେ ବର୍ତ୍ତମାନ ସୁଦ୍ଧା ରାଷ୍ଟ୍ରପତି

କରୋନା ଜାଲରେ କ୍ରିକେଟ ଜଗତ !

ବର୍ଷେ ତଳେ ଯାହା ବର୍ଷେ ପରେ ସେୟା । ସେହି ଭୟ, ସେହି ଡର, ସେହି ଆତଙ୍କ । ଛାତିରେ ଛାତିଏ ଛନକା, ଆଖିରେ ଆଖିଏ ଆଶଙ୍କା । ଯାହାକୁ ଦେଖିଲେ ତାକୁ କରୋନା । ସମସ୍ତେ ସଂକ୍ରମିତ, ପୁଳାପୁଳା ପଜିଟିଭ ସଂଖ୍ୟା । କରୋନାର ୨ୟ ଲହର ପୁଣି

କରୋନା କଲାଣି କମବ୍ୟାକ୍ ! ୧୦ ଦିନରେ ସଂକ୍ରମଣ ଦୁଇଗୁଣ

ଦେଶରେ ହୁ ହୁ ହୋଇ ବଢିଲାଣି କରୋନା ସଂକ୍ରମଣ । ଗତବର୍ଷ ଭଳି ସ୍ଥିତି ଉପୁଜିବା ନେଇ ଆଶଙ୍କା ଦେଖାଦେଲାଣି । ଗତ ୨୪ ଘଣ୍ଟାର କରୋନା ରିପୋର୍ଟରେ କିଛି ଏଭଳି ଦିଗ ସାମ୍ନାକୁ ଆସୁଛି । କାରଣ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୨ ହଜାର

ବଡଦେଉଳରୁ ଖସିଲା ମୂର୍ତ୍ତି

ବଡଦେଉଳରୁ ଆସିଲା ବଡ ଖବର । ଶ୍ରୀମନ୍ଦିରରୁ ଖସିଲା ମୂର୍ତ୍ତି । ପୁରୀ ଜଗନ୍ନାଥ ମନ୍ଦିରରୁ ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ଖସିଥିବା ଜଣାପଡିଛି । ଶ୍ରୀମନ୍ଦିର ପଶ୍ଚିମଦ୍ୱାର ନିକଟ ନୃସିଂହନାଥ ମନ୍ଦିରରୁ ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି

ଜୁନିୟର ମହାରଥୀଙ୍କ ପାଇଁ ମାନିଗଲେ କି ମା’ ?

ମାନିଗଲେ କି ପ୍ରତିଭା ମହାରଥୀ? ଦୂର ହୋଇଯିବ କି ଅଭିମାନ, ପୁଅ ପାଇଁ ପିପିଲି ପଡିଆକୁ ଓହ୍ଲାଇବେ କି ମା? ଏଭଳି ଅନେକ ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ପିପିଲି ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ଦିବଙ୍ଗତ ବିଧାୟକ

ଟିକାକୁ ନେଇ ଟଣାଟଣି!

ଟିକା ଯୋଗାଣକୁ ନେଇ ମୁହାଁମୁହିଁ ହୋଇଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର । ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ଚିଠି ପରେ ଆଜି ଜବାବ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ରାଜ୍ୟ,ରାଜ୍ୟ ମଧ୍ୟରେ ଟିକା ଯୋଗାଣରେ ପାତର ଅନ୍ତର

ବଢିଲା ବିଜୁଳି ଦର: ଜାଣନ୍ତୁ କେତେ ଥିଲା,କେତେ ହେଲା?

ଘରୋଇ ଉପଭୋକ୍ତାଙ୍କ ପାଇଁ ବଢିଲା ବିଦ୍ୟୁତ ଦର । ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧିକୁ ଙଋଜଉ ତରଫରୁ ମଂଜୁରୀ ମିଳିଛି। ସବୁ ସ୍ଲାବରେ ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି ହୋଇଛି ।। ଆସନ୍ତା ଏପ୍ରିଲ ମାସ ୪ ତାରିଖରୁ ଲାଗୁ ହେବ ବର୍ଦ୍ଧିତ

ଶିକ୍ଷାନୁଷ୍ଠାନରେ ବ୍ୟାପୁଛି କରୋନା

ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଶିକ୍ଷାନୁଷ୍ଠାନରେ ବ୍ୟାପୁଛି ସଂକ୍ରମଣ । ସ୍କୁଲ, କଲେଜରେ ଅଧିକାଂଶ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କଟକ, ଭୁବନେଶ୍ୱର , ଢେଙ୍କାନାଳ ପରେ ଏବେ ଝାରସୁଗୁଡ଼ାରେ ଗୋଟିଏ