ରାଜ୍ୟ ପ୍ରେମ କରିବା କ’ଣ ପାପ? Byapini Bureau Mar 27, 2021 0 ସମ୍ମାନ ପାଇଁ ନିଜ ଝିଅକୁ ବି ଜୀବନରୁ ମାରିବାକୁ ପଛାଇଲେନି ପରିବାର ଲୋକ । ନିଜ ପସନ୍ଦର ପୁଅକୁ ବାହା ହେବା ଘର ଲୋକଙ୍କୁ ହଜମ ହେଲାନି । ଶେଷରେ ନିଜ ଝିଅକୁ ମାରି ମାଟି ତଳେ ପୋତିଦେଲେ । ଏଭଳି ଅଭିଯୋଗ ଆସିଛି ପୁରୀ ଚନ୍ଦନପୁରର!-->…
ରାଜ୍ୟ ‘କେତେ ଉଠିଛି ଧାନ ହିସାବ ଦିଅ’ Byapini Bureau Mar 27, 2021 0 ବିଧାନସଭାରେ ଆଜି ପୁଣି ଧାନ କିଣାକୁ ନେଇ ଅଚଳାବସ୍ଥା ଦେଖାଦେଇଛି । ମଣ୍ଡିରୁ କେତେ ଧାନ ଉଠିଛି ତାର ହିସାବ ମାଗିବିଧାନସଭାରେ ହୋହାଲ୍ଲା କରିଛନ୍ତି ବିରୋଧୀ । ଗୃହର ମଧ୍ୟଭାଗକୁ ଆସି ବିଜେପି ସଦସ୍ୟ ପାଟିତୁଣ୍ଡ କରିବାରୁ ଗୃହକୁ!-->…
ରାଜ୍ୟ ଏନଆଇଟିରେ କରୋନା ଭୟ Byapini Bureau Mar 27, 2021 0 ବଦଳିଲା ନିଷ୍ପତି । କୋଭିଡ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଅଫଲାଇନ୍ ନୁହେଁ ଅନଲାଇନ୍ରେ ହେବ ନିଟ୍ ଶେଷ ବର୍ଷ ଫାଇନାଲ୍ ସେମିଷ୍ଟାର ପରୀକ୍ଷା। ଏନଆଇଟି ସିନେଟ ବୈଠକରେ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସ୍ତାବିତ!-->…
ରାଜ୍ୟ ଚିନ୍ତା ବଢାଇବ କି ଖୋର୍ଦ୍ଧା? Byapini Bureau Mar 27, 2021 0 ରାଜ୍ୟରେ ପ୍ରତିଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ଚିନ୍ତାଜନକ । ୨୪ ଘଂଟାରେ ରାଜ୍ୟରେ ୨୧୦ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ!-->…
ନେତା ରେକର୍ଡ ଭାଙ୍ଗୁଛି ଭାଇରସ Byapini Bureau Mar 27, 2021 0 ଦିନକୁ ଦିନ କରୋନାର ସ୍ଥିତି ଭୟଙ୍କର ରୂପ ନେଉଛି । ନିୟନ୍ତ୍ରଣ ବାହାରକୁ ଯାଉଛି ସଂକ୍ରମଣ । ଦେଶରେ ସଂକ୍ରମଣ ଦ୍ରତ ଗତିରେ ବଢି ଚାଲିଛି । ଦେଶରେ ୬୦ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୬୨ ହଜାର ୨୫୮ଜଣ!-->…
ଦେଶ କ୍ରିକେଟର ଭଗବାନଙ୍କୁ କରୋନା Byapini Bureau Mar 27, 2021 0 କ୍ରିକେଟର ଭଗବାନ ତଥା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି।ଏବେ ହୋମ କ୍ୱାରେଣ୍ଟାଇନରେ ଥିବା ମଧ୍ୟ!-->…
ରାଜ୍ୟ ଆଉ କାନ୍ଦିବନି କଳିଙ୍ଗ ଷ୍ଟୁଡିଓ… Byapini Bureau Mar 27, 2021 0 ପ୍ରାଣ ଫେରି ପାଇବ କଳିଙ୍ଗ ଷ୍ଟୁଡିଓ । ପୁଣି ଶୁଣିଭ ଲାଇଟ, କ୍ୟାମେରା, ଆକ୍ସନ । ଓଡିଶାର ରାମୋଜୀ ଫିଲ୍ମସିଟି କୁହାଯାଉଥିବା କଳିଙ୍ଗ ଷ୍ଟୁଡିଓ ନୂଆ ରୂପ ନେବ ଅର୍ଥାତ ଏହାର ନବକଳେବର ହେବ । ଦୀର୍ଘ ୪୦ ବର୍ଷ ତଳେ ଓଡିଆ!-->…
ରାଜ୍ୟ ‘ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବି’ Byapini Bureau Mar 26, 2021 0 ପିପିଲି ଉପନିର୍ବାଚନ ପାଇଁ ବିଜେଡି ଦିବଂଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କ ନାଁ ଘୋଷଣା କରିଛି । ବିଜେଡିରୁ ପ୍ରାର୍ଥୀ ହେବା ପରେ ରୁଦ୍ର ମହାରଥୀ ଭାବବିହ୍ନଳ ହୋଇଯାଇଛନ୍ତି । ଗଣମାଧ୍ୟମ ସାମନାରେ ପ୍ରତିକ୍ରିୟା ଦେବା!-->…
ରାଜ୍ୟ ରୁଦ୍ର ମହାରଥୀଙ୍କୁ ବିଜେଡି ଟିକେଟ Byapini Bureau Mar 26, 2021 0 ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପିପିଲି ବିଧାନସଭାର ଉପ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀ ଘୋଷଣା କରିଛି । ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ରପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ କରାଯାଇଛି। ତାଙ୍କ ନାମ!-->…
ରାଜ୍ୟ ରାଜ୍ୟରେ ବଢିଛି ରେପ୍ ! Byapini Bureau Mar 26, 2021 0 ଅସୁରକ୍ଷିତ ଓଡିଶା । ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ ରାଜ୍ୟ । ଘରୁ ବାହାରିଲେ ଭୟ ଘାରୁଛି । ପଦାକୁ ଗୋଡ କାଢିଲେ ଡର ଲାଗୁଛି । ଛକ ଛକରେ, ଗଳି କନ୍ଦିରେ, ନିଛାଟିଆ ରାସ୍ତାରେ ଛକି ରହୁଛନ୍ତି ଯୌନ ପିପାସୁ । ଆଉ ଝିଅଟିଏ କି!-->…