THE BYAPINI

କେତେ ପ୍ରବାସୀଙ୍କୁ ନିଯୁକ୍ତି ମିଳିଛି?

କରୋନାଠୁ ବଡ଼ ମହାମାରୀ ହେଉଛି ବେକାରୀ । ବେକାରୀ ପ୍ରସଙ୍ଗକୁ ନେଇ ମୁଲତବୀ ପ୍ରସ୍ତାବ ଆଲୋଚନା ସମୟରେ ବିରୋଧୀ ଦଳ ମୁଖ୍ୟ ସଚେତକ ଏଭଳି ବିବୃତି ରଖିଛନ୍ତି । ରାଜ୍ୟର ନିଯୁକ୍ତି ପ୍ରକ୍ରିୟା ପ୍ରିୟାପ୍ରୀତିରେ ଚାଲିଛି । ୧୮ ଲକ୍ଷ

ଜାଣନ୍ତୁ କାଲି କାହିଁକି ଭାରତ ବନ୍ଦ?

କେନ୍ଦ୍ର କୃଷି ଆଇନକୁ ବିରୋଧ ଜାରି ରଖିଥିବା କୃଷକଙ୍କ ଆନ୍ଦୋଳନକୁ ଶୁକ୍ରବାର ୪ ମାସ ପୁରିବାକୁ ଯାଉଛି । କୃଷି ଆଇନର ପ୍ରତିବାଦରେ ପୁନର୍ବାର ଭାରତ ବନ୍ଦ ଡାକରା ଦେଇଛନ୍ତି ଚାଷୀ ସଂଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା। ଆସନ୍ତା କାଲି

ରାଜଧାନୀ ରାଜରାସ୍ତାରେ ଗର୍ଜିଲା କଂଗ୍ରେସ

ରାଜନୈତିକ ରେସରେ ପଛରେ ପଡିଯାଇଥିବା କଂଗ୍ରେସ ଏବେ ପୁଣି ନିଜର ଦବଦବା ଜାହିର କରିବା ପାଇଁ ଅଂଟା ଭିଡିଛି । ରାଜ୍ୟରେ ମଳିନ ପଡିଯାଇଥିବା କଂଗ୍ରେସ ଦଳ ଏବେ ପୁଣି ଆକ୍ଟିଭ ହୋଇଯାଇଛି । ରାଜଧାନୀ ରାଜରାସ୍ତାରେ ଗୁରୁବାର ଦେଖିବାକୁ

ସମୀକ୍ଷା କରିଦେଲେ ସମସ୍ୟା କମିଯିବ କି?

ଜଳ ଅଛି ତ ଜୀବନ ଅଛି । ବିନା ଜଳରେ ଦୂବ ବି କଅଁଳିବା ଅସମ୍ଭବ । ଆଗକୁ ତାତି ବଢିବ ଓ ଜଳ ସଂକଟ ମଧ୍ୟ ଦେଖାଦେବ । ପ୍ରତିବର୍ଷ ମାର୍ଚ୍ଚ ୨୨କୁ ଜଳ ଦିବସ ରୂପେ ପାଳନ କରାଯାଇଥାଏ । ସୋସିଆଲ ମିଡିଆରେ ଅନେକ ସେଭ ୱାଟର ଭଳି ଅନେକ ନାରା

ସୁନ୍ଦରଗଡରେ ସଞ୍ଜିବନୀ ନଷ୍ଟ !

() ଟୀକାନେବାରେ ନମ୍ବର ୧ ଓଡିଶା, ଟୀକା ନଷ୍ଟରେ ନମ୍ବର ୧ ସୁନ୍ଦରଗଡ । ଟୀକାକରଣ ନେଇ ସାରା ଭାରତରେ ଯେତେବେଳେ ଓଡିଶାକୁ ପ୍ରଶଂସା କରାଯାଉଛି । ରାଜ୍ୟ ସରକାରଙ୍କ ଉଦ୍ୟମ ଓ ମହାମାରୀ ମୁକାବିଲା ପାଇଁ ନିଷ୍ଠାର କାମ କରାଯାଉଛି

ଶିକ୍ଷାନୁଷ୍ଠାନରେ ବ୍ୟାପୁଛି ସଂକ୍ରମଣ

ଶିକ୍ଷାନୁଷ୍ଠାନରେ ବ୍ୟାପୁଛି କରୋନା ସଂକ୍ରମଣ । ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବିଭିନ୍ନ ଶିକ୍ଷା ଅନୁଷ୍ଠାନରୁ ଅଧିକ ସଂଖ୍ୟା‌ରେ ସଂକ୍ରମିତ ଚିହ୍ନଟ ହେବା ଘଟଣା ପ୍ରଶାସନର ଚିନ୍ତା ବଢାଇଛି। ଏଭଳି ସ୍ଥିତିରେ

ଭୟ ବଢାଉଛି ଭାଇରସ

ଦେଶରେ କରୋନା ସଂକ୍ରମଣ ୫୦ ହଜାର ଟପିଥିବା ବେଳେ ରାଜ୍ୟରେ ମଧ୍ୟ ସ୍ଥିତି ଖରାପ ହେବାରେ ଲାଗିଛି । ସପ୍ତାହକ ମଧ୍ୟରେ ଶହେ ତଳେ ଥିବା ସଂକ୍ରମଣ ଏବେ ୨୦୦ ଟପିଛି । ଯାହା ସରକାରଙ୍କ ନିଦ ହଜାଇଦେଇଛି । ମାଲକାନଗିରି ଓ ନବରଙ୍ଗପୁରରେ

ସାବଧାନ! ସତର୍କ ନହେଲେ ଅସମ୍ଭାଳ

ସାବଧାନ! ସତର୍କ ନହେଲେ ଅସମ୍ଭାଳ ହେବ ସ୍ଥିତି । ପୁଣି ଥରେ ଲୋକଙ୍କ ମନରେ ଛନକା ପଶାଇଲାଣି କରୋନା । ଦେଶରେ ଦୀର୍ଘ ୫ମାସର ବ୍ୟବଧାନ ପରେ ୫୦ ହଜାର ଟପିଛି ସଂକ୍ରମଣ ସଂଖ୍ୟା । ୨୦୨୦ ଅକ୍ଟୋବର ୨୩ ପର ଠାରୁ ଗତ ୨୪ ଘଣ୍ଟା ମଧ୍ୟରେ

ପିପିଲି କଥା ବୁଝୁନାହାନ୍ତି କି ଧର୍ମେନ୍ଦ୍ର?

ପିପିଲି ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ମୈଦାନକୁ ଓହ୍ଲାଇବା ପୂର୍ବରୁ ଚାଲିଛି ଯୁଦ୍ଧ ଜିତିବାକୁ ପ୍ରସ୍ତୁତି । ପୁଣିଥରେ ପିପିଲିରେ ଶଙ୍ଖନାଦ କରିବାକୁ ବିଜେଡି ମାଷ୍ଟରପ୍ଲାନ କରୁଥିବା ବେଳେ କଂଗ୍ରେସ ମଧ୍ୟ ପିପିଲିରେ

ସରକାରଙ୍କ ଇଜ୍ଜତ ତଳେ ପକାଇଲେଣି କି ଅଚ୍ୟୁତ?

କିଟ୍ ଓ କିସ୍ ପାଇଁ ତାଳି, ସରକାରଙ୍କୁ ଗାଳି । କିଟ୍ ଓ କିସ୍ ନାଁ ଉପରକୁ ଉଠିଲା, ସରକାରଙ୍କ ନାଁ ତଳେ ପଡିଲା । ସରକାରଙ୍କୁ ଅକଳରେ ପକାଇଲାଣି କି ଅଚ୍ୟୁତଙ୍କ ହାତଗଢା କିଟ୍ ଓ କିସ୍ । ଏଭଳି ଏକ ଚର୍ଚ୍ଚା ଏଥିପାଇଁ ଆରମ୍ଭ