THE BYAPINI

ଜିଲ୍ଲାରୁ ଜିଲ୍ଲା ଡେଇଁଲା ନାଇଟ କର୍ଫ୍ୟୁ

ରାଜ୍ୟରେ କରୋନା ସଂକ୍ରମଣର କମବ୍ୟାକ ସରକାରଙ୍କ ନିଦ ହଜାଇଦେଇଛି । ପୁଣି ଫେରିଛି କଟକଣା । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କଟକଣା କଡାକଡି କରାଯାଉଛି । ମାଲକାନଗିରି ଜିଲ୍ଲାରେ ନାଇଟ କର୍ଫ୍ୟୁ ଘୋଷଣା ପରେ ଏବେ ନବରଙ୍ଗପୁର

ପଶ୍ଚିମ ଓଡିଶାକୁ କରୋନା ଭୟ

ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବା ବେଳେ ପଶ୍ଚିମଓଡିଶାକୁ ଘାରିଛି କରୋନା ଭୟ । ରାଜ୍ୟରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ନୂଆପଡାରୁ । ଗତ ୨୪ ଘଂଟାରେ ରାଜ୍ୟରେ ୧୭୦

ଓଡିଶାରେ ୟୁକେ ଷ୍ଟ୍ରେନ

ଦେଶରେ ଚିହ୍ନଟ ହେଉଥିବା କରୋନାର ନୂଆ ଷ୍ଟ୍ରେନ ସରକାରଙ୍କ ଚିନ୍ତା ବଢ଼ାଇଛି। ଓଡିଶାରେ ୟୁକେ ଷ୍ଟ୍ରେନ୍ । ଦେଶର ୧୮ଟି ରାଜ୍ୟରେ କରୋନାର ୭୭୧ ରୂପରେଖ ଚିହ୍ନଟ ହୋଇଛି । ଏଥିରୁ ୭୩୭ ବ୍ରିଟେନ ଷ୍ଟ୍ରେନ, ୩୪ ଦକ୍ଷିଣ ଆଫ୍ରିକା

ସରକାରଙ୍କୁ ଡରାଇଲାଣି ସଂକ୍ରମଣ!

କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଏହା ପୁଣି ଥରେ ସରକାରଙ୍କ ନିଦ ହଜାଇଦେଇଛି । ପୁଣି ଯେଭଳି ସଂକ୍ରମିତଙ୍କ ସଂଖ୍ୟା ଆକାଶଛୁଆଁ ନହେବ ସେନେଇ ଜରୁରୀ ପଦକ୍ଷେପ ମାନ ଗ୍ରହଣ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ହୋଲି

କେବେ ନେବେ କୋଭିସିଲ୍ଡ଼ ଟିକାର ଦ୍ୱିତୀୟ ଡ଼ୋଜ ?

କେବେ ନେବେ କୋଭିସିଲ୍ଡ଼ ଟିକାର ଦ୍ୱିତୀୟ ଡ଼ୋଜ ? ଏନେଇ ନୂଆ ମାର୍ଗଦର୍ଶିକା ଆସିଛି । ଏଣିକି ୪ରୁ ୬ସପ୍ତାହ ପରିବର୍ତ୍ତେ ୪ରୁ ୮ ସପ୍ତାହ ମଧ୍ୟରେ ଦିଆଯିବ ଦ୍ୱିତୀୟ ଡ଼ୋଜ । କେବଳ କୋଭିସିଲ୍ଡ ଟିକା ପାଇଁ ଏହି ନୀୟମ କାର୍ୟ୍ୟକାରୀ ହେବ

ରବିବାର ମିିଳିବନି ଜଗା ଦର୍ଶନ!

ରାଜ୍ୟରେ କରୋନା ସ୍ଥିତି ବିଗିଡିବାରେ ଲାଗିଥିବାରୁ ପୁଣି ଫେରୁଛି କଟକଣା । ପୁରୀ ଶ୍ରୀମନ୍ଦିରରେ ମଧ୍ୟ କଟକଣା କଡ଼ାକଡି କରାଯାଇପାରେ । କିଛି ଦିନ ଧରି ଶ୍ରୀମନ୍ଦିରରେ କଟକଣା ମୁକ୍ତ ଦର୍ଶନ ପରେ ପୁଣି କଟକଣା ଲାଗୁ ହୋଇପାରେ ।

ମାସ୍କ ପିନ୍ଧୁନ, ମେଡିକାଲ ଯିବ…!

ମାଡି ଆସୁଛି ଘୋର ବିପଦ । ପୁଣି ଧଡଧଡ ହେଲାଣି ଛାତି । ଲହଲହ ଜିଭ କରି କାୟା ମେଲାଇବା ଆରମ୍ଭ କଲାଣି କରୋନାର ୨ୟ ଲହର । ଦେଶରେ ସାଙ୍ଘାତିକ ହେଲାଣି ସଂକ୍ରମଣ ସ୍ଥିତି । ଅନେକ ରାଜ୍ୟରେ ବି ଫେରିଲାଣି ଲକଡାଉନ ପରିସ୍ଥିତି । ହୁ ହୁ

ବିଧାନସଭାରେ ‘ବ୍ୟୋମକେଶ’ ଝଡ଼

ବିଧାୟକଙ୍କ ଭାଇରାଲ ଅଡିଓକୁ ନେଇ ଝଡ଼ । ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟଙ୍କର ଭାଇରାଲ ଅଡିଓକୁ ନେଇ ପଡିଲା ଉଠିଲା ବିଧାନସଭା । ମୁହାଁମୁହିଁ ହେଲେ ବିରୋଧୀ ଦଳ ନେତା ଓ ବ୍ୟୋମକେଶ ରାୟ । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ

ରାଜ୍ୟରେ ବିଗୁଡିଛି ସ୍ଥିତି

ରାଜ୍ୟରେ ଧୀରେ ଧୀରେ ସ୍ଥିତି ବିଗିଡବାରେ ଲାଗିଲାଣି । ଦେଶରେ କରୋନାର ଦ୍ୱିତୀୟ ଲହରୀ ଆରମ୍ଭ ହୋଇଥିବା ବେଳେ ଓଡିଶାରେ ମଧ୍ୟ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ରାଜ୍ୟରେ ୧୦୦

ସତର୍କ ନହେଲେ ଲକଡାଉନ!

ଗତ ବର୍ଷ ଠିକ ଆଜିର ଦିନରେ କେନ୍ଦ୍ର ସରକାର ଲକଡାଉନ ଲାଗୁ କରିଥିଲେ । କିନ୍ତୁ ବର୍ଷ ପରେ ପୁଣି କରୋନା ତାର କାୟା ବିସ୍ତାର କରିଛି । ଦେଶରେ ଯେପରି ଭାବେ ଏବେ ସଂକ୍ରମଣ ବଢୁଛି , ହୁଏତ ଦିନେ କି ଦୁଇ ଦିନ ଭିତରେ ଏହା ୫୦ ହଜାର