THE BYAPINI

ଏପ୍ରିଲ ପହିଲାରୁ କେଉଁମାନେ ନେବେ ଟିକା?

ଦେଶରେ କରୋନା ସଂକ୍ରମଣ ପୁଣି ବଢିଚାଲିଥିବା ବେଳେ ଏହାରି ମଧ୍ୟରେ କରୋନା ଟିକାକରଣକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ଆସନ୍ତା ଏପ୍ରିଲ ୧ରୁ ଦେଶରେ ୪୫ବର୍ଷ ବୟସରୁ ଉର୍ଦ୍ଧ୍ବ ସମସ୍ତ ନାଗରିକଙ୍କୁ ଦିଆଯିବ କରୋନ ଟିକା।

ସରକାରୀ ସ୍କୁଲ ପିଲାଙ୍କୁ ସରକାରଙ୍କ ଭେଟି

ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର । କାରୀ ହାଇସ୍କୁଲରେ ପଢ଼ିଥିବା ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଓ ଇଞ୍ଜିନିୟରିଂ ପଢ଼ିବା କ୍ଷେତ୍ରରେ ୧୫ ପ୍ରତିଶତ ସଂରକ୍ଷଣ ଦିଆଯିବ।ବିଧାନସଭାରେ ଏନେଇ ସଂକଳ୍ପ

ବିଜେଡି ବ୍ୟୁହକୁ ଭେଦ କରିପାରିବ କି ବିଜେପି?

ପିପିଲି ନିର୍ବାଚନ ପାଇଁ ଆଜିଠୁ ବିଧିବଦ୍ଧ ଭାବେ ବାଜିଛି ବିଗୁଲ । ହାଇଭୋଲଟେଜ ଲଢେଇ ପାଇଁ ପ୍ରସ୍ତୁତ ହେଲାଣି ପିପିଲି ଋଣଭୂମି । ୪୦ ଡିଗ୍ରୀ ଖରାକୁ ଖାତିର ନକରି ନେତା ଏବେ ପିପିଲି ମୁହାଁ । ଏସବୁ ଭିତରେ ପିପିଲି ବାଜି ଜିତିବ

ମହାମାରୀ ପାଇଁ ମୁଖ୍ୟମନ୍ତ୍ରୀ କରିବେ ସମୀକ୍ଷା : ନିଷ୍ପତିକୁ ପୂରା ରାଜ୍ୟର ଅପେକ୍ଷା?

ରାଜ୍ୟରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହୋଇଥିବା ବେଳେ ଆସନ୍ତାକାଲି କରୋନା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଆଉ ନବୀନଙ୍କ ଏହି ସମୀକ୍ଷା ବୈଠକକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି । ସମୀକ୍ଷା ପରେ ନବୀନ

ରାଷ୍ଟ୍ରପତି ଦେଲେ ଲକ୍ଷେ ଟଙ୍କା…

ବଡ ଠାକୁର ଓ ବଡ ଦେଉଳର ବିକାଶ ଅଭିଯାନରେ ସାମିଲ ହେଲେ ଦେଶର ପ୍ରଥମ ବ୍ୟକ୍ତି । ସମର୍ପଣ ନିଧି ସଂଗ୍ରହ ଅଭିଯାନରେ ଯୋଡି ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ଫେରିବା ବେଳେ ଏହି

ଆଇନ ମନ୍ତ୍ରୀଙ୍କୁ ଆଉଟ କରିବେ କି ନବୀନ?

ପଦ୍ମ ଦଳର ଟାର୍ଗେଟରେ ମନ୍ତ୍ରୀ ପ୍ରତାପ ଜେନା । ଧାନ କିଣା ପ୍ରସଙ୍ଗରେ ତାତି ଥମିନଥିବା ବେଳେ ଏବେ ପୁଣିଥରେ ପ୍ରତାପଙ୍କୁ ନେଇ ଉଷ୍ମ ହୋଇଛି ରାଜ୍ୟ ପଲିଟିକ୍ସ । ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ

ହେବ କି ଲକଡାଉନ?

ଓଡିଶାରେ ଧିରେ ଧିରେ ସଂକ୍ରମଣ ବଢୁଛି । କରୋନାକୁ ମାତ୍‌ ଦେବାକୁ ହେଲେ କଟକଣା କଡ଼ାକଡ଼ି କରିବାକୁ ପଡ଼ିବ ବୋଲି ରାଜ୍ୟ ସରକାର କହିଛନ୍ତି । ତେବେ ଆବଶ୍ୟକ ପଡ଼ିଲେ ଲକ୍‌ଡାଉନ୍‌ ମଧ୍ୟ ହୋଇପାରେ ବୋଲି କୁହାଯାଇଛି ।

ଓଡ଼ିଶାରେ ଫେରିଲା ନାଇଟ କର୍ଫ୍ୟୁ

ରାଜ୍ୟରେ ପୁଣି ଫେରିଲା ନାଇଟ କର୍ଫ୍ୟୁ । ମାଲକାନଗିରି ଜିଲ୍ଲାରେ ନାଇଟ କର୍ଫ୍ୟୁ ଘୋଷଣା ହୋଇଛି । ମାର୍ଚ୍ଚ ୨୩ ରୁ ୩୧ ତାରିଖ ଯାଏଁ ଏହି କର୍ଫ୍ୟୁ ବଳବତ୍ତର ରହିବ ବୋଲି କୁହାଯାଇଛି । ରାତି ୯ରୁ ସକାଳ ୭ଟା ଯାଏଁ କର୍ଫ୍ୟୁ

କରୋନା ଜାଲରେ ଜାଭିୟର ! ୪୫ ପଜିଟିଭ…

ସାବଧାନ ! ଭୁବନେଶ୍ୱରବାସୀ ଭୟଙ୍କର ହେଉଛି ଭୂତାଣୁ । ରାଜଧାନୀ ଛାତି ଉପରେ ଗଢି ଉଠିଥିବା ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ସଂକ୍ରମଣ ସୀମା ଡେଇଁବା ପରେ ଏବେ ଘାରିଲା ଚିନ୍ତା । କରୋନା ନିୟମକୁ ନମାନିଲେ କି କଟକଣା ନପାଳିଲେ

ଦୁର୍ନୀତି କଲେ… ନବୀନ ଦେଉଛନ୍ତି ଦଣ୍ଡ

ଦୁର୍ନୀତି କଲେ ମିଳୁଛି ଦଣ୍ଡ । ନବୀନ ସରକାରରେ ଦୁର୍ନୀତିର ସ୍ଥାନ ନାହିଁ । ଯିଏ ଦୁର୍ନୀତି କରୁଛି ତାକୁ ମାଫ ଦେଉ ନାହାନ୍ତି ରାଜ୍ୟ ସରକାର ଷ ଦୁର୍ନୀତି କ୍ଷେତ୍ରରେ ଜିରୋ ଟଲରାନ୍ସ ନୀତି ଆପଣାଇଛନ୍ତି ନବୀନ । ଆଉ ଦୁର୍ନୀତି