THE BYAPINI

ସାରଦାଙ୍କ ସୁରକ୍ଷାକବଚ କିଏ?

ଭୁବନେଶ୍ୱରର ଚର୍ଚ୍ଚିତ ନୟାପଲ୍ଲୀ ଭଡାଟିଆଙ୍କୁ ପ୍ରାଣଘାତୀ ଆକ୍ରମଣ ଘଟଣାରେ ମୁଦାଲା ନମ୍ବର ୧୯ । ମାହାଙ୍ଗାର ସାରଦା ପ୍ରଧାନ । ଏହି ଘଟଣାରେ କମିଶନରେଟ ପୋଲିସ ୧୭ ଜଣଙ୍କୁ ଗିରଫ କରିଥିବା ବେଳେ ଘଟଣାର ମାଷ୍ଟରମାଇଣ୍ଡ

ରାଷ୍ଟ୍ରପତି ଶିଖାଇଲେ ସଫଳତାର ସୂତ୍ର

ଚାପମୁକ୍ତ ହୋଇ ପାଠପଢନ୍ତୁ ପିଲା । ଛାତ୍ରଛାତ୍ରୀମାନେ ନିଜ ସ୍ୱପ୍ନ ପୂରଣ ପାଇଁ ବାଟ ବାଛନ୍ତୁ । ନିଜର ଲକ୍ଷ୍ୟକୁ ନିର୍ଦ୍ଦିଷ୍ଟ କରନ୍ତୁ । ଏମିତି କାମ କର ଯାହା ତୁମକୁ ଶାନ୍ତି ଦେବ, ବାପାମାଆଙ୍କୁ ଗର୍ବ ଆଣିଦେବ… ଏନଆଇଟିର ସଫଳ

‘ସୁନ୍ଦରୀ’କି ସୁହାଇଲାନି କି ସାତକୋଶିଆ?

ଯେଉଁଠୁ ଆସିଥିଲା ପୁଣି ସେଠାକୁ ଫେରିଯିବ । ବାନ୍ଧବଗଡ଼ର ବାଘୁଣୀ ତଥା ସାତକୋଶିଆର ବ୍ୟାଘ୍ର ପ୍ରକଳ୍ପର ବିଫଳ ନାୟିକା ସୁନ୍ଦରୀ ପୁଣି ଫେରିଯିବ କାହ୍ନା । ସୁନ୍ଦରୀକୁ ନେବାକୁ ମଧ୍ୟପ୍ରଦେଶର ଏକ ବିଶେଷଜ୍ଞ ଦଳ ଆସି ସାତକୋଶିଆରେ

କୋଟିଆ କଳି: କାହାର ଯୁକ୍ତି କ’ଣ?

ଆନ୍ଧ୍ର ଓଡିଶା ଟଣାଭିଡ଼ ଭିତରେ କୋଟିଆକୁ ନେଇ ହଟଚମଟ ଲାଗିରହିଛି । କେବେ ଲୋକଙ୍କୁ ନେତା ବନାଇବାର ମୋହ ଦେଖାଇ ତ କେବେ ସରକାରୀ ସୁବିଧା ଯୋଗାଇ କୋଟିଆକୁ ହାତେଇବାକୁ ଷଡଯନ୍ତ୍ର କରୁଛି ଆନ୍ଧ୍ର । ଏହାରି ଭିତରେ କୋଟିଆ ପ୍ରସଙ୍ଗରେ

କିଏ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି?

କିଏ ହେବ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ? ପ୍ରଧାନ ବିଚାରପତି ଏସ୍‌ ଏ ବୋବଡେ ଆସନ୍ତା ମାସରେ ଅବସର ନେ‌ବେ। ଆସନ୍ତା ଏପ୍ରିଲ ୨୩ ତାରିଖରେ ସେ ଅବସର ନେବାକୁ ଥିବାବେଳେ ଏହା ପୂର୍ବରୁ ସୁପ୍ରିମକୋର୍ଟର

ଘରୁ ବାହାରିଲେ ଗିରଫ..

ଦେଶରେ ଯେପରି କରୋନା କମବ୍ୟାକ କରିଛି ପୁଣି ପୂର୍ବପରି ଭୟାବହ ସ୍ଥିତି ଯେ ନଉପୁଜିବ ତାହା କହିବା ଅସମ୍ଭବ । ଠିକ ବର୍ଷକ ପୂର୍ବରୁ କରୋନା ଯେପରି କାୟା ବିସ୍ତାର କରିଥିଲା ଏବେ ଠିକ ସମାନ ଅବସ୍ଥା ଦେଖିବାକୁ ମିଳୁଛି ।

ଏବେ ଅସମ୍ଭାଳ..

ଅର୍ଦ୍ଧଶତକ ଆଉ ଦୂର ନୁହେଁ । ଦେଶରେ ଯେପରି କରୋନା କମବ୍ୟାକ କରିଛି ଖୁବଶୀଘ୍ର ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଛଇଁପାରେ । ଶହେ କି ୨ ଶହ ନୁହେଁ ଏକାଥରେ ଦିନକରେ ବଢୁଛି ୨ରୁ ୩ ହଜାର ଆକ୍ରାନ୍ତଙ୍କ ସଂଖ୍ୟା । ଦିନକୁ ଦିନ

ମନ୍ତ୍ରୀଙ୍କୁ ମହଙ୍ଗା ହେବ ମାହାଙ୍ଗା !

ରାଜଧାନୀରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ନେଇ ଝଡ଼ । ଆଇନ ମନ୍ତ୍ରୀଙ୍କୁ ନେଇ ବିବାଦ ମୁଣ୍ଡ ଟେକିଥିବା ବେଳେ ମାହାଙ୍ଗା ଡବଲ ମର୍ଡର କେସ ଏବେ ଭୁବନେଶ୍ୱରରେ ହାଜର । ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ

କରୋନା କରିବ ହୋଲି ଫିକା!

ଦେଶରେ ଅନ୍ୟ ରାଜ୍ୟ ଭଳି ଓଡିଶାରେ ମଧ୍ୟ ଧୀରେ ଧୀରେ ସଂକ୍ରମଣ ବଢିବାରେ ଲାଗିଛି । ଆଗକୁ ଯେପରି ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ନଯାଏ ସେଥିପାଇଁ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଉଛନ୍ତି । କରୋନା ଗାଇଡଲାଇନକୁ କଡାକଡି ପାଳନ

କଟକ ପାଇଁ ପୁଡୁଚେରୀ କାଳ!

କଟକ ପାଇଁ ବିପଦ ଆଣିବ କି ପୁଡୁଚେରୀ ? କଟକରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କେବଳ ଏକ ଘରୋଇ ଶିକ୍ଷାନୁଷ୍ଠାରୁ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆକ୍ରାନ୍ତମାନେ ଶିକ୍ଷାନୁଷ୍ଠାନର କର୍ମଚାରୀ । ତେବେ ଆକ୍ରାନ୍ତଙ୍କ