THE BYAPINI

ରାଜ୍ୟରେ ଜାରି ହେବ କି ନାଇଟ କର୍ଫ୍ୟୁ?

ଠିକ ବର୍ଷକ ପରେ ଦେଖାଦେବନି ତ ସମାନ ସ୍ଥିତି? ଲୋକଙ୍କ ମନରୁ ଏଯାଏ ବି ଯାଇନି କରୋନା ଭୟ । ଦେଶରେ କରୋନାର ଦ୍ୱିତୀୟ ଲହରୀ ଆରମ୍ଭ ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ରାଜ୍ୟରେ ନିୟନ୍ତ୍ରଣରେ ଥିବା ସଂକ୍ରମଣ ଏବେ ଧିରେ ଧିରେ

ଦିନକରେ ୪୧ ହଜାର..

ପୁଣି ଫେରିଲା କରୋନା ଭୟ । ଦେଶରେ ୨୦ରୁ ୩୦ ହଜାର ଭିତରେ ରହୁଥିବା କରୋନା ସଂକ୍ରମଣ ଏବେ ୪୦ ହଜାର ପାର କରିଛି । ଗତକାଲି ୩୯ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ସଂକ୍ରମିତଙ୍କ ସଂଖ୍ୟା ୪୧ ହଜାର ଛୁଇଁବାକୁ ବସିଛି।

ଚାକିରି ଦିଅ ନଚେତ ଜମି ଫେରାଅ..

ଚାକିରୀ ଦିଅ ନଚେତ୍ ଆମ ଜମି ଆମକୁ ଫେରାଅ । ଦାମନଯୋଡିରେ ତାତିଲେ ନାଲକେ ବିସ୍ଥାପିତ । ନାଲକୋରେ ନିଯୁକ୍ତି ଦାବି କରି ୪ ଦିନ ହେବ ଧାରଣାରେ ବସିଥିବା ବିସ୍ଥାପିତଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷର ନିଆଁ । ପ୍ରଶାସନିକ ଆଲୋଚନା

ମୋ ଓଡିଶା, ମୋ ପଖାଳ କଂସା…

() ପଖାଳ ଆମ ପରିଚୟ, ପଖାଳ ଆମ ପରମ୍ପରା । ପଖାଳ ବି ଓଡିଆ ପ୍ରାଣର ପ୍ରତୀକ । କାହିଁ କେଉଁ କାଳରୁ ପଖାଳ ସହ ଜଡିତ ଓଡିଆ ଜାତିର ଜନଜୀବନ । ବାସି ପଖାଳର ମହକ, ଚାଇଁ ପଖାଳ ତୋରାଣୀ ମଜା ଅଲଗା । କେଉଁ ଚାଇନିଜ କି ଫାଷ୍ଟଫୁଡରେ

ବିବାଦ: ପ୍ରତାପଙ୍କ ପଛେପଛେ…

() ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ମହଙ୍ଗା ହୋଇପାରେ ମାହାଙ୍ଗା ମର୍ଡର କେସ । ଆଇନ ମନ୍ତ୍ରୀଙ୍କୁ ନେଇ ବିବାଦ ମୁଣ୍ଡ ଟେକୁଥିବା ବେଳେ ଏବେ ମାହାଙ୍ଗା ହତ୍ୟାକାଣ୍ଡ ଘଟଣା ଭୁବନେଶ୍ୱରେ ହାଜର । ମାହାଙ୍ଗାରୁ ଆସି ରାଜନୀତିର

ରାଜ୍ୟରେ ଫେରିଲା କଟକଣା

ରାଜ୍ୟରେ ପୁଣି ଫେରିବ କି ପୂର୍ବ ସ୍ଥିତି । କାରଣ ଦୁଇ ଅଙ୍କର ତିନି ଅଙ୍କ ଛୁଇଁଛି କରୋନା ସଂକ୍ରମଣ । ରାଜ୍ୟରେ କରୋନା ସଂକ୍ରମଣ ଶତକ ପାର କରିବା ପରେ ପୁଣି ଫେରିଛି କଟକଣା । ସରକାରୀ ଅଫିସରେ କଟକଣା ପାଳିବାକୁ ମନେ ପକାଇଦେଇଛି

ଠିକ୍ ବର୍ଷକ ପୂର୍ବେ..

୧୯ ମାର୍ଚ୍ଚ, ୨୦୨୦ । ଦେଶରେ ସଂକ୍ରମଣ ଯେତେବେଳେ ଦ୍ରୁତି ଗତିରେ ବଢିବାରେ ଲାଗିଥିଲା, ସରକାରଙ୍କ ନିୟନ୍ତ୍ରଣ ବାହାରକୁ ପଳାଇଆସିଲା, ଠିକ ବର୍ଷକ ପୂର୍ବେ ଭାରତରେ ଘୋଷଣା ହୋଇଥିଲା ‘ଜନତା କର୍ଫ୍ୟୁ’ । କରୋନା ଚେନ୍ ଭାଙ୍ଗିବା

ଏ ବର୍ଷ ବି ଫିକା ପଡିବ!

ଆଗକୁ ଆସୁଛି ଦୋଳ ଓ ହୋଲି । ହେଲେ ଠିକ ବର୍ଷକ ପରେ କମବ୍ୟାକ କରିଛି କରୋନା । ଦେଶରେ ସଂକ୍ରମଣ ଉପରମୁହାଁ ଥିବା ବେଳେ ରାଜ୍ୟରେ ମଧ୍ୟ ସେଂଚୁରୀ ପାର କଲାଣି । ତେଣୁ ଏବର୍ଷ ବି ଆଉ ଜମିବନି ରଙ୍ଗ ଖେଳର ମଜା । ସଂକ୍ରମଣ ବୃଦ୍ଧି

ଭୁଲ ହୋଇଗଲା ‘ନବୀନ ନିବାସ’ ଯିବା..

() ନାଟକ ଲେଖା ହେଲା, ଚରିତ୍ର ବଛାଗଲା, ରିହର୍ସଲ ହେଲା, ନାଟକ ଯେଉଁ ମଞ୍ଚରେ ହବା କଥା ସେଠାକୁ ଦଳବଳ ଘେନି ବାହାରିଲେ ବିରୋଧୀ । ଆଉ ଯେଉଁ ସ୍ଥାନରେ ଯାହା ହେବା କଥା ତାର ବ୍ୟତିକ୍ରମ ହେବାରୁ ଫାଟକ ଆଗରେ ଚାଲିଲା ନାଟକ । ଡ୍ରାମା

ସ୍କେଚରୁ ମିଳିବ ପରିଚୟ?

ଜାଆଁଳା ଫାଣ୍ଡି ପରିସରରେ ଥିବା କାର୍‌ ଭିତରୁ ମହିଳାଙ୍କ ନରକଙ୍କାଳ ମିଳିବା ଘଟଣାର ତଦନ୍ତରେ ଆଉ ପାଦେ ଆଗକୁ ବଢିଛି କମିଶନରେଟ୍ ପୋଲିସ । କଙ୍କାଳ ଦେଖି ଅଙ୍କା ଯାଇଥିବା ମହିଳାଙ୍କ ପ୍ରଥମ ସ୍କେଚ୍ ହସ୍ତଗତ ହୋଇଛି । ବେଙ୍ଗଲୁରୁରୁ