ରାଜ୍ୟ ଓଡ଼ିଶାରେ ମିଶିବ ଆନ୍ଧ୍ରର ଗାଁ! Byapini Bureau Mar 14, 2021 0 ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋଟିଆକୁ ନେଇ ଟଣାଓଟରା ଭିତରେ ଓଡିଶା ପାଇଁ ଭଲ ଖବର । ଆନ୍ଧ୍ର ସୀମାନ୍ତରେ ଥିବା ୧୮ ଖଣ୍ଡ ଗାଁ ଓଡ଼ିଶାରେ ମିଶିବ ।ଆନ୍ଧ୍ରପ୍ରଦେଶ ସାଲୁର ବ୍ଲକ୍ କୋଡ଼ାମା ପଞ୍ଚାୟତର ୧୮ଟି ଗାଁର ଲୋକେ ଓଡ଼ିଶାରେ ମିଶିବା!-->…
ଦେଶ ରହସ୍ୟରେ ଧଳା ଇନୋଭା Byapini Bureau Mar 14, 2021 0 ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ଆଂଟିଲିଆ ସମ୍ମୁଖରେ ବିସ୍ଫୋରକ ଭର୍ତ୍ତି କାର ଜବତ କରାଯିବା ଘଟଣାରେ ନୂଆ ମୋଡ଼ । ବିସ୍ଫୋରକ ଭର୍ତ୍ତି ଗାଡ଼ି ରଖି ଚାଳକଜଣଙ୍କ ଯେଉଁ ଧଳା ରଙ୍ଗର ଇନୋଭା ଗାଡ଼ିରେ ବସି ଫେରାର ହୋଇଯାଇଥିଲେ,!-->…
ରାଜ୍ୟ ମହିଳା ଥାନାକୁ ତଦନ୍ତ ଦାୟିତ୍ୱ Byapini Bureau Mar 14, 2021 0 ଜବତ ଗାଡିରୁ କଙ୍କାଳ ମିଳିବା ଘଟଣାର ତଦନ୍ତ ଦାୟିତ୍ୱ ମହିଳା ଥାନାକୁ ଦିଆଯାଇଛି । ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏନେଇ ସୂଚନା ଦେଇଛନ୍ତି । ମୃତ ଦେହଟି ମିଳିବା ପରେ ଏକ ଅସ୍ୱାଭାବିକ ମୃତ୍ୟୁ ମାମଲା ଭଳି ବିଚାର କରି!-->…
ଦେଶ ହୁଇଲ୍ ଚେୟାରରେ ରୋଡ ସୋ’ Byapini Bureau Mar 14, 2021 0 ଆହତ ହେବା ପରେ ଆକ୍ସନ ମୋଡରେ ଦିଦି । ହୁଇଲ ଚେୟାରରେ କୋଲକାତାରେ ନିର୍ବାଚନ ପ୍ରଚାରକୁ ଓହ୍ଲାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦିଦି ହୁଇଏ ଚେୟାରରେ ନିର୍ବାଚନ ମୈଦାନୁକ ଓହ୍ଲାଇବା ପରେ ପୁଣି ସରଗରମ ହୋଇଛି!-->…
ରାଜ୍ୟ ‘କ୍ଷମା ମାଗିବାରେ ଅସୁବିଧା କଣ’ Byapini Bureau Mar 14, 2021 0 ‘କ୍ଷମା’ ରାଜନୀତି । ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମକୁ ନେଇ ଗତକାଲି ବିଧାନସଭାରେ ହୋହାଲ୍ଲା କରିଥିଲା ବିଜେଡି । ବିଧାୟକଙ୍କ ଆତ୍ମହତ୍ୟା ଧମକ ଦ୍ୱାରା ଗୃହର ମର୍ଯ୍ୟାଦା ଭଙ୍ଗ ହୋଇଛି!-->…
ଦେଶ ସାବଧାନ! ଦିନକୁ ଦିନ ବଢୁଛି ସଂକ୍ରମଣ Byapini Bureau Mar 14, 2021 0 ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୫,୩୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୩ ଲକ୍ଷ ୫୯ ହଜାର ୪୮କୁ ଏହାରି ମଧ୍ୟରେ ବୃଦ୍ଧି ପାଇଛି । ଏହାସହ ୨୪!-->…
ରାଜ୍ୟ ରାଜଧାନୀରେ ବିବନ ପାର୍ଟ ଟୁ Byapini Bureau Mar 14, 2021 0 ଅଭିଯୁକ୍ତ ଯେତେ ଚାଲାକ ହେଇଥାଉ ନା କାହିଁକି ପୁଲିସ ଆଖିରୁ କେବେ ଲୁଚିକି ବେଶି ଦିନ ରହିପାରିବ ନାହିଁ । ଆଜ୍ଞା ହଁ । ଆମେ ଏଥିପାଇଁ ଏକଥା କହୁଛି, କାରଣ ଗତ କିଛି ଦିନ ତଳେ ୨୨ ବର୍ଷ ତଳର ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ!-->…
ରାଜ୍ୟ ଲିଫ୍ଟ ବାହାନାରେ ଗଣଦୁଷ୍କର୍ମ Byapini Bureau Mar 14, 2021 0 କେନ୍ଦୁଝରରେ ଲଜ୍ୟା । ଘରୁ ରାଗିକି ପଳାଇଆସିଥିବା ମହିଳାଙ୍କୁ ଲିଫ୍ଟ ଦେବା ବାହାନାରେ ଗଣଦୁଷ୍କର୍ମ । କେନ୍ଦୁଝର ଜିଲ୍ଲା ବଡବିଲ ଭଦ୍ରାସାହି ଗାଁରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା!-->…
ରାଜ୍ୟ କଙ୍କାଳ କାହାର? ପରିଚୟ ଖୋଜିବ ପୁଲିସ Byapini Bureau Mar 14, 2021 0 କଙ୍କାଳର ପରିଚୟ ଖୋଜିବ ପୁଲିସ । ଭୁବନେଶ୍ୱର ଜାଆଁଳ ଫାଣ୍ଡି ପରିସରରୁ ଜବତ ଗାଡି ଭିତରୁ ମିଳିଥିବା କଙ୍କାଳର ସ୍କେଚ ତିଆରି କରାଯିବ । ହାଇଦ୍ରାବାଦ ପଠାଯିବ ଖପୁରୀ ଓ କଙ୍କାଳର ଫଟୋ । କଙ୍କଳାର କାହାର ?ମହିଳା ଜଣକ କିଏ?ସେ ନେଇ!-->…
ରାଜ୍ୟ କରୋନା ନେଇ ସତର୍କ କଲେ ନବୀନ Byapini Bureau Mar 14, 2021 0 ଦେଶରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହୋଇଥିବା ବେଳେ ରାଜ୍ୟରେ ଯେପରି ପୁଣି ପୂର୍ବପରି ସ୍ଥିତି ନଉପୁଜେ ସେଥିପାଇଁ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଏକ ସ।।ଢ ୩ ମିନିଟିର!-->…