ରାଜ୍ୟ ଶିମିଳିପାଳରେ କେନ୍ଦ୍ରୀୟ ଟିମ୍ Byapini Bureau Mar 12, 2021 0 ଜଙ୍ଗଲରେ କାହିଁକି ଲାଗୁଛି ନିଆଁ ?ଏହାର କାରଣ ଖୋଜୁଛି କେନ୍ଦ୍ରୀୟ ଟିମ । ଆଜି ଶିମିଳିପାଳରେ କେନ୍ଦ୍ରୀୟ ଟିମ ପହଚିଂ ନିଆଁ ଲାଗିବାର କାରଣ ଅନୁଧ୍ୟାନ କରିବା ସହ ଜଙ୍ଗଳ ନିଆଁର ସ୍ଥିତି ପରଖୁଛି । ଆଜି କୋର ଏରିଆ ଜେନାବିଲ ଓ ଅପର!-->…
ରାଜ୍ୟ ପୁଣି ବିଜେପି ବିଧାୟକଙ୍କ ଆତ୍ମାହୁତି ଧମକ Byapini Bureau Mar 12, 2021 0 ଆଜିଠୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ୟ୍ୟାୟ ବିଧାନସଭା ବଜେଟ ଅଧିବେଶନ । ହେଲେ ଆରମ୍ଭୀରୁ ହିଁ ଗୃହକୁ ଚଲାଇଦେଇନାହାନ୍ତି ବିରୋଧୀ । ପ୍ରଶ୍ନକାଳ ଆରମ୍ଭରୁ ଧାନ ମଣ୍ଡି ସମସ୍ୟା ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ପୁଣି ଥରେ!-->…
ରାଜ୍ୟ ‘ଓଡ଼ିଶାରେ ନାହିଁ ମହାରାଷ୍ଟ୍ର ସ୍ଥିତି’ Byapini Bureau Mar 12, 2021 0 ଦେଶରେ ଯେପରି ଭାବେ ଦିନକୁ ଦିନ କରୋନା ସଂକ୍ରମଣ ବଢିଚାଲିଛି ତାହା ଚିନ୍ତାର ବିଷୟ ପାଲଟିଛି । ମହାରାଷ୍ଟ୍ରରେ ସ୍ଥିତି ସଂଗୀନ ରହିଛି । ୨୪ ଘଂଟା ମଧ୍ୟରେ ସାରା ଦେଶରେ ୨୩ ହଜାର ୨୮୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଭଳି!-->…
କାରସାଦି ଖୋଲିଥିଲେ କାହିଁକି, ବନ୍ଦ କଲେ କାହିଁକି? Byapini Bureau Mar 12, 2021 0 ବନ୍ଦ ହୋଇଗଲା ବିଜୁ ଯୁବ ବାହିନୀ । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ପ୍ରଶ୍ନର ଉତ୍ତର ରଖୀ ମନ୍ତ୍ରୀ କହିଛନ୍ତି, ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ରେ!-->…
ଦେଶ ମମତାଙ୍କୁ ହରାଇବେ ଧର୍ମେନ୍ଦ୍ର ପ୍ରଧାନ ? Byapini Bureau Mar 12, 2021 0 ଯେଉଁମାନେ ରାଜ୍ୟ ବିଜେପିର ପୋଷ୍ଟର ବୟଙ୍କୁ ମାତ୍ ଦେବା ପାଇଁ ଦିଲ୍ଲୀରେ ରହି ରଣନୀତି କରୁଛନ୍ତି, ଆଉ କୈାଣସି ପ୍ରକାରରେ ପ୍ରଭାରୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କ ରାତିର ନିଦ ଏହି ଖବର ହଜାଇଦେବ ।!-->…
କ୍ଷମତାକେନ୍ଦ୍ର ବବି ଭାଇ ଅଛନ୍ତି, ନୋ ପ୍ରୋବ୍ଲେମ ! Byapini Bureau Mar 12, 2021 0 ଶୀର୍ଷକଟିକୁ ପଢିବା କ୍ଷଣି ଆପଣ ବୁଝି ପାରୁଥିବେ ଆମେ କହୁଛୁ ବିଜୁ ଜନତା ଦଳର ସଂଗଠନ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କଥା । ନିକଟରେ ମୁଖ୍ୟମନ୍ତ୍ରୀ ନୁଆପଡା ଗସ୍ତରେ ଯାଇଥିବା ବେଳେ ସେଠି ଏମିତି କିଛି ଘଟଣା!-->…
ସତ ଖବର ବରିଷ୍ଠ ସାମ୍ବାଦିକଙ୍କ ‘ସେୟାର’ କିଣା ! Byapini Bureau Mar 12, 2021 0 ମିଡିଆ ଜଗତରେ ନୁଆ ନୁଆ ବହୁତ ଘଟଣା ଘଟିବାରେ ଲାଗିଛି । ମାଳ ମାଳ ୱେବ ଚ୍ୟାନେଲ, ୱେବସାଇଟ୍, ଟିଭି, ପେପର୍ ଭିତରେ ତାଜା ଖବର ସାମ୍ନାକୁ ଆସିଛି । ଖୁବଶୀଘ୍ର ଆଉ ଏକ ନୁଆ ଚ୍ୟାନେଲ ରାଜ୍ୟରେ ମୁଣ୍ଡ ଟେକିବାକୁ ଯାଉଛି । ପ୍ରସ୍ତୁତି!-->…
ରାଜ୍ୟ ରାଇଜ ଦେଖିଲା ନବୀନ-ପାଣ୍ଡିଆନ ଯୋଡିର କମାଲ ! Byapini Bureau Mar 12, 2021 0 ହର ହର ମହାଦେବ ଧ୍ୱନୀରେ ପୁରା ଏକାମ୍ରକ୍ଷେତ୍ର ପ୍ରକମ୍ପିତ ହେଉଥିଲା । ପ୍ରଶସ୍ତ ସ୍ଥାନ ଏବଂ ବିକାଶର ଛାପ ଭିତରେ ଶିବରାତ୍ରୀ ପାଳନ କରି ଭକ୍ତ ରାଜ୍ୟ ସରକାରଙ୍କ ଏକାମ୍ରକ୍ଷେତ୍ର ବିକାଶ କାମକୁ ଦେଇଛନ୍ତି ବଡ ସାର୍ଟିଫିକେଟ ।!-->…
ରାଜ୍ୟ ଜଙ୍ଗଲରେ ନିଆଁ କମିନି ବରଂ ବଢିଛି Byapini Bureau Mar 11, 2021 0 ରାଜ୍ୟରେ ଜଙ୍ଗଲ ନିଆଁ କମିନି ବଂର ବଢିଛି । ଶିମିଳିପାଳରେ ନିଆଁ ସାମାନ୍ୟ ଆୟତ୍ତ ହୋଇଥିବା ବେଳେ ଅନ୍ୟ ଜଙ୍ଗଲରେ ବଢିଛି । ଗତକାଲି ରାଜ୍ୟର ୪୯୭ ପଏଣ୍ଟରେ ନିଆଁ ଥିବାବେଳେ ଆଜି ଏହି ସଂଖ୍ୟା ୧୦୪୮କୁ ବୃଦ୍ଧି ପାଇଛି । ରାଜ୍ୟର!-->…
ଦେଶ ହସ୍ପିଟାଲରୁ ମମତାଙ୍କ ମେସେଜ Byapini Bureau Mar 11, 2021 0 ହସ୍ପିଟାଲରୁ ସନ୍ଦେଶ ଦେଲେ ମମତା । ଗୋଡରେ ଆଘାତ ଲାଗି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହସ୍ପିଟାଲ ବେଡରୁ ଏକ ଭିଡିଓ ବାର୍ତା ଜାରି କରିଛନ୍ତି । ସେ ଖୁବଶୀଘ୍ର ହସ୍ପିଟାଲରୁ!-->…