THE BYAPINI

କାରଣ ଖୋଜିବ କେନ୍ଦ୍ରୀୟ ଟିମ

ଶିମିଳିପାଳରେ ନିଆଁ ଘଟଣାର ଯାଞ୍ଚ କରିବା ଲାଗି ଭୁବନେଶ୍ବରରେ କେନ୍ଦ୍ରୀୟ ଟିମ୍ ପହଞ୍ଚିଛନ୍ତି। ଶିମିଳିପାଳରେ ନିଆଁ କିଭଳି ଲାଗିଲା ତାର ଅନୁଧ୍ୟାନ କରିବେ କେନ୍ଦ୍ରୀୟ ଟିମ ସଦସ୍ୟ । କାହିଁକି ନିଆଁ ଲାଗିଲା, ଏହାର କାରଣ

ପୁଣି ଫେରୁଛି ଲକଡାଉନ

ପୁଣି ଫେରୁଛି ଲକଡାଉନ । କରୋନା ସଂକ୍ରମଣ ଉପରମୁହାଁ ଯୋଗୁଁ ମହାରାଷ୍ଟ୍ରର ନାଗପୁରରେ ସପ୍ତାହକ ପାଇଁ ଲକଡାଉନ ଲାଗୁ କରାଯାଇଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହାକୁ ନେଇ ଚିନ୍ତାରେ

‘ମିଛ କହୁଛନ୍ତି ମମତା’

ପଶ୍ଚିମବଙ୍ଗରେ ଚରମ ସୀମାରେ ପହଞ୍ଚିଛି ରାଜନୀତି ତାତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନନ୍ଦିଗ୍ରାମରେ ଆକ୍ରମଣ ହୋଇଥିବା ଅଭିଯୋଗ ଘଟଣାରେ ନିର୍ବାଚନ କମିସନ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଘଟଣାର ରିପୋର୍ଟ ତଲବ କରିଛନ୍ତି

ଲିଭିଯିବ ଜଙ୍ଗଲ ନିଆଁ!

ବର୍ଷା ଲିଭାଇବ ଜଙ୍ଗଲ ନିଆଁ । ଗତ କିଛି ଦିନ ହେବ ଶିମିଳିପାଳ ସମତେ ରାଜ୍ୟର ବିିଭିନ୍ନ ଜଙ୍ଗଲରେ ନିଆଁ ବ୍ୟାପିବାରେ ଲାଗିଛି । ବନବିଭାଗ ମଧ୍ୟ ନିଆଁକୁ ଆୟତ କରିବାରେ ଫେଳ ମାରିଛି । ତେବେ ଏତିକିବେଳେ ବର୍ଷା ଆଗମନ ଜଙ୍ଗଲ ନିଆଁ

ଜାଗର: କେଉଁଠି କେମିତି କଟକଣା?

ଆଜି ମହାଶିବରାତ୍ରୀ । ମହାଦେବଙ୍କ ଲାଗି ମହା ଆରାଧନା ପାଇଁ ଚଳଚଞ୍ଚଳର ରହିଛି ରାଜ୍ୟର ବିଭିନ୍ନ ଶୈବ ପୀଠ। ତେବେ ମହାମାରୀ କରୋନା ପାଇଁ ରାଜ୍ର୍ୟର ବିିଭନ୍ନ ଶୈବପୀଠରେ କଟକଣା ଜାରି କରାଯାଇଛି । କଟକଣା ଭିତରେ ଭକ୍ତମାନେ ମନ୍ଦିର

ସିଂହଦେଓଙ୍କ ପାଇଁ ଶ୍ରୀମୟୀ ସଙ୍କଟ !

ସିଂହଦେଓଙ୍କ ପାଇଁ ସଙ୍କଟ ଶ୍ରୀମୟୀ । ବିଜେଡି ରାଜନୀତିରେ ଏବେ ଏଭଳି ଘଟଣାକୁ ନେଇ ଅଧିକ ଚର୍ଚ୍ଚା । ଖାସକରି ଯେତେବେଳେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶା ଗସ୍ତ କରୁଛନ୍ତି ଆଉ ଶ୍ରୀମୟୀ ତାଙ୍କ ସହ ମଞ୍ଚରେ ଉପସ୍ଥିତ ରହୁଛନ୍ତି ।

ଭକ୍ତଙ୍କ ପାଇଁ ଭଲ ଖବର

ଶିବ ଭକ୍ତଙ୍କ ପାଇଁ ବଡ଼ ଖବର । ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଭିତରେ ଦୀପ ଜାଳିବାକୁ ମିଳିଲା ଅନୁମତି । କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବା ସହ ଭକ୍ତଙ୍କୁ ମନ୍ଦିରରେ ଦୀପ ଜାଳିବା ନେଇ ଅନୁମତି ମିଳିଛି । ତେବେ

ବବି ବୁଝିବେ ଶିମିଳିପାଳ ଦୁଃଖ

ନେତାଙ୍କୁ ଘାରିଛି ଶିମିଳିପାଳ ଚିନ୍ତା । ଏବେ ଶିମିଳିପାଳକୁ ନେତା ମାନେ ଧାଉଁଥିବାର ଦେଖାଦେଇଛି । ଗତ କିଛି ଦିନ ହେବ ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ କରିବା କଷ୍ଟକର ହୋଇପଡିଥିବା ବେଳେ ରାଜନୀତିରେ ମଧ୍ୟ ଏହାର

ମମତାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥନା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ମମତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ନିର୍ବାଚନ ପ୍ରଚାର ବେଳେ ଆହତ ହୋଇ ହସ୍ପିଟାଲରେ

ମମତା ବାନାର୍ଜୀ ଆହତ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ।ନିର୍ବାଚନ ପ୍ରଚାର ବେଳେ ମମତାଙ୍କ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡିଛି । ତେବେ ଏହା ପଛରେ ବିରୋଧୀଙ୍କ ଷଡଯନ୍ତ୍ର ରହିଛି ବୋଲି ମମତା ଅଭିଯୋଗ କରିଛନ୍ତି ।ମମତା ବାନାର୍ଜୀ