ରାଜ୍ୟ ଲକଡାଉନ ପରେ ବଢିଲା ଦୁର୍ଘଟଣା..ଖୋର୍ଦ୍ଧାରେ ସବୁଠୁ ଅଧିକ Byapini Bureau Mar 6, 2021 0 ରାଜ୍ୟରେ ଲକଡାଉନ ସମୟରେ ୬୪ ପ୍ରତିଶତ ଦୁର୍ଘଟଣା କମିଥିଲା । ହେଲେ ଗତ ସେପ୍ଟେମ୍ବର, ଅକ୍ଟୋବରରେ ମାସରେ ୨୭ ପ୍ରତିଶତ ବଢ଼ିଛି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ । ସେହିପରି ବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାରେ କିଛି ବ୍ଲାକ ସ୍ପଟ୍!-->…
ରାଜ୍ୟ ନବୀନଙ୍କ ଶକ୍ତି…ମିଶନ ଶକ୍ତି Byapini Bureau Mar 6, 2021 0 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମିଶନ୍ ଶକ୍ତି ରାଜ୍ୟ ସରକାରଙ୍କର ଏକ ନୂଆ ବିଭାଗ ହେବ । ମିଶନ ଶକ୍ତିକୁ ନୂଆ ବିଭାଗର!-->…
ରାଜ୍ୟ ଧର୍ମେନ୍ଦ୍ରଙ୍କ କଥା ରଖିଲେ ତୋମାର Byapini Bureau Mar 6, 2021 0 କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ରଖିଲେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ଏଣିକି ଓଡିଶାର ସମସ୍ତ ଯୋଗ୍ୟ ଚାଷୀ ପିଏମ କିଷାନ ନିଧି ସମ୍ମାନ ଯୋଜନାର ଲାଭ ପାଇବେ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର!-->…
ରାଜ୍ୟ ଏକାଠି ଦୀପ ଜାଳିବା ମନା Byapini Bureau Mar 6, 2021 0 ୪ ଦିନ ପରେ ଅର୍ଥାତ ଆସନ୍ତା ୧୧ ତାରିଖରେ ମହାଶିବରାତ୍ରୀ । ତେବେ ଏଥର ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା କୋଭିଡ କଟକଣା ମଧ୍ୟରେ ପାଳନ ହେବ । ଜାଗରେ ଏକାଠି ଦୀପ ଜାଳିବାକୁ ବାରଣ କରାଯାଇଛି । କୋଭିଡ୍ ନିୟମ ପାଳନ କରି!-->…
ରାଜ୍ୟ ଅସୁରକ୍ଷିତ ରାଜଧାନୀ! Byapini Bureau Mar 6, 2021 0 ଅସୁରକ୍ଷିତ ରାଜଧାନୀ । ଯେତିକି ସ୍ମାର୍ଟ ହେବାରେ ଲାଗିଛି ଭୁବନେଶ୍ୱର ସେତିକି କ୍ରାଇମ ମଧ୍ୟ ବଢି ଚାଲିଛି । ଚୋରି, ଲୁଟ, ମର୍ଡର,ଏସବୁ ଏବେ ନିତିଦିନିଆ ଘଟଣା ପାଲଟିଛି । ଶନିବାର ଦିନ ଭୁବନେଶ୍ୱର ସିଆରପି ଛକରେ ଦିନ ଦ୍ୱିପହରରେ!-->…
ରାଜ୍ୟ ପଦଯାତ୍ରା ପଲିଟିକ୍ସ Byapini Bureau Mar 6, 2021 0 ଐତିହ୍ୟ କ୍ଷେତ୍ର ସୁରକ୍ଷା ପାଇଁ ସାଂସଦଙ୍କ ଐତିହ୍ୟ ପଦଯାତ୍ରା । ପୂର୍ବରୁ ଏକାମ୍ର କ୍ଷେତ୍ରରେ ବାଇ-ଲ ନେଇ ବିଭିନ୍ନ ମତ ଦେଇ ଚର୍ଚ୍ଚାରେ ଥିବା ସାଂସଦ ଅପରାଜିତା ଷଡଙ୍ଗୀଙ୍କ ହେରିଟେଜ ୱାକ । ୧୯୫୮ ଆମସାର୍ ଆଇନ୍ ଅଧିନରେ ଏକାମ୍ର!-->…
କ୍ଷମତାକେନ୍ଦ୍ର ବର୍ଷେ ପରେ ବବି! Byapini Bureau Mar 6, 2021 0 ସଂଗଠନ ସଂପାଦକ ଦାୟିତ୍ୱ ପାଇବାକୁ ଏହାରି ଭିତରେ ବର୍ଷେ ବିତିଯାଇଛି । ୨୦୨୦ ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନରେ ବବିଙ୍କ ପାଇଁ ଦଳୀୟ କାର୍ଯ୍ୟାଳୟରୁ ବଡ ଘୋଷଣା କରିଥିଲେ । ୨୦୨୧ ମାର୍ଚ୍ଚ ୫ ପରେ ବବିଙ୍କ ଏହି ଗୁରୁ!-->…
ନେତା ଗଜପତିଙ୍କ ଉପରେ ବିଜେପି-ବିଜେଡି ଆଖି ! Byapini Bureau Mar 6, 2021 0 ଗଜପତି ମହାରାଜ ଦିବ୍ୟସିଂହ ଦେବ । ମହାପ୍ରଭୁଙ୍କ ପ୍ରଥମ ସେବକ । ରାଜ୍ୟ, ଦେଶ, ବିଦେଶରେ ସ୍ୱତନ୍ତ୍ର ପରିଚୟ ରଖୁଥିବା ମହାରାଜାଙ୍କ ଉପରେ ଏବେ ଉଭୟ ବିଜେପି ଏବଂ ବିଜେଡିର ଆଖି ଥିବା ଚର୍ଚ୍ଚା ହେଉଛି । କୋଭିଡ ସମୟରେ ରଥଯାତ୍ରାକୁ!-->…
କ୍ଷମତାକେନ୍ଦ୍ର ଧସେଇ ପଶିଲେଣି ନବୀନ ! Byapini Bureau Mar 6, 2021 0 ଗେରୁଆ ଗଡରେ ଧସେଇ ପସିଲେଣି ନବୀନ । କୋଭିଡ ମହାମାରୀର କାୟା କମିବା ମାତ୍ରେ ପଦ୍ମ ପୋଖରୀକୁ ସିଧାସଳଖ ଆକ୍ରମଣ । ଯାହାକୁ ନେଇ ବିଜେପି ଶିବିରରେ ଏବେ ଭୟର ବାତାବରଣ । ଏପରିକି ଆଗରୁ ବର୍ଷତମାମ ରାଜଧାନୀରେ ଡେରା ପକାଉଥିବା ପଶ୍ଚିମ!-->…
ରାଜ୍ୟ ‘ଶିିିମିଳିପାଳରେ କେବଳ ଶୁଖିଲା ପତ୍ର ଜଳିଛି’ Byapini Bureau Mar 5, 2021 0 ଶିିିମିଳିପାଳରେ ଗତ କିଛି ଦିନ ହେବ ଲାଗିଥିବା ନିଆଁ ଲିଭିବାର ନାଁ ନେଉନି । ଧୀରେ ଧୀରେ ବ୍ୟାପିବାରେ ଲାଗିଥିବା ବେଳେ ପିସିସିଏଫ ଶଶୀ ପଲ କିନ୍ତୁ କହିଛନ୍ତି,ଶିମିଳିପାଳରେ ୧୦ ଦିନ ହେବ ବଡ଼ ଧରଣର ନିଆଁ ଲାଗିଛି ବୋଲି ଲୋକଙ୍କ!-->…