THE BYAPINI

ଧବଳେଶ୍ୱରରେ ‘ଜାଗର’ ମନା

ଆଠଗଡ ଧବଳଶ୍ୱେର ପୀଠରେ ଜାଗର ମନା । ଚଳିତ ବର୍ଷ ଧବଳେଶ୍ୱର ପୀଠରେ ହେବନି ଜାଗର ଯାତ୍ରା । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । କେବଳ ପୂଜକଙ୍କୁ ନେଇ ମନ୍ଦିର ରୀତିନୀତି ସମ୍ପନ୍ନ ହେବ ।ଆଜି

ଷ୍ଟିଲ ସିଟି ହେବ କେନ୍ଦ୍ରାପଡା

ଷ୍ଟିଲ ସିଟି ହେବ କେନ୍ଦ୍ରାପଡା । କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ବିଶ୍ବର ବୃହତ୍ତମ ଷ୍ଟିଲ କମ୍ପାନି ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ ଓଡ଼ିଶା ସରକାରଙ୍କ ସହ ଏମଓୟୁ କରିଛି । ଲୋକସେବା

ଅଧା ତେଲରେ ଅଧା ପାଣି..ସିଲ୍ ହେଲା ପେଟ୍ରୋଲ ପମ୍ପ

ସିଲ ହେଲା ଭୁବନେଶ୍ୱର ବରମୁଣ୍ଡା ଏଚପି ପେଟ୍ରୋଲ ପମ୍ପ । ପେଟ୍ରୋଲ ଓ ଡିଜେଲରେ ପାଣି ମିଶା ଯାଉଥିବା ଅଭିଯୋଗ ହେବା ପରେ ଏହି ପେଟ୍ରୋଲ ପମ୍ପଙ୍କୁ ସିଲ୍ କରିଛି ଭରତପୁର ପୁଲିସ୍‌। ପେଟ୍ରୋଲ ଓ ଡିଜେଲରେ ପାଣି ମିଶା ଯାଉଥିବା

ନଦୀ ପଠାରୁ ମିଳିଲା କଟାମୁଣ୍ଡ

ନଦୀ ପଠାରୁ ମିଳିଲା ଖଣ୍ଡବିଖଣ୍ଡିତ ମୃତଦେହ । ସୁନ୍ଦରଗଡ଼ ବନ୍ଧପାଲି ନିକଟ ଇବ୍ ନଦୀପଠାରୁ ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। କଟାମୁଣ୍ଡ ଓ ଗୋଟିଏ କଟା ଗୋଡ ଉଦ୍ଧାର କରାଯାଇଥିବା ବେଳେ ଆଉ ଗୋଟିଏ କଟା ଗୋଡ

ତାଜମହଲରେ ବୋମା ଗୁଜବ

ତାଜମହଲରେ ବୋମା ଗୁଜବ । ତାଜମହଲ ପରିସରରେ ବୋମା ରଖାଯାଇଥିବା ନେଇ ଏକ ଫୋନ କଲ ଆସିଥିଲା । ଆଉ ଏହାକୁ ନେଇ ଆଗ୍ରାର ତାଜମହଲ ପରିସରରେ ଖେଳି ଯାଇଥିଲା ଆତଙ୍କ । ବୋମା ସୂଚନା ପାଇବା ପରେ ତାଜମହଲ ପରିସରରେ ଉପସ୍ଥିତ ଥିବା

ବିବନ ମୁହଁରୁ ସତ ଓଗାଳିବ ସିବିଆଇ!

ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ରିମାଣ୍ଡରେ ନେଇଛି ସିବିଆଇ । ସିବିଆଇର ତଦନ୍ତ ଅଧିକାରୀଙ୍କ ନେତୃତ୍ୱରେ ଝାରପଡ଼ା ଜେଲରେ ୪ଜଣିଆ ଟିମ୍ ପହଞ୍ଚି ବିବନକୁ ରିମାଣ୍ଡରେ ନେଇଛନ୍ତି । ରିମାଣ୍ଡ

ପେଟ୍ରୋଲ ପମ୍ପରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ଫଟୋ

୭୨ ଘଣ୍ଟା ମଧ୍ୟରେ ପେଟ୍ରୋଲ ପମ୍ପଗୁଡିକରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର । ଭାରତର ନିର୍ବାଚନ କମିସନ୍‌ ପେଟ୍ରୋଲ୍‌ ପମ୍ପ୍‌ଗୁଡ଼ିକୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ର୍ବାଚନ ହେବାକୁ ଥିବା ୪ ରାଜ୍ୟ ଓ ପୁଡୁଚେରୀରେ ଥିବା

ଓବିସି କାର୍ଡକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ କାଉଂଟର

ଓବିସି ଓ ଏସଇବିସି ବର୍ଗକୁ ନେଇ ଜୋର ଧରିଲା ରାଜନୀତି । ପଛୁଆବର୍ଗ ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଜୋରଦାର କାଉଂଟର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି

ପିପିଲି ପାଇଁ ସଂଜୟ ସାଇଡଲାଇନ୍ ?

ପୁରୀ ଜିଲ୍ଲାର ତଥାକଥିତ ଟାଣୁଆ ନେତା ସଂଜୟ ଦାସବର୍ମା । ୨୦୯ ନିର୍ବାଚନ ହାରିବା ପରେ ସତେ ଯେମିତି ତାଙ୍କର ଶନିଦଶା ଚାଲିଛି । ପରିବର୍ତ୍ତିତ ସ୍ଥିତିରେ ସେ ଯେଉଁ ଆଶା ରଖିଥିଲେ ତାହା ବି ଭାଙ୍ଗିରୁଜ୍ଜି ଯାଉଥିବା ଚର୍ଚ୍ଚା ହେଉଛି

‘ବିପିଏଲ’ରେ ବର୍ଷା, ସଂକେତ କଣ?

ଖଲ୍ଲିକୋଟ କଲେଜ ଷ୍ଟାଡିୟମରେ ବିଜୁ ପ୍ରିମିୟର ଲିଗରେ ବର୍ଷା ପ୍ରିୟଦର୍ଶନୀ ଅତିଥି ହୋଇ ଯୋଗଦେବା ରାଜନୈତିକ ସମୀକରଣକୁ ବିଗାଡି ଦେଇଛି । ଏହା ଅନୁଭବଙ୍କ ପାଇଁ ସତର୍କଘଂଟି ବୋଲି ସମୀକ୍ଷକ ମତ ରଖୁଥିବା ବେଳେ ଆଗାମୀ ଦିନରେ