THE BYAPINI

ବିଜୁ ପଟ୍ଟନାୟକ : ରାଜନୀତିର ଧ୍ରୁବତାରା

ବିଜୁ ପଟ୍ଟନାୟକ । ଦୁର୍ଦ୍ଦଷ ତଥା ପରାକ୍ରମୀ ପାଇଲଟ ଭାବେ ଯାହାଙ୍କୁ ପୂରା ଦେଶ ଜାଣିଥିଲା । କେବଳ ଦେଶ କାହିଁକି ବିଦେଶରେ ମଧ୍ୟ ଯାହାଙ୍କର ଜୟ ଜୟକାର ପଡିଥିଲା । ଯାହାଙ୍କ ବିନା କଷ୍ଟସାଧ୍ୟ ମିଶନ ସମ୍ପୂର୍ଣ୍ଣ ହେଉନଥିଲା ।

ସୁପ୍ରିମୋଙ୍କ ‘ଶିମିଳିପାଳ’ ଚିନ୍ତା

ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଏବେ ନିୟନ୍ତ୍ରଣାଧୀନ । ଶିମିିଳିପାଳରେ ନିଆଁ ଲାଗିବା ଘଟଣାକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଠକ ପରେ ଶିମିଳିପାଳ ଅଭୟାରଣ୍ୟରେ

କୋଭାକ୍ସିନ ୮୧% ଫଳପ୍ରଦ

ସ୍ୱଦେଶୀ କରୋନା ଟିକା କୋଭାକ୍ସିନକୁ ନେଇ ଜାରି ରହିଥିବା ଦ୍ୱନ୍ଦ୍ୱରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ହ୍ୟୁମାନ ଟ୍ରାଏଲ ପରେ ଏଭଳି ଦାବି କରାଯାଇଛି।

ଭିସୁଟରୁ ଉଠିଲା କଟକଣା

ବୁର୍ଲା ଭିସୁଟର କୌଣସି ଛାତ୍ରଛାତ୍ରୀ କରୋନା ସଂକ୍ରମିତ ନଥିବା ଜଣାପଡିବା ପରେ କଂଟେନମେଂଟ କଟକଣା ଉଠାଯାଇଛି । ହେଲେ କଂଟେନମେଂଟ କଟକଣା ଉଠିବା ପରେ ବି ଆଗାମୀ ୭ ଦିନ ଯାଏ ଆକ୍ସିଭ ସର୍ଭେଲାନ୍ସ ଜାରି ରହିବ ବୋଲି ପ୍ରଶାସନ କହିଛି

ଅଭିଯୁକ୍ତକୁ ଚିହ୍ନିଲେ ଅଂଜନା

୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ସହ ମୁହାଁମୁହିଁ ହୋଇଛନ୍ତି ପୀଡିତା ଅଂଜନା ମିଶ୍ର । ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଟିଆଇ ପରେଡରେ ମୁଖ୍ୟ ଅଭିଯୁକ୍ତ ବିବନ୍ ବିଶ୍ୱାଳକୁ ଚିହ୍ନିଲେ ପୀଡିତା ।

ରାଷ୍ଟ୍ରପତି ନେଲେ କରୋନା ଟିକା

କରୋନା ମହାମାରୀ ବିରୋଧରେ ସବୁଠାରୁ ବଡ ଟିକା କରଣ ଅଭିଯାନ ଭାରତରେ ଚାଲୁ ରହିଛି । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆର୍ମି ରିସର୍ଚ୍ଚ ଏବଂ ରିଫରଲ ହସ୍ପିଟାଲକୁ ଆସି କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି । ଏହାପୂର୍ବରୁ

ପିପିଲି ପାଇଁ ପ୍ରସ୍ତୁତି

ପିପିଲି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଯେକୌଣସି ସମୟରେ ତାରିଖ ଘୋଷଣା ହେବାକୁ ଥିବାବେଳେ ପିପିଲି ଉପନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଉପ-ନିର୍ବାଚନ ପାଇଁ

ତୁଟିବ କି ‘କୋଟିଆ’ କଳି ?

କୋଟିଆ ପ୍ରସଙ୍ଗରେ ସହାୟତା ଲୋଡିଲେ ରାଜ୍ୟ ସରକାର । କୋରାପୁଟ ଜିଲ୍ଲା କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକଙ୍କ ସହାୟତା ଲୋଡିଛନ୍ତି ସରକାର । ଆଡଭୋକେଟ୍ ଜେନେରାଲ ଅଶୋକ ପରିଜାଙ୍କ

ଶିମିଳିପାଳ ଜଙ୍ଗଲରେ କେମିତି ଲାଗିଲା ନିଆଁ ?

ଜଳୁଛି ଶିମିଳିପାଳ ଅଭୟାରଣ୍ୟ। ଶିମିଳିପାଳ ଅଭୟାରଣ୍ୟର ପ୍ରାୟ ସମସ୍ତ ରେଞ୍ଜ ଅଧୀନରେ ଥିବା ଜଙ୍ଗଲ ଜଳୁଛି । ଦୀର୍ଘ ଦିନ ପର୍ୟ୍ୟନ୍ତ ନିଆଁକୁ ଲିଭାଇବାକୁ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ବେଳେ ଟ୍ୱିଟ କରି କ୍ଷୋଭ

ଧର୍ମେନ୍ଦ୍ରଙ୍କ ପଛରେ ଶାହା, ଅପରାଜିତାଙ୍କୁ ସମର୍ଥନ ଦେଉଛନ୍ତି ନଡ୍ଡା?

ରାଜ୍ୟ ବିଜେପିରେ ଅସଲ ନେତା କିଏ? ଗଣମାଧ୍ୟମରେ ବରିଷ୍ଠ ନେତା ତଥା ବିଧାୟକ ମୋହନ ମାଝୀ ରଖିଥିବା ଏକ ଉତ୍ତର ଏବଂ ପ୍ରକୃତ କାର୍ଯ୍ୟଶୈଳୀକୁ ଦେଖିଲେ ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ । ଖାସ୍ କରି ପୁରୀ ମନ୍ଦିର ବିକାଶ କାର୍ଯ୍ୟ