THE BYAPINI

ସାମ୍ବାଦିକଙ୍କୁ ଏତେ ଡର କାହିଁକି?

ସବୁଠି ଲକଡାଉନ ହଟିଗଲାଣି, ନୁଆ କଂଟେନମେଂଟ ଜୋନ ଘୋଷଣା ବି ଆଉ ଶୁଣିବାକୁ ମିଳୁନି । ସିନେମା ହଲ୍ ଠାରୁ ଆରମ୍ଭ କରି ମଲ୍ ଯାଏଁ ସବୁଠି ପ୍ରବଳ ଭିଡ । ମଦ ଦୋକାନ ସାମ୍ନାରେ ସୋରିଷ ବୁଣିବାକୁ ଜାଗା ପାଇବେନି । ହେଲେ ଏସବୁ ସ୍ଥାନରେ

ସାଇକେଲ ଯାତ୍ରା ପଛର ସାହସିକ କାହାଣୀ

୫ ମାର୍ଚ୍ଚ ୨୦୨୧ । ଠିକ୍ ୧୦୫ ବର୍ଷ ପୂର୍ବେ ଓଡ଼ିଶା ମାଟିରେ ଜନ୍ମ ନେଇଥିଲେ ଜଣେ ବୀର ତଥା ସାହସୀ ସନ୍ତାନ । ଯିଏ ପରବର୍ତ୍ତୀ ସମୟରେ କଳିଙ୍ଗ ପୁତ୍ର ଭାବେ ପ୍ରତିଟି ଓଡ଼ିଶାବାସୀଙ୍କ ଘରେ ପରିଚିତ ହୋଇଥିଲେ । କେବଳ ଓଡ଼ିଶା ରାଜ୍ୟରେ

ଭୁଲ କାହାର..ଦାୟୀ କିଏ?

କିଟ ଖରାପ ଯୋଗୁଁ ବୁର୍ଲା ଭିସୁଟରେ ଛାତ୍ରଛାତ୍ରୀଙ୍କ କରୋନା ରିପୋର୍ଟ ଭୁଲ ଆସିଥିବା ଜଣାପଡିବା ପରେ କିଟ ଯୋଗାଇଥିବା କମ୍ପାନୀକୁ ସୋ କଜ ନୋଟିସ । କରୋନା ଆଟିଂଜେନ କିଟ ସପ୍ଲାଏ କରୁଥିବା ସଂସ୍ଥାକୁ ରାଜ୍ୟ ଓøଷଧ ନିଗମ ସୋ କଜ୍

ବଦଳିଲା ସ୍କୁଲ ଟାଇମ୍

ପୁଣି ବଦଳିଲା ସ୍କୁଲ ସମୟ । ରାଜ୍ୟର ଅନେକ ସହରରେ ତାପମାତ୍ର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସ୍କୁଲ ସମୟରେ ପରିବର୍ତନ କରାଯାଇଛି । ତେବେ ନବମ, ଏକାଦଶ ପିଲାଙ୍କ ପାଇଁ ସକାଳ ୭ରୁ ୯ଟା ସ୍କୁଲ ସମୟ ଅପରିବର୍ତ୍ତିତ

୨୨ ବର୍ଷ ପରେ..ଦୁଷ୍କର୍ମକାରୀକୁ ଚିହ୍ନିବେ ଅଞ୍ଜନା

ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିବନ ବିଶ୍ୱାଳର ହେବ ଟିଆଇ ପରେଡ୍ । ଆସନ୍ତାକାଲି ବୁଧବାର ଝାରପଡ଼ା ଜେଲରେ ଟେଷ୍ଟ ଆଇଡେଣ୍ଟିଫିକେସନ୍ ପରେଡ୍ ହେବ ହେବ । ଔଗୠଉ ସୃଜାଲିନ ମହାନ୍ତି କରିବେ ଟିଆଇ

ମାର୍ଚ୍ଚରୁ ମେ’..୩ ମାସ ଜଳିବ ଓଡିଶା!

ମାର୍ଚ୍ଚରୁ ମେ’ ମାସ ଯାଏ ହୁସିଆର । କାରଣ ଚଳିତବର୍ଷ ଏହି ୩ ମାସ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ । ଅସହ୍ୟ ଖରାରେ ଜଳିବ ଓଡ଼ିଶା । ଓଡ଼ିଶା ଉପରେ ସୂର୍ୟ୍ୟଙ୍କ ପ୍ରକୋପ ଅଧିକ ରହିବ । ପାଣିପାଗ ବିଭାଗ ବିଭାଗ ପକ୍ଷରୁ ଏନେଇ

ଟିକା ନେଲେ ବିଧାୟକ

ତୃତୀୟ ପର୍ୟ୍ୟାୟ ଟିକାକରଣ ଜୋରସୋରରେ ଚାଲିଛଇ । ସୋମବାର ମୁଖ୍ୟମନ୍ତ୍ରୀ ବିଧାନସଭା ପରିସରରେ ଟିକା ନେଇଥିବାବେଳେ ଆଜି ଅନେକ ବିଧାୟକ ଏବଂ ପୂର୍ବତନ ବିଧାୟକ ଟିକାକରଣ ପକ୍ରିୟାରେ ସାମିଲ ହୋଇଛନ୍ତି । ଟିକା ନେଇଛନ୍ତି କଂଗ୍ରେସ

ପୁଳା ପୁଳା ଜାଲ ନୋଟ୍

କାରରୁ ମିଳିଲା ପୁଳା ପୁଳା ଜାଲ ନୋଟ । କୋରାପୁଟରୁ ୭କୋଟି ୯୦ ଲକ୍ଷ ଟଙ୍କାର ନକଲି ନୋଟ ଜବତ ହୋଇଛି । ଛତିଶଗଡ଼ ରାୟପୁରରୁ ବିଶାଖପାଟଣା ଚାଲାଣ କରାଯାଉଥିବା ବେଳେ ଶୁଙ୍କି ଫାଣ୍ଡି ପୋଲିସ ଓ ପଟାଙ୍ଗି ପୋଲିସ ହାତରେ ଧରାପଡ଼ିଛନ୍ତି

ଆଗ ପଜିଟିଭ ପରେ ନେଗେଟିଭ..ଭିସୁଟ ଛାତ୍ରଙ୍କୁ ହୋଇନି କରୋନା..

ଦେଶରେ କରୋନା ସଂକ୍ରମଣ ଉପରମୁହାଁ ହୋଇଥିବା ବେଳେ ରାଜ୍ୟରେ ଯେପରି ସଂକ୍ରମଣ ନବଢେ ସେନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ତେବେ ଗତକିଛି ଦିନ ତଳେ ବୁର୍ଲ ସ୍ଥିତ ବୀର ସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟର ୨୫

ଓଡିଶାକୁ କାହିଁକି ବାଛିଲେନି ସବ୍ୟାର୍ଚ୍ଚିତା?

ସବ୍ୟସାଚୀ-ଅର୍ଚ୍ଚିତାଙ୍କର ବାହାଘରକୁ ନେଇ ସୋସିଆଲ ମିଡିଆରେ ହଜାର ହଜାର ପୋଷ୍ଟ । ସମସ୍ତ ଏହି ନୁଆ ଯୋଡିଙ୍କୁ ଅଭିନନ୍ଦନ ଜଣାଉଛନ୍ତି । ଆମେ ମଧ୍ୟ ପଛରେ ରହିବୁ ନାହିଁ । ନବଦମ୍ପତିଙ୍କୁ ଦି ବ୍ୟାପିନୀ ପକ୍ଷରୁ ଅନେକ ଅନେକ