ଆଭିମୁଖ୍ୟ ଜନତାଙ୍କ ଟଙ୍କାରେ ନେତାଙ୍କ ବହପ ! Byapini Bureau Feb 28, 2021 0 ପାନ ଗୁଆ ଖଇର ଗୁଆକାତି, ଭଲ ବ୍ୟବସାୟ ରାଜନୀତି । ତୈଳ ଦର ବୃଦ୍ଧିକୁ ନେଇ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପ୍ରତିକ୍ରିୟା ଶୁଣିବା ପରେ ଜଗା ବଳିଆର ଏହି ଗୀତଟି କାଇଁ ବହୁତ ମନେ ପଡିଲା । ରାଜନୀତି ଠାରୁ ବା ଆଉ ଭଲ ବ୍ୟବସାୟ କଣ!-->…
ରାଜ୍ୟ ଅନଲାଇନରେ ନବମ ଓ ଏକାଦଶ ପରୀକ୍ଷା Byapini Bureau Feb 27, 2021 0 ଦେଶର କିଛି ରାଜ୍ୟରେ କରୋନା ସଂକ୍ରମଣ ଉପର ମୁହାଁ ହୋଇଥିବା ବେଳେ ରାଜ୍ୟ ସରକାର ମାର୍ଚ୍ଚ ମାସ ପାଇଁ ନୂଆ ଗାଇଡ଼ଲାଇନ ଜାରି କରିଛନ୍ତି । ଅନଲାଇନରେ ହେବ ନବମ ଓ ଏକାଦଶ ବାର୍ଷିକ ପରୀକ୍ଷା । କରେନା ସଂକ୍ରମଣ ସ୍ଥିତିକୁ ନଜରରେ ରଖି!-->…
ରାଜ୍ୟ ଏବେ ଦୁଲୁକିବ ପେଣ୍ଡାଲ…ଯାତ୍ରା ପାଇଁ କୋହଳ ହେଲା ନିୟମ Byapini Bureau Feb 27, 2021 0 ମହାମାରୀ କରୋନା ପାଇଁ ଦୀର୍ଘ ଦିନ ଧରି ବନ୍ଦ ଥିବା ଯାତ୍ରା ଏବେ ପୁଣି ଆରମ୍ଭ ହେବ । ଏବେ ପୁଣି ଥରେ ପଡିବ ଉଠିବ ପେଣ୍ଡାଲ। ରାଜ୍ୟ ସରକାର ମାର୍ଚ୍ଚ ମାସ ପାଇଁ କରୋନା ଗାଇଡ୍ ଲାଇନ୍ ଜାରି କରିଛନ୍ତି। ଏହି ଗାଇଡ୍ ଲାଇନ୍ରେ!-->…
ରାଜ୍ୟ ଏବେଠୁ ଏତେ..ଆଗକୁ ଅସମ୍ଭାଳ Byapini Bureau Feb 27, 2021 0 ମାର୍ଚ୍ଚ ହେଇନି । କିନ୍ତୁ ଏବେଠୁ ଅସମ୍ଭାଳ ତାତି । ରାଜଧାନୀ ଭୁବନେଶ୍ୱର ଲଗାତର ତୃତୀୟ ଦିନ ପାଇଁ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ଆଜି ଭୁବନେଶ୍ୱରରେ ତାପମାତ୍ରା ରହିଛି ୪୦.୪ ଡିଗ୍ରି ସେଲସିୟସ୍ । ସେହିପରି ୧୪ଟି ସହରରେ!-->…
ରାଜ୍ୟ ଅଧା ବାଟରେ ଜଗିଥିଲା ମୃତ୍ୟୁ! Byapini Bureau Feb 27, 2021 0 ମୃତ୍ୟୁ ଏମିତି ବି ଆସେ । ପରିବାର ଲୋକଙ୍କ ସହ ମା’ ବିରଜାଙ୍କ ଦର୍ଶନ କରି ଖୁସିରେ ଘରକୁ ଫେରୁଥିଲେ । କିନ୍ତୁ କିଏ ଜାଣିଥିଲା ଏମିତି ଅଧାବାଟରେ ଚାଲିଯିବ ଜୀବନ । ଦଇବ ଛଡାଇନେବ ସୁଖ । ଯାଜପୁର ଯୋଡିକୂଅ ଛକ ନିକଟରେ ଏଭଳି ଅଘଟଣ!-->…
ରାଜ୍ୟ ‘ରାଜ୍ୟରେ ନିୟନ୍ତ୍ରଣାଧୀନ ଅଛି ଆଇନଶୃଙ୍ଖଳା’ Byapini Bureau Feb 27, 2021 0 ୨୦୨୦ ସୁଦ୍ଧା ରାଜ୍ୟର ଆଇନ ଶୃଙ୍ଖଳା ଭଲ ଅଛି। ରାଜ୍ୟରେ ସାମ୍ପ୍ରଦାୟିକ ସଦଭାବ ବଜାୟ ରହିଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଉପରେ ବିଧାନସଭାରେ ଆଲୋଚନା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ!-->…
ରାଜ୍ୟ ଭୁବନେଶ୍ୱରରେ ୨୨ଟି ହସ୍ପିଟାଲରେ ମିଳିବ ଟିକା: ଜାଣନ୍ତୁ କେଉଁଠି ହେବ ଟିକାକରଣ? Byapini Bureau Feb 27, 2021 0 ମାର୍ଚ୍ଚ ପହିଲାରୁ ରାଜ୍ୟରେ ବରିଷ୍ଠ ନାଗରିକଙ୍କୁ ଦିଆଯିବ ଟିକା । ବୟସ୍କଙ୍କୁ ଟିକା ଦେବା ପାଇଁ ଆରମ୍ଭ ହୋଇଯାଇଛି ବିଏମସିର ପ୍ରସ୍ତୁତି । ଭୁବନେଶ୍ବରର ୧୦ଟି ଘରୋଇ ହସ୍ପିଟାଲ ଓ ୧୨ଟି ସରକାରୀ ହସ୍ପିଟାଲରେ ଟିକାକରଣ କରାଯିବ ।!-->…
Uncategorized ବିଧାନସଭାରେ ଉପସ୍ଥାପିତ ହେଲା ଶ୍ରୀମନ୍ଦିର ପରିକ୍ରମା ଯୋଜନା Byapini Bureau Feb 27, 2021 0 ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଉପସ୍ଥାପିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଐତିହାସିକ ଯୋଜନାକୁ ଗୃହରେ ଉପସ୍ଥାପିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ବିଧାନସଭାରେ ବିବୃତି ରଖି କହିଛନ୍ତି ଯେ ‘ପରିକ୍ରମା ଯୋଜନା!-->…
ଦେଶ ବିମାନ ଉଡାଣ ଉପରେ ବଢିଲା କଟକଣା Byapini Bureau Feb 27, 2021 0 କରୋନା ସଂକ୍ରମଣକ ଦୃଷ୍ଟିରେ ରଖି ଆନ୍ତର୍ଜାତିକ ବିମାନ ଉଡାଣ ଉପରେ କଟକଣା । ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗିଥିବା କଟକଣାକୁ ୩୧ ମାର୍ଚ୍ଚ ଯାଏ ବୃଦ୍ଧି କରାଯାଇଛି। ଏହାର ଅର୍ଥ ଆସନ୍ତା ୩୧ ଯାଏ ଭାରତରୁ କୌଣସି ଅନ୍ତର୍ଜାତୀୟ!-->…
ରାଜ୍ୟ ଭିସୁଟରେ ବ୍ୟାପିଲା କରୋନା: ୨ ଦିନରେ ୨୫ ଜଣ ପଜିଟିଭ Byapini Bureau Feb 27, 2021 0 ଦେଶରେ କରୋନା ସଂକ୍ରମଣ ବଢୁଥିବା ବେେ ବୁର୍ଲା ଭିସୁଟ(ବୀର ସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟ)ରୁ ୨୫ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ୨ ଦିନ ଭିତରେ ୩ଟି!-->…