THE BYAPINI

ସହିପାରୁନାହାନ୍ତି କି ସାଂସଦ?

ରାଜ୍ୟ ସରକାରଙ୍କ ଉନ୍ନତିକରଣ କାମକୁ ସହିପାରୁନାହାନ୍ତି କି ଭୁବନେଶ୍ୱର ସାଂସଦ ? ଆଜ୍ଞା ହଁ । ଏଥିପାଇଁ ଏହି ପ୍ରଶ୍ନ ଉଠୁଛି ଯେ, ଏକାମ୍ର କ୍ଷେତ୍ର ଐତିହ୍ୟ କରିଡ଼ରକୁ ନେଇ ପ୍ରଶ୍ନ ଉଠାଉଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

ଏଣିକି ୫ ରାଜ୍ୟ ଫେରନ୍ତାଙ୍କ ଉପରେ ନଜର..ସଂକ୍ରମଣ ପୂର୍ବରୁ ସଜାଗ ରୁହ..

ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧପାଉଥିବା ବେଳେ ରାଜ୍ୟ ସରକାର କଟକଣା କଡାକଡି କରିଛନ୍ତି । ସଂକ୍ରମଣ ପ୍ରବଣ ରାଜ୍ୟ ଫେରନ୍ତାଙ୍କ ପାଇଁ ସାମାନ୍ୟ ନିୟମ ବଦଳାଯାଇଛି । ଏଣିକି ୧୨ ନୁହେଁ ୫ ରାଜ୍ୟରୁ ଫେରୁଥିବା ଓଡିଶା

ସ୍ମାର୍ଟସିଟି : ସଜେଇ ହେଉଛି କମ, ସିଝୁଛି ଅଧିକ

ନୂଆ ରୂପ ପାଉଛି ସ୍ମାର୍ଟସିଟି ଭୁବନେଶ୍ୱର । ଚକାଚକ ରାସ୍ତା ସାଙ୍ଗକୁ ସୁଉଚ୍ଚ ଅଟ୍ଟାଳିକା । ଆଉ ତା ଭିତରେ ଷ୍ଟ୍ରିଟ ଲାଇଟର ଆଲୁଅରେ ନୂଆ ନୂଆ ଦିଶୁଛି ଭୁବନେଶ୍ୱର । ଲାଗୁଛି ସତେ ଯେପରି ରାଜଧାନୀର ନବକଳେବର ହେଉଛି । ରାଜଧାନୀର

ସଂକ୍ରମଣ ରୋକିବାକୁ ସଂଗରୋଧ ବାଧ୍ୟତାମୂଳକ

କୋଭିଡ୍ ସଂକ୍ରମଣ ମାମଲା ପୁଣିଥରେ ବୃଦ୍ଧି ପାଇବାପରେ ରାଜ୍ୟ ସରକାର ବାହାରୁ ଆସୁଥିବା ଲୋକଙ୍କ ପାଇଁ ପୁଣି ଥରେ କୋଭିଡ୍ କଟକଣା ଜାରି କରୁଛନ୍ତି। ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କୁ ୭ ଦିନ ଘରୋଇ ସଙ୍ଗରୋଧ ବାଧ୍ୟତାମୂଳକ ।

ଜଗନ୍ନାଥଙ୍କ ଶରଣରେ ମମତା

ଜଗନ୍ନାଥଙ୍କ ଶରଣରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀ ନିଜ ବାସଭବନରେ ଏକ ବଡ଼ ଧରଣରେ ପୂଜାର୍ଚ୍ଚନା କରିଛନ୍ତି । ପ୍ରଭୁ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ

ଏଣିକି ସକାଳୁଆ ସ୍କୁଲ

ମାର୍ଚ୍ଚ ମାସ ନହେଉଣୁ ରାଜ୍ୟରେ ଅସମ୍ଭାଳ ଖରା ଅନୁଭୂତ ହେଉଛି । ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଥିବା ବେଳେ ରାଜଧାନୀ ଭୁବନେଶ୍ୱର ଦ୍ୱିତୀୟ ଦିନରେ ବି ଦେଶର ଉତପ୍ତ ସହର ପାଲଟିଛି । ଏହାକୁ

ପଶ୍ଚିମବଙ୍ଗ ଫାଇଟ..ମୋଦି ବନାମ ମମତା

ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହୋଇଥିବା ବେଳେ ଫୋକସରେ ରହିଛି ପଶ୍ଚିମବଙ୍ଗ । ବିଜେପି ଓ ମମତା ବାନାର୍ଜୀଙ୍କ ନେତତୃତ୍ଵାଧୀନ ତୃଣମୂଳ କଂଗ୍ରେସ ମଧ୍ୟରେ ତୀବ୍ର ପ୍ରତିଦ୍ଵନ୍ଦ୍ଵିତା

ବାଜିଲା ନିର୍ବାଚନ ବିଗୁଲ: ଆସନ୍ତୁ ନଜର ପକାଇବା କେଉଁ ରାଜ୍ୟରେ କେବେ ହେବ ନିର୍ବାଚନ?

ବାଜିଲା ନିର୍ବାଚନ ବିଗୁଲ୍ । ୪ ରାଜ୍ୟ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର। ୪ ରାଜ୍ୟ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ ଓ କେରଳ ଏବଂ ଗୋଟିଏ କେନ୍ଦ୍ର ଶାସିତ

ବଢୁଛି କରୋନା..ବଢିଲା ଗାଇଡଲାଇନ ଅବଧି

ଦେଶରେ ପୁଣି କରୋନା ସଂକ୍ରମଣ ବଢିଚାଲିଥିବା ବେଳେ କରୋନା ଗାଇଡଲାଇନ୍ ଅବଧି ବୃଦ୍ଧି କରାଯାଇଛି । ଯେପରି ୧୨ ରାଜ୍ୟରେ ସଂକ୍ରମଣ ବଢୁଛି ସ୍ଥିତି ପୁଣି ଥରେ ବାହାରକୁ ଯାଇପାରେ । ଏହାକୁ ନଜରରେ ରଖି ଗାଇଡଲାଇନ ଅବଧିକୁ ମାର୍ଚ୍ଚ ୩୧

ଘରୋଇ ହସ୍ପିଟାଲରେ ହେବ ଟିକାକରଣ

ରାଜ୍ୟର ଘରୋଇ ହସ୍ପିଟାଲରେ କରୋନା ଟିକାକରଣକୁ ନେଇ ଦେଖାଦେଇଥିବା ଦ୍ୱନ୍ଦ୍ୱ ଦୂର ହୋଇଛି । ଓଡିଶାର ଘରୋଇ ହସ୍ପିଟାଲରେ ଦିଆଯିବ କରୋନା ଟିକା । ପ୍ରାୟ ୧୮୩ ଘରୋଇ ହସ୍ପିଟାଲରେ ଟିକାକରଣ ପାଇଁ କେନ୍ଦ୍ର ଅନୁମତି ମିଳିଛି। କେନ୍ଦ୍ରର