THE BYAPINI

ତେଲ ସହ ତାଳ ଦେଇ ବଢୁଛି ଗ୍ୟାସ ଦର..୨ ମାସରେ ବଢିଲା ୨୦୦ ଟଙ୍କା

ଦେଶରେ ପେଟୋଲ ଓ ଡିଜେଲର ଦର ବଢି ଚାଲିଥିବା ସମୟରେ ଏଲପିଜିର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଦେଶରେ ପୁଣି ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି ହୋଇଛିା ତୈଳ କମ୍ପାନୀଗୁଡିକ ରିଫିଲ ପିଛା ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା

ଭାରତ ଫେରିବେ ନୀରବ ମୋଦି! ପିଏନବି ଦୁର୍ନୀତିର ହେବ ପର୍ଦ୍ଦାଫାଶ

ପିଏନବି ମହାଦୁର୍ନୀତିୀର ମହାଖଳନାୟକ ନିରବ ମୋଦିଙ୍କୁ ଭାରଣ ଅଣାଯିବ । ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ପ୍ରତ୍ୟାର୍ପଣ ନେଇ ଲଣ୍ଡନ କୋର୍ଟ ମୁଞ୍ଜୁରୀ ପ୍ରଦାନ କରିଛନ୍ତି । ଲଣ୍ଡନର ଓ୍ବେଷ୍ଟମିନ୍‌ଷ୍ଟର କୋର୍ଟ ଏହି ମାମଲାର ଶୁଣାଣୀ

‘ମହାନଦୀରେ ଆହୁରି କମିବ ପାଣି’

ମହାନଦୀରେ ଆହୁରି କମିବ ପାଣି । ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି ଜଳସଂପଦ ମନ୍ତ୍ରୀ। ତାରାପ୍ରସାଦ ବାହିନୀପତି ପ୍ରଶ୍ନ କରିଥିଲେ ଯେ,ଛତିଶଗଡ ସରକାର ମହାନଦୀ

ବିଧାନସଭାରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ

ବିଧାନସଭାରେ ପୁଣି ଉଠିଲା କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ । ମହାନଦୀ ଜଳବିବାଦ ନେଇ ସିଡବ୍ଲୁସି ବିଭିନ୍ନ ପ୍ରକଳ୍ପ ଅନୁମୋଦନ ଦେଉନଥିବାରୁ ଗୃହରେ ଏଭଳି ଅଭିଯୋଗ କଲେ ବିଜେଡି ବିଧାୟକ ପ୍ରଦୀପ ଅମାତ। ସେ କହିଛନ୍ତି, ହୀରାକୁଦର ଉପର

ଚିନ୍ତା ବଢାଉଛି ନୂଆ ଷ୍ଟ୍ରେନ୍

ମହାରାଷ୍ଟ୍ରରେ ଭୟଙ୍କର ହେଲାଣି କରୋନା । ଏବେ ଦୈନିକ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଂଟାରେ ୮ ହଜାର ୮୦୭ ନୂଆ ସଂକ୍ରମଣ ଚିହ୍ନଟ ହୋଇଛି । ନୂଆ ମାମଲା ମିଶାଇ ସଂକ୍ରମଣ ସଂଖ୍ୟା ୨୧ ଲକ୍ଷ ୨୧ ହଜାର ୧୧୯ରେ ପହଂଚିଛି

କାଲି ଭାରତ ବନ୍ଦ

ଆସନ୍ତାକାଲି ଭାରତ ବନ୍ଦ । ସର୍ବଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ ଡ଼ାକରା ଦିଆଯାଇଛି । ଜିଏସଟି ବ୍ୟବସ୍ଥାକୁ ସରଳ କରିବା ଦାବିରେ ବ୍ୟବସାୟୀ ସଙ୍ଗଠନ ଦି କନଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ ବା

ଋଣକ୍ଷେତ୍ର ପାଲଟିଲା କଂଗ୍ରେସ ଭବନ

ପୁଣି ପଦାରେ ପଡିଲା କଂଗ୍ରେସ କଳି । ଋଣକ୍ଷେତ୍ର ପାଲଟିଲା କଂଗ୍ରେସ ଭବନ । କଂଗ୍ରେସ ଭବନରେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ସାଧାରଣ ପରିଷଦ ବୈଠକ ପୂର୍ବରୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି

ରେଳଯାତ୍ରୀଙ୍କୁ ଝଟକା..ବଢିଲା ରେଳଭଡା

ମହାମାରୀ କରୋନା ଯୋଗୁ ବନ୍ଦ ଥିବା ରେଳ ସେବା ଏବେ ଧୀରେ ଧୀରେ ସ୍ୱାଭାବିକ ହେଉଥିବା ବେଳେ ରେଳଯାତ୍ରୀଙ୍କ ମହଙ୍ଗା ମାଡ଼ । ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କ ପାଇଁ ରେଳ ଭଡା ବୃଦ୍ଧି କରିଛନ୍ତି । ତେବେ ସ୍ୱଳ୍ୱ ଦୂରଗାମୀ

ଅପରାଜିତାଙ୍କ ଶିବିରରେ ଧର୍ମେନ୍ଦ୍ରଙ୍କ ସିପାହୀ!

କଥାରେ ଅଛି ରାଜନୀତିରେ କେହି କାହାର ନୁହଁନ୍ତି । ଯେତେବେଳ ଯାଏଁ ସ୍ୱାର୍ଥ ନିହିତ ଅଛି ସେତେବେଳ ଯାଏଁ ନେତା ସାଥୀରେ ରହିବେ । ସ୍ୱାର୍ଥ ପୂରଣ ନହେଲେ ନେତା ହାତ ଛାଡିବେ । ସେଥିପାଇଁ କୁହାଯାଏ ରାଜନୀତିର ଗଣିତ ବୁଝିବା ଏତେ ସହଜ

ମେ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା

ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । ଆସନ୍ତା ମେ ୧୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏନେଇ ସୂଚନା ଦେଇଛନ୍ତି । ମହାମାରୀ କରୋନା ପାଇଁ ଛାତ୍ରଛାତ୍ରୀମାନଙ୍କ