THE BYAPINI

ଅର୍ଥନୈତିକ ସର୍ଭେ ରିପୋର୍ଟ : ଓଡ଼ିଶାରେ କମିଲା ମୁଣ୍ଡ ପିଛା ଆୟ

ବଜେଟ ଉପସ୍ଥାପନ ହେବା ପୂର୍ବରୁ ଆସିଛି ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ ଜ୍ଝ ପ୍ରକାଶ ପାଇଲା ୨୦୨୦-୨୧ର ଅର୍ଥନୈତିକ ସର୍ଭେ ରିପୋର୍ଟ । ଗତ ବର୍ଷ ତୂଳନାରେ ରାଜ୍ୟରେ ମୁଣ୍ଡ ପିଛା ଆୟ କମିଥିବା ରିପୋର୍ଟରୁ ପ୍ରକାଶ । ଦେଶ

ମଣ୍ଡି ଅବ୍ୟବସ୍ଥା..ମନ୍ତ୍ରୀଙ୍କ ବିବୃତ୍ତି..ମାନିଲେନି ବିରୋଧୀ

ସ୍ୱାଭାବିକ ହୋଇପାରୁନି ଗୃହ । ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନରେ ବି ମଣ୍ଡି ଅବ୍ୟବସ୍ଥାକୁ ନେଇ ଉଠିଲା ପଡିଲା ଗୃହ । ଗୃହ ଆରମ୍ଭ ହେବା ମାତ୍ରେ ସରକାରଙ୍କୁ ଘେରି ଜୋରଦାର ହଙ୍ଗାମା କରିଥିଲେ ବିରୋଧୀ । ପୋଡିୟମ ତଳେ

ଲେଉଟିବ କି ଲକଡାଉନ?

ଲେଉଟିବ କି ଲକଡାଉନ । ମହାରାଷ୍ଟ, କେରଳ ପରେ ପଂଜାବ , ଛତିଶଗଡ, ମଧ୍ୟପ୍ରଦେଶରେ ଯେଉଁଭଳି ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଇଛି ତାହା ଏବେ ଚିନ୍ତାର ବିଷୟ ପାଲଟିଛି । ୫ ରାଜ୍ୟରେ ଗତ କିଛି ଦିନ ହେବ କରୋନା ଉପରମୁହାଁ ହେବା ପରେ

‘ପରୀ’ ଅଭିଯୁକ୍ତର ଭିଡିଓ: ଘନେଇଲା ବିଜେପି-ବିଜେଡି କଳି

ନୟାଗଡ଼ ଯଦୁପୁରର କୁନି ଝିଅ ‘ପରୀ’ ହତ୍ୟା ମାମଲାରେ ଅଭିଯୁକ୍ତ ସ୍ୱୀକାରୋକ୍ତି ଭିଡିଓ ପରେ ଏବେ ବିଜେଡି-ବିଜେପି ଭିତରେ ଆରମ୍ଭ ହୋଇଛି କଳି । ଜାଣିଶୁଣି ତଦନ୍ତକୁ ବିଭ୍ରାନ୍ତି କରିବାକୁ ଭିଡିଓ ଲିକ୍ କରାଯାଇଥିବା ବିଜେପି ଅଭିଯୋଗ

ବାଇ-ଲ’ ବିବାଦ: ଅଟଳ ଅପରାଜିତା

ଏକାମ୍ର କ୍ଷେତ୍ର ବାଇ-ଲ’ ପ୍ରସଙ୍ଗକୁ ନେଇ ବଢିବାରେ ଲାଗିଛି ବିବାଦ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ନିଜ ଜିଦରେ ଅଟଳ ରହିଛନ୍ତି । ଅପରାଜିତା ଟୁଇଟ କରି ଲେଖିଛନ୍ତି ଯେ, ଐତିହ୍ୟ କ୍ଷେତ୍ରର ବିକାଶ ହେବା ଉଚିତ । କିନ୍ତୁ

କେବେ ତୁଟିବ ‘କୋଟିଆ’ କଳି?

କୋଟିଆ କଳିକୁ ନେଇ ଦେଶର ସର୍ବୋଚ୍ଚ ନ୍ୟାୟଳୟ ସୁପ୍ରିମକୋର୍ଟଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା । ଓଡିଶା ପକ୍ଷରୁ ହୋଇଥିବା ଅଦାଲତ ଅବମାନନା ସଂର୍ପକିତ ରିଟ ପିଟିସନ ଉପରେ ଶୁଣାଣୀ ହୋଇଛି । ଆବେଦନର ଶୁଣାଣୀ କରି ସୁପ୍ରିମକୋର୍ଟ

ସ୍ୱାସ୍ଥ୍ୟବିଭାଗର ସତର୍କତା..ପୁଣି କଡାକଡି ହେବ କୋଭିଡ ନିୟମ

ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ଓ ଲକଡାଉନ ପରି ସ୍ଥିତି ଉପୁଜିବାରେ ରାଜ୍ୟ ସରକାର ସତର୍କ ହୋଇଯାଇଛନ୍ତି । ଓଡିଶାରେ ଯେପରି ପୁଣି କରୋନା ସଂକ୍ରମଣ ନବଢେ ସେଥିପାଇଁ କୋଭିଡ ନିୟମ କଡ଼ାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଚାଷୀ ପ୍ରସଙ୍ଗ: ଉଠିଲା ପଡିଲା ବିଧାନସଭା

ବଜେଟ ଅଧିବେଶନର ପ୍ରଥମ ଦିନ ପରି ଦ୍ୱିତୀୟ ଦିନରେ ମଧ୍ୟ ବିରୋଧୀଙ୍କ ହୋହାଲ୍ଲା ଦେଖିବାକୁ ମିଳିଛି । ପ୍ରଶ୍ନକାଳ ଆରମ୍ଭରୁ ଚାଷୀ ସମସ୍ୟା ଓ ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ଉଠିଛି ପଡିଛି ବିଧାନସଭା । ବିରୋଧୀ ହୋହାଲ୍ଲା ଯୋଗୁଁ

ସତ୍ୟର ଉପାସକ ?

ଅରୁଣ ବୋଥ୍ରା । ଏଡିଜି ରାଙ୍କର ଏହି ଆଇପିଏସ ଅଧିକାରୀ ଏବେ ଚର୍ଚ୍ଚାରେ ଆଉ ବିବାଦରେ ମଧ୍ୟ । ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଅପରାଧୀକୁ ଧରିଥିବା ଏହି ଦକ୍ଷ ଅଧିକାରୀଙ୍କର ଦକ୍ଷତା ଉପରେ ଘନଘନ ପ୍ରଶ୍ନ ଉଠାଇ

ପୁଣି ଭାରତ ବନ୍ଦ, ଏଥର ୨୬ରେ

ଲାଗୁଛି ବନ୍ଦ, ହଟ୍ଟଗୋଳ, ଆନ୍ଦୋଳନରୁ ଦେଶକୁ ନିସ୍ତାର ମିଳିବ ନାହିଁ । ସକେତେ ଚାଷୀ ସଂଗଠନ ତ କେତେବେଳେ ରାଜନୈତିକ ଦଳ ଆଉ ଏବେ ବ୍ୟବସାୟିକ ସଂଗଠନ । ବନ୍ଦରୁ ଲାଭ କ୍ଷତିର ହିସାବ ଭିତରେ ସାଧାରଣ ଲୋକଙ୍କ କଥାକୁ କେହି ଯେ